Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ସବୁ ଦେଶରେ କରୋନା ମାମଲା ଶୂନ!

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ କରୋନା ମହାମାରୀ ଯୋଗୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛି। ଏଥି ସହିତ, କିଛି ଦେଶ ଏମିତି ବି ଅଛନ୍ତି ଯେଉଁମାନେ ସେମାନଙ୍କ ଦେଶରେ କରୋନା ଭୂତାଣୁ ଶୂନ ଥିବା ଦାବି କରୁଛନ୍ତି। ଜନ୍ ହପକିନ୍ସ ୟୁନିଭରସିଟି ଏବଂ ହୁ ଅନୁଯାୟୀ, ତୁର୍କମେନିସ୍ତାନ ସମେତ ପାଞ୍ଚଟି…

ବୁଷ୍ଟର୍ ଡୋଜ ନେଲେ ଜୋ ବାଇଡେନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କରୋନାର ବୁଷ୍ଟର୍ ଡୋଜ ଗ୍ରହଣ କରିଛନ୍ତି।ଆମେରିକାର ଟିକାକରଣ ହାରରେ ଉନ୍ନତି ଆଣିବା ପାଇଁ ସେ ଲୋକଙ୍କୁ ଅଧିକ ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ଯେ ବୁଷ୍ଟର୍‌ ଡୋଜ୍‌ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ…

କୋଭାକ୍ସିନକୁ କେବେ ମିଳିବ ‘ହୁ’ର ଅନୁମତି?; ବିଳମ୍ବରେ ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ଭରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) କୁ ଆହୁରି ବିଳମ୍ବ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ରିପୋର୍ଟ ଅନୁଯାୟୀ ଯେ ବିଶ୍ୱ ସ୍ୱାସ୍ଥ୍ୟ ୱାଚଡଗ୍ ଭାରତ ବାୟୋଟେକକୁ ଅଧିକ…

ପୁଣି ରେକର୍ଡ କଲା ଭାରତ; ଦେଶରେ ୮୬ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି। ପୁଣି ଥରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଭାରତ। ଦେଶରେ ଟିକାକରଣ ସଂଖ୍ୟା ୮୬ କୋଟି ଅତିକ୍ରମ କରିଛି ଏବଂ ସୋମବାର ଦିନ ୧ କୋଟିରୁ ଅଧିକ ଡୋଜ ଟିକାକରଣ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ସିପିଆଇ ରାଜ୍ୟ କାର୍ଯ୍ୟାଳୟରୁ ଏସି କାଢ଼ି ନେଲେ କହ୍ନେୟା !

ପାଟନା: ଜେଏନୟୁ ଛାତ୍ର ନେତା କହ୍ନେୟା କୁମାର କଂଗ୍ରେସରେ ମିଶିବା ନେଇ ଆକଳନ ଚାଲିଛି । ତେବେ ଏଥିନେଇ ସେ ନିଜେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ସିପିଆଇର ଏହି ଯୁବ ନେତାଜଣଙ୍କ କଂଗ୍ରେସ ମିିଶିବା ପୂର୍ବରୁ ବିହାରର ରାଜ୍ୟ କାର୍ଯ୍ୟାଳୟର ନିଜ ରୁମରୁ ଏସି କାଢ଼ି ନେଇ ଯାଇଛନ୍ତି । ବର୍ତମାନ…

ଡ୍ରାଗନ ଚାଲକୁ ରୋକିବା ପାଇଁ ସୀମାରେ ଭାରତ ନିୟୋଜିତ କରିବ ଏମ-୭୭୭ ଗନ

ନୂଆଦିଲ୍ଲୀ: ଲଦାଖ ପୂର୍ବାଂଚଳରେ ଚୀନ ପୁନର୍ବାର ଷଡଯନ୍ତ୍ର ରଚିଲାଣି । ସୈନ୍ୟ ଶକ୍ତି ବୃଦ୍ଧି କରିବା ସହ ଭାରତ ସୀମାରେ ପୁନର୍ବାର ଆଖି ପକାଇଛି । ଏହାକୁ ଦେଖି ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ଭାରତୀୟ ସେନା ପାହାଡ ଏବଂ ଦୁର୍ଗମ ଅଂଚଳ ପାଇଁ ଉପଯୋଗୀ ଏମ-୭୭୭…

କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍, ଯଦି ଆସିବ ଦ୍ବିତୀୟ ଲହର ପରି ମାରାତ୍ମକ ହେବନି

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସିବ, ତାହା ଦ୍ବିତୀୟ ଲହର ଭଳି ମାରାତ୍ମକ ହେବନି । ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ ରହିଛି । ତୃତୀୟ ଲହର ଆସିପାରେ, ହେଲେ ପୂର୍ବରୁ ଯେଭଳି ଆକଳନ କରାଯାଉଥିଲା ସେଭଳି ହେବାର ଆଶଙ୍କା ନାହିଁ ବୋଲି…

ଜର୍ମାନୀ ସାଧାରଣ ନିର୍ବାଚନରେ ଏସପିଡିର ବିଜୟ, ଆଞ୍ଜେଲା ମେର୍କେଲଙ୍କ ଦଳ ସିଡିୟୁ ଶକ୍ତ ଧକ୍କା

ଜର୍ମାନୀ : ଜର୍ମାନୀ ସାଧାରଣ ନିର୍ବାଚନରେ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ ବା ସିଡିୟୁ ଦଳକୁ ଲାଗିଛି ଶକ୍ତ ଧକ୍କା । ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି ବାମ ସମର୍ଥିତ ସୋସିସାଲ ଡେମୋକ୍ରାଟିକ ପାର୍ଟି ବା ଏସପିଡି । ବିଦାୟୀ ଚାନସେଲର ଆଞ୍ଜେଲା ମର୍କେଲଙ୍କ ଦଳ ଖ୍ରୀଷ୍ଟିଆନ…

‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିଶନ୍‌’ର ଶୁଭାରମ୍ଭ, ପ୍ରତି ନାଗରିକଙ୍କୁ ମିଳିବ ID

ନୂଆଦିଲ୍ଲୀ: ସାରା ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ସରକାର ଏହି ମିଶନକୁ ଐତିହାସିକ ବୋଲି କହିଛନ୍ତି । ଏହା ଅଧୀନରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ…

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ ହୋଇଛି। ଅଶରଫ ଘନି ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି। ସେ ଟ୍ୱିଟ୍ କରି କହିଛନ୍ତି, "ଗତକାଲି ଠାରୁ ଅଶରଫ…