Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିକ୍ଷା ହେଉଛି ଜ୍ଞାନ, ଚରିତ୍ର ତଥା ରାଷ୍ଟ୍ର ନିର୍ମାଣର ସର୍ବୋତ୍କୃଷ୍ଟ ମାଧ୍ୟମ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ନୂଆ ଜାତୀୟ ଶିକ୍ଷାନୀତିର ୧ ବର୍ଷ ପୂର୍ତ୍ତି ଉପଲବ୍ଧି ସମ୍ବନ୍ଧିତ ଏକ ପୁସ୍ତକ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ନୂଆ ଉପକ୍ରମର ଲୋକାର୍ପଣ ହୋଇଛି । ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ…

ତାଲିବାନ ନେତା ମୁଲ୍ଲା ବରାଦରଙ୍କ ସହ ଚୁପଚାପ ସାକ୍ଷତ କଲେ ସିଆଇଏ ଡାଇରେକ୍ଟର !

କାବୁଲ: ଆଫଗାନିସ୍ତାନ ଅଶାନ୍ତ ପଛରେ ଆମେରିକାର ଭୂମିକାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଆଜି ସିଆଇଏ ଡାଇରେକ୍ଟର ୱିଲିୟମ ଜେ ବର୍ଣ୍ଣସ ତାଲିବାନର ଶୀର୍ଷ ନେତା ଅବଦୁଲ ଗନୀ ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି । ଫଳରେ ଆମେରିକାର ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି ।…

ଆମେରିକାର ଅସ୍ତ୍ରଶସ୍ତ୍ର ଲୁଟିନେଲେ ତାଲିବାନ, ପାକିସ୍ତାନ ପାଇଁ ବିପଦ ଘନେଇଲା

କାବୁଲ:ଆତଙ୍କବାଦୀ ନିଆଁରେ ପାକିସ୍ତାନ ଖେଳୁଥିବା ବେଳେ ଏବେ ଏହା ତା ପ୍ରତି ବିପଦ ସୃଷ୍ଟି କରିବା ଆରମ୍ଭ କରିଛି । ଆଫଗାନିସ୍ତାନ ଅଧିକାରକୁ ନେବା ପରେ ତାଲିବାନମାନେ ଆମେରିକା ସେନାର ପ୍ରଚୁର ପରିମାଣ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ଏହି ଅସ୍ତଶସ୍ତ୍ର ପାକିସ୍ତାନ ଏବଂ ଭାରତରେ ଥିବା…

ଗିରଫ ହେଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ନେଇ ଦେଇଥିବା ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଆଜି ଗିରଫ କରାଯାଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ପ୍ରଥମେ ମନ୍ତ୍ରୀଙ୍କୁ ଥାନାକୁ ଆଣି ଜେରା କରାଯାଇଥିଲା ଏବଂ ପରେ ତାଙ୍କୁ ଗିରଫ…

ତାଲିବାନଙ୍କ ଉତ୍ପାତ ଜାରୀ, ଭାଙ୍ଗିଲେ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟ

କାବୁଲ: ତାଲିବାନ ସେମାନଙ୍କ ପ୍ରକୃତ ରୂପକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ପ୍ରାପ୍ତ ରିପୋର୍ଟ ଅନୁସାରେ ଏହି ଆତଙ୍କୀ ସଂଗଠନ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି । ଏହି ଗେଟ ଇସଲାମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥାଏ । କ୍ରେନରେ ଏହି ଗେଟକୁ…

ଅଜଣା ରୋଗରେ ୬ ମୃତ ୮୦ରୁ ଅଧିକ ଆକ୍ରାନ୍ତ

ମଥୁରା: ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ ଏକ ସପ୍ତାହ ମଧ୍ୟରେ ମଥୁରାର କୋନ୍ ଗ୍ରାମରେ ୬ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣାପଡ଼ିଛି। IANS ର ଏକ ରିପୋର୍ଟ ଅନୁଯାୟୀ, ମଥୁରା, ଆଗ୍ରା ଏବଂ ରାଜସ୍ଥାନର ଭରତପୁରର ବିଭିନ୍ନ ଡାକ୍ତରଖାନାରେ ଅଜଣା ରୋଗରେ ଆକ୍ରାନ୍ତ…

ଆଫଗାନିସ୍ତାନ ସଙ୍କଟ ହେତୁ ସାରା ବିଶ୍ୱରେ ବ୍ୟାପିପାରେ ପୋଲିଓ!

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ଦଖଲକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ହୁ। ତାଲିବାନର ଆଫଗାନିସ୍ତାନ ଦଖଲ ହେତୁ ଏକ ନୂତନ ସଂକ୍ରମଣ ବ୍ୟାପିବାର ବିପଦ ରହିଛି ବୋଲି ହୁ ଚେତାବନୀ ଦେଇଛି। ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ପୋଲିଓ ଭୂତାଣୁ ବିସ୍ତାର ହେବାର…

ମହାରାଷ୍ଟ୍ରରେ ୧୦୦ ଟପିଲାଣି ଡେଲ୍‌ଟା ପ୍ଲସ୍‌ ମାମଲା

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭୟ ବଢୁଥିବା ବେଳେ ଏପଟେ ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ମାମଲା ୧୦୦ ଅତିକ୍ରମ କଲାଣି। ମହାରାଷ୍ଟ୍ରରେ ସୋମବାର ଦିନ କରୋନାଭାଇରସର ଡେଲଟା ପ୍ଲସ୍ ପ୍ରଜାତିର…

ଅଳ୍ପ ବୟସରେ ମଦ, ବିୟର ପିଇବା ସ୍ୱାସ୍ଥ୍ୟପ୍ରଦ ନୁହେଁ; ରିପୋର୍ଟ

ନୂଆଦିଲ୍ଲୀ: ୟୁରୋପୀୟ ସୋସାଇିଟି ଅଫ୍ କାର୍ଡିଓଲୋଜିର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଯୁବାବସ୍ଥାରେ ବା ଅଳ୍ପ ବୟସରେ ମଦ୍ୟପାନ ଅବା ବିୟର ପିିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଏହା ହୃଦ୍‌ରୋଗର ସମସ୍ୟା ବଢାଇପାରେ। ରିପୋର୍ଟ ଅନୁଯାୟୀ ଅଳ୍ପ ବୟସରେ ଯେତେ ମଦ୍ୟପାନ କରିବେ ଏହା ଆପଣଙ୍କ ଧମନୀ…

ତାଲିବାନ ଅରାଜକତା ପାଇଁ ପାକିସ୍ତାନ ଉପରେ ବର୍ଷିଲେ ଆଫଗାନିସ୍ତାନର ପପ୍ ଷ୍ଟାର, ଭାରତକୁ କଲେ ପ୍ରଶଂସା

କାବୁଲ: ଆମେରିକା ସେନା ପ୍ରତ୍ୟାହାର କରିବା ଓ ତାଲିବାନ ଫେରିବା ପରେ ଆଫଗାନିସ୍ତାନରୁ ସ୍ଥିତି ବଦଳିଯାଇଛି । ଭୟ ଓ ଆତଙ୍କରେ ଲୋକ ଦିନ କାଟୁଥିବା ବେଳେ ଦେଶ ଛାଡ଼ିବାକୁ ସମସ୍ତେ ବ୍ୟାକୁଳ । ଅରାଜକତା ପାଇଁ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆରୟାନା ସୟିଦ ।…