Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନ ସ୍ଥିତି ପାଇଁ ଅଶ୍ରଫ ଘନିଙ୍କୁ ଦାୟୀ କଲେ ବାଇଡେନ୍

ନୂଆଦିଲ୍ଲୀ: ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ ହାହାକାର ପରିସ୍ଥିତି । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ ଦାୟୀ କରାଯାଉଛି । ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତାଲିବାନଙ୍କ ଦବଦବା ଆରମ୍ଭ ହୋଇଥିଲା । ସେପଟେ ବର୍ତ୍ତମାନ ଆଫଗାନିସ୍ତାନ ସ୍ଥିତି ପାଇଁ…

ଆଫଗାନିସ୍ତାନରୁ ପଳାୟନର ଆଉ ଗୋଟିଏ ବିକଳ ଚିତ୍ର: ବିମାନ ଭିତରେ ୬୪୦ ଜଣ ଭର୍ତ୍ତି

ନୂଆଦିଲ୍ଲୀ: ଉପରେ ଆପଣ ଦେଖୁଥିବା ଫଟୋ କୌଣସି ଶିବିରର ନୁହେଁ । ଏହା ଗୋଟିଏ ବିମାନ ଭିତରର ଫଟୋ । ଏକାଠୁ ଖୁନ୍ଦାଖୁନ୍ଦି ହୋଇ ଲୋକ ବସିଛନ୍ତି । ଏମାନେ ସମସ୍ତେ ତାଲିବାନରୁ ପଳାଉଥିଛନ୍ତି । ଲୋକଙ୍କୁ ଉଦ୍ଧାର ପାଇଁ ଆସିଥିବା ଆମେରିକା ବାୟୁସେନା ବିମାନରେ ବସି ପଳାଉଛନ୍ତି । ଗୋଟିଏ ବିମାନରେ…

ତାଲିବାନ କ୍ଷମତାକୁ ଫେରିବା ପରେ ପ୍ରଥମ ଦେଶ ଭାବେ ପାକିସ୍ତାନର ଖୋଲା ସମର୍ଥନ

ଇସଲାମବାଦ: ଶେଷର ପାକିସ୍ତାନ ତାର ପ୍ରକୃତ ରୂପ ସାମ୍ନାକୁ ଆଣିଲା । ସାରା ବିଶ୍ୱ ଆଫଗାନିସ୍ତାନରେ ତାଲିବାନର କବଜା ନେଇ ଅସନ୍ତୁଷ୍ଟ ଥିଲା ବେଳେ କିନ୍ତୁ ଖୁସି ମନାଇଛି ପାକିସ୍ତାନ । ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହାକୁ ଖୋଲାଖୋଲି ଭାବେ ସମର୍ଥନ କରିବା ସହ ତାଲିବାନ…

ପୁଳାପୁଳା ଟଙ୍କା ନେଇ ଆଫଗାନ ରାଷ୍ଟ୍ରପତି ଘାନି ଦେଶରୁ ପଳାଇ ଯାଇଛନ୍ତି !

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ନେଇ କାବୁଲରେ ଥିବା ରୁଷିଆ ଦୂତାବସ ଚାଂଚଲ୍ୟକର ଖୁଲାସା କରିଛି । ଘନି ଦେଶ ଛାଡିବା ବେଳେ ନିଜ ସହିତ ୪ଟି କାର ଓ ହେଲିକପ୍ଟରରେ ପୁଳା ପୁଳା ଟଙ୍କା ସାଙ୍ଗରେ ନେଇଥିଲେ । ହେଲିକପ୍ଟରରେ ଟଙ୍କା ପୂର୍ଣ୍ଣ ହୋଇଯିବା ପରେ ବଳକା ଟଙ୍କା ବିମାନ…

ହ୍ବାଇଟ ହାଉସ ଆଗରେ ଆଫଗାନୀଙ୍କ ଜୋରଦାର ବିକ୍ଷୋଭ

ଓ୍ବାଶିଂଟନ : ଆଫଗାନିସ୍ତାନରେ ଏବେ ଚାଲିବ ତାଲିବାନର ରାଜୁତି । ଘନି ସରକାରର ପତନ ପରେ ଏବେ ତାଲିବାନ କବଜାରେ କାବୁଲ । ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ନେଇ ଆରମ୍ଭ ହେଲାଣି ବିରୋଧ । Save us, Save afganistan ନାଁରେ ଦିଆଗଲାଣି ନାରାବାଜି । ହ୍ବାଇଟ ହାଉସ ଆଗରେ ଜୋରଦାର ବିକ୍ଷୋଭ…

ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ

ଆଫଗାନିସ୍ତାନ : ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ । ତାଲିବାନର ଅନ୍ୟତମ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରଦାର ହୋଇପାରନ୍ତି ଦେଶର ନୂଆ ରାଷ୍ଟ୍ରପତି । ତାଲିବାନର ସେ ସହପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ସେ ଏହି ବିଦ୍ରୋହୀ…

ଆଫଗାନିସ୍ତାନ କାବୁଲରେ ବିଗିଡିଲା ସ୍ଥିତି, ବିମାନ ବନ୍ଦରରେ ଫୁଟିଲା ଗୁଳି, ୫ ମୃତ

ଆଫଗାନିସ୍ତାନ : ତାଲିବାନ ହାତକୁ ଯାଇଛି ଆଫଗାନିସ୍ତାନ । ଏହାକୁ ଦଖଲ କରିବା ପରେ କାବୁଲରେ ବିଗିଡିଛି ସ୍ଥିତି । ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ହୋଇଛି ଗୁଳିକାଣ୍ଡ । ପ୍ରବଳ ଗହଳି ପରିଲକ୍ଷିତ ହେବାରୁ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।…

ପେଗାସସ ମାମଲା, ଅଭିଯୋଗକୁ ଭିତ୍ତିହୀନ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପେଗାସସ ଜାସୁସୀ ମାମଲା ବିଭିନ୍ନ କପୋଳକଳ୍ପିତ ତଥ୍ୟ ଉପରେ ଆଧାରିତ ଏବଂ ତଥାକଥିତ ମିଡିଆ ରିପୋର୍ଟ ଅନୁସାରେ ପର୍ଯ୍ୟବେଶିତ । ଏହାର କୌଣସି ଭିତ୍ତି ନାହିଁ । ଏହାର ସତ୍ୟତା ଯାଞ୍ଚ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସୁପ୍ରିମକୋର୍ଟ ନିକଟରେ କହିଛନ୍ତି କେନ୍ଦ୍ର…

ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁର ଆଶଙ୍କା କମାଇପାରେ

ନୂଆଦିଲ୍ଲୀ: ନୂତନ ଗବେଷଣା ଅନୁଯାୟୀ, ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁ ଆଶାଙ୍କାକୁ କମ୍‌ କରିପାରେ। 'କାନାଡିୟାନ୍‌ ମେଡିକାଲ୍ ଆସୋସିଏସନ୍ ଜର୍ନାଲ୍'ରେ ଏହି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ନିୟମିତ ବ୍ୟାୟାମ ଅଭ୍ୟାସ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିଲେ ମଧ୍ୟ…

ୱାନଫିଟ୍ ପ୍ଲସ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ କିଆରା ଓ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଫିଟନେସ୍ ଷ୍ଟାର୍ଟଅପ୍ ୱାନଫିଟ୍ ପ୍ଲସ୍ ସୋମବାର ଅଭିନେତ୍ରୀ କିଆରା ଆଡଭାନି ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। ଏହି କମ୍ପାନୀ ପ୍ରଥମ ଥର ପାଇଁ ବଲିଉଡ୍‌ ସେଲିବ୍ରିଟିଙ୍କୁ ବ୍ରାର୍ଡ୍‌ ଆମ୍ବାସାଡାର ଭାବେ ନିଯୁକ୍ତି…