Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗ ଉପନିର୍ବାଚନ ଭୋଟ୍ ଗଣତି: ଭବାନୀପୁରରେ ମମତାଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ

କୋଲକାତା: ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ଭବାନୀପୁର, ସାମଶେରଗଞ୍ଜ ଓ ଜଙ୍ଗିପୁରରେ ଉପନିର୍ବାଚନ ହୋଇଛି । ସମସ୍ତଙ୍କ ନଜର ରହିଛି ଭବାନୀପୁର ଉପରେ । ଏଠାରୁ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଜଣା ପଡ଼ିବ…

ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଲା

ନୂଆଦିଲ୍ଲୀ: ଉତରାଖଣ୍ଡ ଚମୋଲୀରେ ଶନିବାର ତ୍ରିଶୂଳ ପର୍ବତରୁ ବରଫଗଦା ମଧ୍ୟରୁ ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଛି । ଶୁକ୍ରବାର ନୌସେନାର ଏକ ୨୦ ଜଣିଆ ଟିମ ପର୍ବତାରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଅସୁବିଧାରେ ପଡି ଯାଇଥିଲେ । ବହୁ କଷ୍ଟରେ ଅନ୍ୟମାନଙ୍କୁ ବଂଚା…

ଆଫଗାନିସ୍ତାନ ସୀମାରେ ସ୍ୱତନ୍ତ୍ର ଆତ୍ମଘାତୀ ସେନା ନିୟୋଜିତ କରିବ ତାଲିବାନ

ଭୁବନେଶ୍ୱର: ସୁଇସାଇଡ୍ ବମ୍ବର୍‌ଙ୍କୁ ନେଇ ଏକ ସ୍ୱତନ୍ତ୍ର ସେନା ଗଠନ କରିଛି ତାଲିବାନ ଶାସନ । ସେହି ଆତ୍ମଘାତୀ ସେନାକୁ ଆଫଗାନିସ୍ତାନ ସୀମା ତଥା ଖାସ କରି ବଦଖାସନ୍ ଇଲାକାରେ ନିୟୋଜିତ କରିବାକୁ ତାଲିବାନ ଯୋଜନା କରିଥିବା ଜଣାପଡିଛି । ଆଫଗାନିସ୍ତାନର ଦ ଖାମା ପ୍ରେସ୍ ନ୍ୟୁଜ ଏଜେନ୍ସି…

ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ

ଭୁବନେଶ୍ବର : ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ମିଳିଛି ବଡ଼ ଦାୟିତ୍ବ । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।…

କକା, ପୁତୁରା ଲଢେଇ ଜାରୀ: ନିର୍ବାଚନ ଚିହ୍ନ ଫ୍ରିଜ କଲେ ଇସି

ପାଟନା: ଲୋକ ଜନଶକ୍ତି ପାର୍ଟିରେ କକା ଓ ପୁତୁରା ଲଢ଼େଇର ସମାଧାନ ହୋଇପାରୁ ନ ଥିବାରୁ ଶେଷରେ ରଦ୍ଦ ହୋଇଯାଇଛି ନିର୍ବାଚନ ଚିହ୍ନ । ନିର୍ବାଚନ କମିଶନ ଚିରାଗ ପାଶୱାନ ଏବଂ କକା ପଶୁପତି ପାରସଙ୍କ ବିବାଦର ସମାଧାନ ହୋଇପାରୁ ନ ଥିବାରୁ ଶେଷ ରାୟ ଆସିବା ପର୍ଯ୍ୟନ୍ତ ଚିହ୍ନକୁ ଫ୍ରିଜ କରି ଦେଇଛନ୍ତି…

ଦେଶରେ ୯୦ କୋଟିରୁ ଅଧିକ ଲୋକ ଟିକାକୃତ

ନୂଆଦିଲ୍ଲୀ: ଜାନୁଆରୀ ୧୬ରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଟିକ‌ାକରଣ କରାଯାଇଥିଲା। ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। କରୋନା ଟିକାକରଣର ପରବର୍ତ୍ତୀ…

ବିଗ୍‌ ବସ ୧୫; ସପ୍ତାହକୁ ୨୫ କୋଟି ନେବେ ସଲମାନ୍‌!

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ସବୁଠାରୁ ବିବାଦୀୟ ଶୋ 'ବିଗ୍ ବସ୍'ର ୧୫ ତମ ସିଜନ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଶୋ’ର ଗ୍ରାଣ୍ଡ ପ୍ରିମିୟର ଆଜି ରାତି ୯ଟାରେ ଅନୁଷ୍ଠିତ ହେବ। ଯେଉଁଥିରେ ବଲିଉଡ ଅଭିନେତାମାନେ ହୋଷ୍ଟିଂ କରୁଥିବା ଦେଖିବାକୁ ମିଳିବ। ଏହି ସମୟରେ ସୋ’ର ପ୍ରିମିୟର ଆରମ୍ଭ…

ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା

ଲଦାଖ: ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା । ଗାନ୍ଧୀ ଜୟନ୍ତୀ ଅବସରରେ ୨୨୫ ଫୁଟ ଲମ୍ବ ଓ ୧୫୦ ଫୁଟ ଓସାରର ବିଶାଳ ତ୍ରିରଙ୍ଗା ଉଡିଲା । ତ୍ରିରଙ୍ଗା ୨୨୫ ଫିଟ ଲମ୍ବ ଓ ୧୫୦ ଫିଟ ଚଉଡା ରହିଛି । ଏଥିସହ ଏହାର ଓଜନ ରହିଛି ୧ ହଜାର କେଜି । ଏହି ବିଶାଳ ଖଦି ତ୍ରିରଙ୍ଗାକୁ ଭାରତୀୟ…

ବିଶ୍ୱବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୫ ନିୟୁତ ଟପିଲା

ବାଙ୍ଗାଲୋର: ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ସୁଦ୍ଧା ରେ ୫ ନିୟୁତ ଅତିକ୍ରମ କରିଛି। ଯୁକ୍ତରାଷ୍ଟ୍ର ଆମେରିକା, ରୁଷ, ବ୍ରାଜିଲ, ମେକ୍ସିକୋ ଏବଂ ଭାରତରେ ସାତ ଦିନର ହାରାହାରି ବିଶ୍ବର ମୃତ୍ୟୁହାରର ଅଧାରୁ ଅଧିକ ରିପୋର୍ଟ ହୋଇଛି। କୋଭିଡ୍‌ ମୃତ୍ୟୁରେ ୨.୫…

ସବୁ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ଭାରତୀୟ ସେନା; ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଅଗ୍ରଗାମୀ ଅଞ୍ଚଳଗୁଡିକର ସୁରକ୍ଷା ସମୀକ୍ଷା କରୁଥିବା ସେନା ମୁଖ୍ୟ ଜେନେରାଲ୍ ଏମ୍ ନାରଭାନେ ଶନିବାର କହିଛନ୍ତି ଯେ ଚୀନ୍ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ଅପର ପାର୍ଶ୍ୱରେ ଭିତ୍ତିଭୂମି ନିର୍ମାଣ କରିଛି କିନ୍ତୁ ଭାରତୀୟ ସୈନ୍ୟବାହିନୀ ଯେକୌଣସି ପ୍ରତିକୂଳ…