Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତୃତୀୟ ଲହରରେ ବେଶି ପ୍ରଭାବିତ ହେବେନି ଶିଶୁ!

ନୂଆଦିଲ୍ଲୀ: ଅନ୍ୟ ଦେଶମାନଙ୍କ ଦ୍ବାରା କରାଯାଇଥିବା ସେରୋ ସର୍ବେକ୍ଷଣକୁ ଦର୍ଶାଇ ହୁ ମୁଖ୍ୟ ‌ବୈଜ୍ଞାନିକ କହିଛନ୍ତି ଯେ ସମ୍ଭାବ୍ୟ ତୃତୀୟ ଲହର ପିଲାମାନଙ୍କୁ ସଂକ୍ରମିତ କରିପାରେ ଏବଂ ସେମାନେ ଅନ୍ୟମାନଙ୍କୁ ସଂକ୍ରମଣ ମଧ୍ୟ କରିପାରନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ସାମାନ୍ୟ…

ମଣିଷ ପରି ମାଙ୍କଡ ମଧ୍ୟ ଚାପରେ ରୁହେ !

ଭୁବନେଶ୍ୱର: ମାଙ୍କଡକୁ କାହିଁକି ମଣିଷର ପୂର୍ବଜ କୁହାଯାଏ ତାହା ଧିରେ ଧିରେ ପ୍ରମାଣିତ ହେବାରେ ଲାଗିଛି । ମଣିଷ ପରି ମାଙ୍କଡ ମଧ୍ୟ ଚାପରେ ରୁହେ ବୋଲି ବୈଜ୍ଞାନିକମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏପରିକି ପୁରସ୍କାର ପାଇବାକୁ ଥିଲେ ମାଙ୍କଡ ମଣିଷପରି ମନପ୍ରାଣ ଦେଇ ଉଦ୍ୟମ କରିଥାଏ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଗିରଫ ହେଲା ଗୁପଚୁପ୍ ବିକ୍ରେତା, ଭିନ୍ନ ଦାବିକୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ଗୌହାଟୀର ଜଣେ ଗୁପ୍‌ଚୁପ୍ ବିକାଳି ପାଣିରେ ପରିଶ୍ରା ମିଶ୍ରଣ କରିବା ଘଟଣା ଖୁବ ଭାଇରାଲ୍ ହୋଇଥିଲା । ଏପରିକି ସଂପୃକ୍ତ ବ୍ୟକ୍ତି ଜଣକ ଗିରଫ ମଧ୍ୟ ହୋଇଛି । ହେଲେ ଏବେ ସେହି ଗୁପ୍‌ଚୁପ୍ ବିକ୍ରେତାଙ୍କୁ ନେଇ ସାମ୍ନାକୁ ଆସିଛି ଭିନ୍ନ ଅଭିଯୋଗ । ଗିରଫ ବ୍ୟକ୍ତି ଜଣକ ଇଶଲାମଧର୍ମୀ…

ଟ୍ୱିନ୍‌ ସିଟିରେ ପ୍ରବଳ ବ‌ର୍ଷା ସମ୍ଭାବନା

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ସମେତ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ‌ ନେଇ ଆଇଏମଡି ପୂର୍ବାନୁମାନ କରିଛି ଯେ ସହରରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମାନ ପାଣିପାଗ ପରିସ୍ଥିତି ରହିବ। ରାଜ୍ୟର ୨୨ ଟି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର…

୩୮ମିଲିୟନ ମାଇକ୍ରୋସଫ୍ଟ ୟୁଜର୍ସଙ୍କ ଲିକ୍ ହେଲା ଡାଟା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଏକ ଆପ ବିଲ୍ଡିଂ ଟୁଲର ଡିଫଲ୍ଟ ସେଟିଂ ଯୋଗୁ ୩୮ ମିଲିୟନ ୟୁଜର୍ସଙ୍କ ଡାଟା ଲିକ ହୋଇଛି । ସିକ୍ୟୁରିଟି ଫର୍ମ ଅପଗାର୍ଡ ଏହା ପ୍ରକାଶ କରିଛି । ୟୁଜରଙ୍କ ଡାଟା ମାଇକ୍ରୋସଫ୍ଟ ସର୍ଭିସ ଷ୍ଟୋରରେ ଭୁଲରେ ରହିବା ଯୋଗୁ ଏହା ଲିକ୍ ହୋଇ ଯାଇଥିଲା । ପାୱାର ଆପ୍ସ ଟୁଲ…

ପିଜ୍ଜା ଡେଲିଭରି ବୟ ସାଜିଛନ୍ତି ପୂର୍ବତନ ଆଫଗାନିସ୍ତାନ ମନ୍ତ୍ରୀ

ଭୁବନେଶ୍ୱର: ତାଲିବାନୀଙ୍କ କବଜାରେ ଆଫଗାନିସ୍ତାନ । ଖାସ କରି ରାଷ୍ଟ୍ରପତି ଅସ୍ରଫ୍ ଘନି ଦେଶ ଛାଡି ପଳାୟନ କରିବା ପରେ ଅନ୍ୟ ମନ୍ତ୍ରୀଙ୍କର ଖୋଜ ଖବର ନଥିଲା । ହେଲେ ନିକଟରେ ଆଫଗାନିସ୍ତାନର ଜଣେ ମନ୍ତ୍ରୀଙ୍କ ଖବର ଜର୍ମାନୀରୁ ମିଳିଛି । ଆଫଗାନିସ୍ତାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ…

ଗୁରୁ ଦିବସ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ କରୋନା ଟିକା

ନୂଆଦିଲ୍ଳୀ: କରୋନା ସଙ୍କଟ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି। ଏହା ଫଳରେ ସଂକ୍ରମଣ ବୃଦ୍ଧିକୁ ନେଇ ଆଶଙ୍କା ବଢିଯାଇଛି। ଏହା ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମସ୍ତ ରାଜ୍ୟକୁ ୫ ସେପ୍ଟେମ୍ବର ଅର୍ଥାତ୍‌ ଗୁରୁ ଦିବସ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ…

ଏଣିକି ଭାରତ ଆସୁଥିବା ଆଫଗାନ୍‌ ନାଗରିକଙ୍କ ପାଇଁ ଇ-ଭିସା ଜରୁରୀ

ନୂଆଦିଲ୍ଲୀ: ଏବେ ଆଫ୍‌ଗାନିସ୍ତାନରେ ଯେଉଁ ସୃଷ୍ଟି ହୋଇଥିବା ଅରାଜକତା ଯୋଗୁ ଦେଶ ଛାଡି ପଳାୟନ କରୁଛନ୍ତି ଲୋକେ। ଭାରତ ସମେତ ବିଭିନ୍ନ ନିଜ ନାଗରିକମାନଙ୍କ ସ୍ବତନ୍ତ୍ର ବିମାନ ଯୋ‌ଗେ ଦେଶକୁ ଫେରାଇ ଆଣୁଛନ୍ତି। ତେବେ ଏହି ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ଭାରତର ଗୃହ ମନ୍ତ୍ରଣାଳୟ।…

ନାରାୟଣ ରାଣେଙ୍କ ଗିରଫଦାରୀ ଯଥାର୍ଥ, କିନ୍ତୁ ତାଙ୍କୁ ଜେଲରେ ରଖିବାର କୌଣସି ଆବଶ୍ୟକତା ନାହିଁ: କୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସିଏମ୍‌ଙ୍କୁ ଚାପୁଡା ମାରିବା ପ୍ରସଙ୍ଗକୁ ଗତକାଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ନାରାୟଣ ରାଣେଙ୍କୁ ଜାମିନ ପ୍ରଦାନ କରାଯାଇଛି।…

ତାଲିବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ; କମାଣ୍ଡର ଅମିର ଅକମଲ୍‌

ନୂଆଦିଲ୍ଲୀ: ପଞ୍ଜଶିରର କମାଣ୍ଡର ଅମିର ଅକମଲ ତାଲିବାନୀଙ୍କ ସହ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ସେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏ କଥା କହିଛନ୍ତି। ସେ କହିଛନ୍ତି ସେମାନେ ଯେକୌଣସି ଫାଟକରୁ ତାଲିବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ। ଆମିର ଅକମଲ କହିଛନ୍ତି,…