Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନରେ ଲାଗୁ ହେବ ୩ ସନ୍ତାନ ନିୟମ

ବେଜିଂ: ଚୀନ ହଠାତ ଦୀର୍ଘ ଦିନ ପରେ ସନ୍ତାନ ନିୟମରେ ପରିବର୍ତନ କରିଛି । ୩୬ ବର୍ଷ ପରେ ଶାସକ କମ୍ୟୁନିଷ୍ଟ ପାର୍ଟି ୩ ସନ୍ତାନ ନିୟମକୁ ଔପଚାରିକ ଭାବେ ସମର୍ଥନ କରିଛି । ଖୁବ୍ ଶୀଘ୍ର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଚୀନରେ ଜନସଂଖ୍ୟା ଦ୍ରୁତ ଭାବେ କମୁଥିବାରୁ ସରକାର ଏହି ପଦକ୍ଷେପ…

ପ୍ରଚାର ପାଇଁ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗେଇଦେଲେ, ଥାନାରେ ଅଭିଯୋଗ କଲା ପିଏଫଏ

ଇନ୍ଦୋର: ବିଜେପି ପକ୍ଷରୁ ଏବେ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯାଉଛି । ଏହାଉ ଉଦ୍ଦେଶ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ନୂତନ ଚେହେରାଙ୍କୁ ଜନସାଧାରଣଙ୍କ ସହ ପରିଚିତ କରାଇବା । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପଦ ଯାତ୍ରାରେ ଏକ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗେଇ…

ଖୁବ୍‌ ଶୀଘ୍ର ଆଉ ଏକ ସ୍ୱଦେଶୀ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି। କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍ ଏହାର ଟିକା ପାଇଁ ଅତିରିକ୍ତ ତଥ୍ୟ ଦାଖଲ…

ଭାରତରେ କିଶୋରମାନଙ୍କଠାରେ ସିଙ୍ଗଲ୍ ଡୋଜ୍‌ ଟିକା ପରୀକ୍ଷଣ ପାଇଁ ଅନୁମତି ଲୋଡିଛି ଜେ ଆଣ୍ଡ ଜେ

ନୂଆଦିଲ୍ଲୀ: ଆମେରିକାର ଫାର୍ମା କମ୍ପାନୀ ଦ୍ବାରା ବିକଶିତ ଟିକା ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଭାରତରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (CDSCO)କୁ ୧୨ ରୁ ୧୭ ବର୍ଷ ବୟସର କିଶୋରମାନଙ୍କଠାରେ କରୋନାର ସିଙ୍ଗଲ୍ ଡୋଜ୍‌ ଜନସନ୍ ଟିକା ଉପରେ ଅଧ୍ୟୟନ କରିବାକୁ…

ଏଣିକି ଦୋକାନରୁ ଖାଦ୍ୟ ସାମଗ୍ରୀ ମଧ୍ୟ ଆଣିପାରିବ ରୋବଟ୍‌!

ନୂଆଦିଲ୍ଲୀ: ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲୋନ୍ ମସ୍କ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଅଟୋମେକର୍ ବୋଧହୁଏ ଆସନ୍ତା ବର୍ଷ ଏକ "ଟେସଲା ବୋଟ୍" ହ୍ୟୁମାନୋଇଡ୍ ରୋବଟ୍ ଲଞ୍ଚ କରିବ। ଯାହା ଲୋକେ କରିବାକୁ ପସନ୍ଦ କରନ୍ତି ନାହିଁ ସେହି କାର୍ଯ୍ୟ କରିବାକୁ ଏହି ସ୍ବତନ୍ତ୍ର ରୋବଟ୍‌ର…

ଆଫଗାନିସ୍ତାନ ସଙ୍କଟ; ଦେଶରେ ବଢିପାରେ ଡ୍ରାଏଫ୍ରୁଟ୍‌ସର ମୂଲ୍ୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଗଲା ପରେ ଦେଶରେ ଅସ୍ଥିରତା ଦେଖାଦେଇଛି। ଆଫଗାନିସ୍ତାନର ତାଲିବାନ ଦଖଲ ପରେ ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି।ଆଫ୍‌ଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି। ଏହାପରେ ଭାରତରେ ତାଲିବାନରୁ…

୫୯ ବର୍ଷ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଏହି ପ୍ରାଚୀନ ସେତୁ

ଡେରାଡୁନ୍‌: ୫୯ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଉତ୍ତରାଖଣ୍ଡର ପ୍ରାଚୀନ ଗାରଟାଙ୍ଗ ଗାଲି ଉଡେନ୍‌ ସେତୁ। ଏହି ସେତୁ ଉତ୍ତରାଖଣ୍ଡର ଉତ୍ତରାକାଶୀ ଜିଲ୍ଲାର ନିଲୋଙ୍ଗ ଉପତ୍ୟକାରେ ଅବସ୍ଥିତ। ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଗାରଟାଙ୍ଗ ଗାଲି ଉଡେନ୍‌ ବ୍ରିଜର ଲମ୍ବ ୧୫୦ ମିଟର। ଏହା…

ଫାଇଜର୍‌ ଓ ଆଷ୍ଟ୍ରା‌ଜେନେକା ଟିକା ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ କମ୍‌ ପ୍ରଭାବଶାଳୀ

ନୂଆଦିଲ୍ଲୀ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ଫାଇଜର୍‌ ଏବଂ ଆଷ୍ଟ୍ରା‌ଜେନେକା ଟିକା କମ୍‌ ପ୍ରଭାବଶାଳୀ। ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ନୂତନ ଅଧ୍ୟୟନରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ବିଦେଶୀ ଟିକା ଆଲଫା ଭାରିଆଣ୍ଟ…

ମାର୍ଚ୍ଚ ସୁଦ୍ଧା ଆରମ୍ଭ ହୋଇପାରେ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: ୨୦୨୨ ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଲାଗି କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇପାରେ। ଚଳିତ ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ କମ୍‌ ବୟସ ବର୍ଗଙ୍କ ପାଇଁ ଏକକାଳୀନ ୩ରୁ ୪ଟି ଟିକା ଅନୁମୋଦନ ହେବାର ସମ୍ଭାବନା ରହିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କରୋନାର ସମ୍ଭାବ୍ୟ ତୃତୀୟ…

ଜାଣନ୍ତୁ କିଏ ? ତାଲିବାନୀଙ୍କ ଭୟରେ କେଉଁ ମହିଳା ୧୦ ବର୍ଷ ଧରି ନିଜକୁ ପୁରୁଷ ବେଶରେ ସଜାଇ ରଖିଥିଲେ

ଭୁବନେଶ୍ୱର: ତାଲିବାନୀମାନଙ୍କ ମହିଳା ଅତ୍ୟାଚାରର ଆଉ ଏକ କ୍ରୁର ବାସ୍ତବତା ସାମ୍ନାକୁ ଆସିଛି । ଜଣେ ଲେଖିକା ତଥା ଆଫଗାନ ରିଫ୍ୟୁଜି ନାଦିଆ ଗୁଲାମ ପ୍ରାୟ ୧୦ ବର୍ଷ ଧରି କାଟାଲୋନିଆଠାରେ ନିଜକୁ ପୁରୁଷ ବେଶରେ ସଜାଇ ସବୁ କାମ କରୁଥିଲେ । ଏ କଥା ଖୋଦ ନାଦିଆ ଗୁଲାମ ପ୍ରକାଶ କରିଛନ୍ତି ।…