Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଖିମପୁର ହିଂସାକାଣ୍ଡ: ୧୪ ଦିନ ପାଇଁ ଜେଲ୍ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: ଜେଲ୍ ଗଲେ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୧୨ ଘଣ୍ଟାର ମାରାଥନ୍ ପଚରାଉଚରା ପରେ ଗିରଫ…

ସିବିଆଇ ନିର୍ଦ୍ଦେଶକଙ୍କୁ ପୋଲିସର ସମନ

ମୁମ୍ବାଇ: ଫୋନ୍ ଟ୍ୟାପିଂ-ଡାଟା ଲିକ୍ ମାମଲାରେ ସିବିଆଇ ନିର୍ଦ୍ଦେଶକ ସୁବୋଧ ଜୈସୱାଲଙ୍କୁ ମୁମ୍ବାଇ ପୋଲିସ ନୋଟିସ ଜାରି କରିଛି। ସିବିଆଇ ନିର୍ଦ୍ଦେଶକ ତଥା ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୈସୱାଲଙ୍କୁ ଫୋନ୍ ଟ୍ୟାପିଂ ଏବଂ ଡାଟା ଲିକ୍ ମାମଲାରେ ସମନ କରିଛି ବୋଲି ଜଣେ…

ସଂପୂର୍ଣ୍ଣ ଡିଜିଟାଲ୍ ହେବ ଭାରତରେ ହଜ୍ ୨୦୨୨ ପ୍ରକ୍ରିୟା

ନୂଆଦିଲ୍ଲୀ: ୟୁନି୍ଅନ୍‌ ମାଇନରିଟି ଆଫାୟାର୍ସ ମନ୍ତ୍ରୀ କହିଛନ୍ତି ଯେ ଭାରତରେ ସମଗ୍ର ହଜ୍ ୨୦୨୨ ପ୍ରକ୍ରିୟା ୧୦୦ ପ୍ରତିଶତ ଡିଜିଟାଲ୍ ହେବ। ସେ ଶନିବାର ମୁମ୍ବାଇର ହଜ୍ ହାଉସରେ ଏକ ଅନଲାଇନ୍ ବୁକିଂ ସୁବିଧା ଉଦ୍‌ଘାଟନ କରିଥିଲେ ଏବଂ ପରେ ଏକ ବିବୃତ୍ତିରେ କହିଛନ୍ତି ଯେ ଇଣ୍ଡୋନେସିଆ ପରେ…

ଆର୍ୟନ୍‌ଙ୍କ ଗିରଫଦାରୀକୁ ନେଇ ଶେଖର ଭାବପୂର୍ଣ୍ଣ ପ୍ରତିକ୍ରିୟା

ମୁମ୍ବାଇ: ଅକ୍ଟୋବର ୨ ତାରିଖ ରାତିରେ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟିରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ଙ୍କ ପୁଅ ଆର୍ୟନ୍‌ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିବା ପରେ ଅଭିନେତା ଶେଖର ସୁମନ ଶାହରୁଖଙ୍କ ସପକ୍ଷରେ ବାହାରିଛନ୍ତି। ଶେଖର ଟ୍ୱିଟର ହ୍ୟାଣ୍ଡେଲକୁ…

ଆର୍ୟନଙ୍କୁ ବେଲ୍ ନା ଜେଲରେ ରହିବେ? କାଲି ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନଙ୍କର କଣ ହେବ ? ତାଙ୍କୁ ବେଲ୍ ମିଳିବ ନା ଜେଲରେ ରହିବେ ? ଦଶହରାରେ କଣ ଜୁନିଅର କିଙ୍ଗ ଖାନ୍ ଜେଲ ଚାରିକାନ୍ଥ ଭିତରେ ରହିବେ ? ଆସନ୍ତାକାଲି ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ମୁମ୍ୱାଇ ସ୍ୱତନ୍ତ୍ର ଘଊଚଝ କୋର୍ଟ ବେଲ୍ ପିଟିସନର…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ:କ୍ରମାଗତ ଭାବେ ଷଷ୍ଠ ଦିନ ପାଇଁ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ଇନ୍ଧନ ଡିଲରଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା…

ରାଜଧାନୀବାସୀ ସାବଧାନ! ବଢୁଛି ପ୍ରଦୂଷଣ

ନୂଆଦିଲ୍ଲୀ: ‌ମୌସୁମୀ ପ୍ରତ୍ୟାହାର ସହିତ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ପୁଣି ବୃଦ୍ଧି ପାଇବାରେ ଲାଗିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚେତାବନୀ ଦେଇଛନ୍ତି। ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 171 କୁ ବୃଦ୍ଧି ପାଇଛି ଦିଲ୍ଲୀ ସିଏମ୍‌ କହିଛନ୍ତି।…

ଭାରତ, ଚୀନ୍‌ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆଜି

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଆଜି ଭାରତ ଓ ଚୀନ୍‌ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ। ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ହେବ। ଗତ ବର୍ଷ ହିଂସାତ୍ମକ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ୧୩ ତମ ପର୍ଯ୍ୟାୟ ଆଲୋଚନା ଆରମ୍ଭ…

ରାଜଧାନୀରେ ଆତଙ୍କୀ ହମ୍‌ଲା ଆଶଙ୍କା; ହାଇ ଆର୍ଲଟରେ ପୋଲିସ

ନୂଆଦିଲ୍ଲୀ: ରାଜଧାନୀରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା। ଏ ନେଇ ଶନିବାର ଦିନ ଦିଲ୍ଲୀ ପୋଲିସ କମିଶନର ତାଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପାର୍ବଣ ଋତୁରେ ଜାତୀୟ ରାଜଧାନୀରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି।…

‘ସୁପର୍‌ ଡାନ୍ସର ୪’ର ବିଜେତା ହେଲେ ଫ୍ଲୋରିନା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର ଚାପ୍ଟର ୪ ବିଜେତା ଘୋଷଣା କରାଯାଇଛି। ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ ହୋଇଛନ୍ତି ସୁପର ଡାନ୍ସର ଚାପ୍ଟର ୪ ବିଜେତା। ସୋନି ଟିଭିର ପିଲାମାନଙ୍କ ଡ୍ୟାନ୍ସ ରିୟଲିଟି ସୋ ସୁପର ଡାନ୍ସର୍ ଚାପ୍ଟର…