Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉରୀରେ ସେନାଙ୍କ ଗୁଳିରେ ଟଳିଲେ ୩ ପାକ୍ ଆତଙ୍କୀ

ଉରି: ଭାରତୀୟ ସେନାକୁ ଗୁରୁବାର ବଡ ସଫଳତା ହାତ ଲାଗିଛି । ରାମପୁର ଅଂଚଳରେ ୩ ଆତଙ୍କବାଦୀ ସେମାନଙ୍କୁ ଗୁଳିରେ ଟଳିଛନ୍ତି । ପିଓକେ ଦେଇ ସେମାନେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ । ମୃତ ଆତଙ୍କୀଙ୍କ ନିକଟରୁ ୫ଟି ଏକେ-୪୭ ରାଇଫଲ, ୮ ପିସ୍ତଲ ଓ ୭୦ଟି ଗ୍ରେନେଡ ଜବତ ହୋଇଛି । ହଥଲଙ୍ଗା ଜଙ୍ଗଲ…

ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି

ନୂଆଦିଲ୍ଲୀ : ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଏକ୍ସପର୍ଟ କମିଟି ଗଠନ କରିବେ ସୁପ୍ରିମକୋର୍ଟ । ଖୁବଶୀଘ୍ର ବିଶେଷଜ୍ଞ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି । ଆସନ୍ତା…

ବାୟୁ ପ୍ରଦୂଷଣରେ ବର୍ଷକୁ ଯାଉଛି ୭୦ ଲକ୍ଷ ଜୀବନ, ଚିନ୍ତା ପ୍ରକଟ କଲା WHO

ନୂଆଦିଲ୍ଲୀ : ବିଶ୍ବରେ ବଢୁଛି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁ ଯୋଗୁ ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା । ବାୟୁର ଗୁଣାବତ୍ତା କମୁଥିବାରୁ ହୃଦ ରୋଗ ଓ ଲଙ୍ଗସଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି…

ବାଙ୍ଗାଲୋରରେ ବିସ୍ଫୋରଣ, ୩ ମୃତ୍ୟୁ

ବାଙ୍ଗାଲୋର: ବାଙ୍ଗାଲୋରର ତାରାଗୁପେଟା ଅଂଚଳରେ ଥିବା ଏକ ଷ୍ଟୋରେଜରେ ବଡ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ କେଉଁ କାରଣ ନେଇ ଘଟିଥିଲା ତାହାର ତଦନ୍ତ ଚାଲିଛି । ତେବେ ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ପଙ୍କଚର ଦୋକାନ ନିକଟରେ ଥିବା ଷ୍ଟୋରେଜରେ ଏହି…

ଝାଡଖଣ୍ଡ ଜିଲ୍ଲା ଜଜଙ୍କୁ ଉଦ୍ଦେଶ୍ୟମୂଳକ ହତ୍ୟା, ହାଇକୋର୍ଟରେ ସିବିଆଇର ରିପୋର୍ଟ ଦାଖଲ

ଝାଡଖଣ୍ଡ () ଝାଡଖଣ୍ଡ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ମୃତ୍ୟୁ ମାମଲାର ହୋଇଛି ପର୍ଦ୍ଦାଫାଶ । ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ଜଷ୍ଟିସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଟୋ ଚଢାଇ ଦିଆଯାଇଥିଲା ବୋଲି ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ସିବିଆଇ । ଗତ ଜୁଲାଇର ଚାଞ୍ଚଲ୍ୟକର…

ଟମାଟୋ ଚାଷରେ ବିଶ୍ୱ ରେକର୍ଡ, ଗୋଟିଏ ଡାଳରେ ୮୩୯ଟି ଟମାଟୋ

ଭୁବନେଶ୍ୱର: ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ଚାଷୀ ଡଗଲାସ । ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ବ ରେକର୍ଡ କରିଛନ୍ତି । ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇଛନ୍ତି ।  ମାର୍ଚ୍ଚ ମାସରେ ଟମାଟୋ ମଞ୍ଜି ବୁଣିଥିଲେ ଚାଷୀ । ଏହି ଟମାଟୋ ଗଛକୁ ସେ…

ଭାରତକୁ ଅକସରେ ସାମିଲ କରିବାକୁ ମନା କଲା ଆମେରିକା

ୱାଶିଂଟନ: ଭାରତକୁ ଅକସରେ ସାମିଲ କରାଯିବନି ବୋଲି ଆଜି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗର ସୁରକ୍ଷା ପାଇଁ ଚୁକ୍ତି କରାଯାଇଛି । ଏଥିରେ ଭାରତ ଓ ଜାପାନକୁ ସାମିଲ କରାଯିବନି । କ୍ୱାଡ ବୈଠକ ପୂର୍ବରୁ ଆମେରିକାର ଏହି ନିଷ୍ପତି ଭାରତକୁ କିଛି ମାତ୍ରାରେ ନିରାଶ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ନୂଆଦିଲ୍ଲୀ: କୋଭିଡ୍‌ ଯୋଗୁ ମୁତ୍ୟୁବରଣ କରିଥିବା ସେମାନଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ରର ପଦକ୍ଷେପକୁ ସୁପ୍ରିମକୋର୍ଟ ଗୁରୁବାର ପ୍ରଶଂସା କରିଛନ୍ତି। ଏସ୍‌ସି କହିଛନ୍ତି ଯେ ଭାରତ ଯାହା କରିଛି, ଅନ୍ୟ ଦେଶ ତାହା କରି ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ…

ପଞ୍ଜାବରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବିଫଳ, ୩ ଆତଙ୍କୀ ଗିରଫ

ଚଣ୍ଡୀଗଡ: ପଞ୍ଜାବ ପୋଲିସର ସତର୍କତା ଯୋଗୁ ଆତଙ୍କବାଦୀଙ୍କ ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି । ସେମାନେ ତରନତାରନରେ ବିସ୍ଫୋରଣ କରିବା ଯୋଜନା ରଖିଥିଲେ । ଗିରଫ ହୋଇଥିବା ୩ ଆତଙ୍କବାଦୀ ପଞ୍ଜାବର ମୋଗା ଅଂଚଳର ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ଅଂଚଳରେ ଏବେ ସର୍ଚ୍ଚ ଅପରେଶନ ଜାରି…

ପିଏମ୍‌ କେୟାର ଫଣ୍ଡ୍‌ ସରକାରୀ ପାଣ୍ଠି ନୁହେଁ; ଏଚ୍‌ସି

ନୂଆଦିଲ୍ଲୀ: ପିଏମ୍‌ କେୟାର ପାଣ୍ଠି ଭାରତ ସରକାରଙ୍କ ପାଣ୍ଠି ନୁହେଁ ବୋଲି କେନ୍ଦ୍ର ସଂଗୃହିତ ଏକ ଆଫିଡେଭିଟରେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି। ଏହା ଦ୍ବାରା ଏହି ପରିମାଣ ଭାରତର ଏକୀଭୂତ ପାଣ୍ଠିକୁ ଯିବ ନାହିଁ। ଆଫିଡେଭିଟ୍‌ରେ କୁହାଯାଇଛି ଯେ ଟ୍ରଷ୍ଟ ସ୍ୱଚ୍ଛତା ସହିତ କାର୍ଯ୍ୟ କରିଥାଏ।…