Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଠାରେ ବର୍ଗରଠାରୁ ବି କମ୍‌ ମୂଲ୍ୟରେ ବିକ୍ରି ହେଉଛି ଘର

ନୂଆଦିଲ୍ଲୀ: ଏଣିକି ବର୍ଗରଠାରୁ କମ୍‌ ମୂଲ୍ୟରେ ବି କିଣିପାରିବେ ଘର। ଅଧିକ ମୂଲ୍ୟ ଯୋଗୁ ଘର କିଣିପାରୁନଥିବା ଲୋକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ନିଶ୍ଚିତ। ଏହି ଦେଶ ପ୍ରିୟ ଫାଷ୍ଟଫୁଡ୍ ଖାଦ୍ୟ ପିଜାଠାରୁ କମ୍‌ ମୂଲ୍ୟରେ ଘର ବିକ୍ରି ପାଇଁ ରିହାତି ପ୍ରଦାନ କରୁଛି। ରୋମର ୭୦…

ଆଚାର ବିକି କରୋନା ପ୍ରଭାବିତ ପରିବାରଙ୍କୁ ସାହାଯ୍ୟ କରୁଛନ୍ତି ୮୭ ବର୍ଷିୟା ବୃଦ୍ଧା

ନୂଆଦିଲ୍ଲୀ: ଆଚାର ବିକ୍ରି କରି କରୋନା ପ୍ରଭାବିତ ପରିବାରଙ୍କୁ ସହାୟତା କରୁଛନ୍ତି ୮୭ ବର୍ଷୀୟା ବୃଦ୍ଧା।  ଏହି ବୃଦ୍‌ଧ ମହିଳା ଜଣକ ହେଉଛନ୍ତି ଉଷା ଗୁପ୍ତା। ସେ ଏବଂ ତାଙ୍କ ସ୍ୱାମୀ ରାଜକୁମାର ଏହି ଭୂତାଣୁ ସଂକ୍ରମିତ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବଶ୍ୟ, ୨୭ ଦିନର…

ବିଶେଷଜ୍ଞଙ୍କ ଚେତାବନୀ: ଆଉ ଏକ ବିପର୍ଯ୍ୟୟ ଆଣିପାରେ କୋଭିଡ୍‌-୨୨

ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ତରଙ୍ଗ ପାଇଁ ଭାରତ ପ୍ରସ୍ତୁତ ହେଉଥିବାବେଳେ ବିଶେଷଜ୍ଞମାନେ SARS CoV-2 ର 'ସୁପର ଭାରିଆଣ୍ଟ' ବିଷୟରେ ଚେତାବନୀ ଦେଇଛନ୍ତି। ଯାହା COVID-22 ଭାବରେ ପରିଚିତ ହୋଇପାରେ। ଏହି ପ୍ରଜାତି କରୋନାର ଡେଲ୍‌ଟା ପ୍ରଜାତି ଅପେକ୍ଷାକୃତ ବେଶି…

ଏହି ୩ଟି ଦେଶରେ ଏଯାଏ ଆରମ୍ଭ ହୋଇନି ଟିକାକରଣ

ନୂଆଦିଲ୍ଲୀ: ବୈଶ୍ବକ ସ୍ତରରେ ଟିକାକରଣ ଅଭିଯାନକୁ ନେଇ ସଚେତନତା ପ୍ରସାର କରାଯାଉଛି। ଲୋକଙ୍କୁ ଟିକାକରଣ ଲାଗି ବିଭିନ୍ନ ଉପାୟରେ ପ୍ରୋତ୍ସାହିତ କରାଯାଉଛି। ଅଦ୍ୟାବଧି ବୈଶ୍ବକ ସ୍ତରରେ ୫ ବିଲିୟନରୁ ଅଧିକ ଲୋକ କରୋନା ବିରୋଧୀ ଟିକା ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ ବହୁ ଧନୀ ଦେଶ…

କାଙ୍ଗାଳ ହେବେ ତାଲିବାନୀ: ଆଫଗାନିସ୍ତାନକୁ ଫଣ୍ଡିଂ ବନ୍ଦ କଲା ବିଶ୍ୱ ବ୍ୟାଙ୍କ

ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ…

ଆଫଗାନ ନାଗରିକଙ୍କ ବାଟ ଓଗାଳୁଛନ୍ତି ତାଲିବାନୀ: ସିଲ୍ କଲେ ଏୟାରପୋର୍ଟ ରାସ୍ତା

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ପାଖେଇ ଆସିଲାଣି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ସେନା ଅପସାରଣ କରିନେବ । ତାପୂର୍ବରୁ ଦବଦବା ଜାହିର କରୁଛନ୍ତି ବର୍ବର ତାଲିବାନୀ । ରେସକ୍ୟୁ ମିଶନରେ ବାଧା ସୃଷ୍ଟି କରୁଛନ୍ତି । ଆଫଗାନିସ୍ତାନ ନାଗରିକଙ୍କୁ ଯିବାକୁ…

ଆଫଗାନିସ୍ତାନରୁ ଦିଲ୍ଲୀ ଆସିଥିବା ୭୮ ଜଣଙ୍କ ଭିତରୁ ୧୬ ଜଣଙ୍କୁ କରୋନା

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଥିବା ୭୮ ଜଣଙ୍କ ଭିତରୁ ୧୬ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ସେମାନେ ଦିଲ୍ଲୀରେ ପହଞ୍ଚିଥିଲେ । ସଂକ୍ରମିତଙ୍କ ଭିତରେ ଅଛନ୍ତି ଗୁରୁ ଗ୍ରନ୍ଥ ସାହିବ ନେଇ ଆସିଥିବା ତିନି ଜଣ ଗ୍ରନ୍ଥି । ସେମାନଙ୍କୁ ଭେଟିବା ସହ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ…

ଆମେରିକା ସମେତ ୬୦ ଦେଶ ତାଲିବାନକୁ ଆର୍ଥୀକ ସହୟତା ଦେବାକୁ ମନା କଲେ, ସପକ୍ଷରେ ଚୀନ

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜାକୁ ଅନେକ ଦେଶ ଅବୈଧ ଘୋଷିତ କରି ସାହାଯ୍ୟ କରିବାକୁ ମନା କରି ଦେଇଛନ୍ତି । ଆମେରିକା ସମେତ ୬୦ ଦେଶ ଆଫଗାନିସ୍ତାନକୁ ମିଳିବାକୁ ଥିବା ସମସ୍ତ ଆର୍ଥୀକ ସହାୟତା ବନ୍ଦ କରି ଦେଇଥିବା ବେଳେ ଚୀନ କିନ୍ତୁ ସହଯୋଗର ହାତ ବଢ଼ାଇଛି । ଏହାର ବୈଦେଶିକ ବ୍ୟାପାର…

ବାଇଡେନଙ୍କୁ ଟ୍ରମ୍ପଙ୍କ ପ୍ରଶ୍ନ: ଆଫଗାନରୁ କେତେ ଆତଙ୍କୀଙ୍କୁ ଆମେରିକା ଆଣିଛ ?

ଓ୍ୱାଶିଂଟନ୍: କାବୁଲକୁ ତାଲିବାନ ଅକ୍ତିଆର କରିବା ପରେ ସେଠାରୁ ବାହାର ଦେଶର ଲୋକ, ଆଫଗାନ ଶରଣାର୍ଥୀ ଓ ଅନ୍ୟାନ୍ୟ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଆମେରିକା । କାବୁଲ ଏୟାରପୋର୍ଟରେ ମାର୍କିନ ସୈନ୍ୟ ନିୟୋଜିତ ଅଛନ୍ତି । ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ଆମେରିକା ଏୟାରଲିଫ୍ଟ କରୁଛି ।…

ଅଧା ରାତିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗିରଫ ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ବେଲ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ବୟାନ ମାମଲାରେ ତାଙ୍କୁ ଗିରଫ କରିଥିଲା ନାସିକ ପୋଲିସ । ଗତକାଲି ମଧ୍ୟରାତ୍ରିରେ ନାରାୟଣ ରାଣେଙ୍କୁ ମହାଡ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର…