Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶାରୀରିକ କାର୍ଯ୍ୟକଳାପ ବଢାଇଥାଏ ହୃଦ୍‌ଘାତ ଆଶଙ୍କା?

ସିଓଲ୍: ରିପୋର୍ଟ ଅନୁଯାୟୀ ବ୍ୟାୟାମର ଅନେକ ସ୍ୱାସ୍ଥ୍ୟ ଉପକାରିତା ଥିବାବେଳେ, ଶାରୀରିକ କାର୍ଯ୍ୟକଳାପ ବେଳେ ବେଳେ  ବିପରୀତ ପ୍ରଭାବ ମଧ୍ୟ ପକାଇପାରେ। ଯାହାର ପରିମାଣ ହୃଦ୍ ରୋଗର ସମ୍ଭାବ୍ୟ ବିପଦକୁ ଆଣିପାରେ। ଅଧ୍ୟୟନ ଅନୁଯାୟୀ ନିୟମିତ ବ୍ୟାୟାମ ଫଳରେ ଅନେକ ସ୍ୱାସ୍ଥ୍ୟ ଜନିତ…

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ ବିପଦ; ସତର୍କ ରହିବାକୁ ଚେତାବନୀ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ମାଡି ଆସୁଛି ବିପଦ। CERT-In ବ୍ୟବହାରକାରୀଙ୍କୁ ଏହି ବିଷୟରେ ଚେତାବନୀ ଦେଇଛି। CERT-In ଅନୁଯାୟୀ, ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ଡ୍ରିନିକ୍ ନାମକ ମାଲୱେର୍‌ ପ୍ରତି ବିପଦ ରହିଛି। ଏହି ମାଲୱେର୍ ବ୍ୟବହାରକାରୀଙ୍କ…

ଗୋଟିଏ ଝଟ୍‌କାରେ କମ୍ପାନୀର ୧୦% କର୍ମଚାରୀ ହେଲେ କୋଟିପତି

ନୂଆଦିଲ୍ଲୀ: ଗୋଟିଏ ଝଟ୍‌କାରେ କୋଟିପତି ହେଲେ ୫୦୦ରୁ ଅଧିକ କର୍ମଚାରୀ। ଯୁକ୍ତରାଷ୍ଟ୍ରର ନାସଡାକ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ପରେ ଏକ (ସାଏଏସ୍) କମ୍ପାନୀ ଫ୍ରେଶୱାର୍କସ୍ ଇନ୍‌କରେ କାର୍ଯ୍ୟ କରୁଥିବା ୧୦ ପ୍ରତିଶତ ତଥା ୫୦୦ରୁ ଅଧିକ କର୍ମଚାରୀ କୋଟିପତି ହୋଇପାରିଛନ୍ତି।…

ଫେରିଗଲା ନ୍ୟୁଜିଲାଣ୍ଡ ଦଳ, ପାକିସ୍ତାନୀ ପୋଲିସ ଖାଇଗଲେ ୨୭ ଲକ୍ଷ ଟଙ୍କାର ବିରିଆନୀ

ଓଡିଶା ସମ୍ବାଦ ବ୍ୟୁରୋ: ନିକଟରେ ସୁରକ୍ଷା ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ହେବାକୁ ଥିବା ଦିନିକିଆ ଓ ଟି୨୦ କ୍ରିକେଟ୍ ସିରିଜକୁ ବାତିଲ କରିଥିଲା । ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡଠାରୁ ଆରମ୍ଭ କରି ଖେଳାଳି ଓ ସାଧାରଣ ଲୋକେ ମଧ୍ୟ ନ୍ୟୁଜିଲାଣ୍ଡକୁ ନାନା ସମାଲୋଚନା…

ପେଗାସସ୍ ମାମଲାର ଯାଞ୍ଚ ପାଇଁ ଗଠନ ହେବ ସ୍ୱତନ୍ତ୍ର କମିଟି; ଏସ୍‌ସି

ନୂଆଦିଲ୍ଲୀ: ପେଗାସସ୍ ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଆସନ୍ତା ସପ୍ତାହରେ ଏ ନେଇ ଏକ ବିସ୍ତୃତ ଆଦେଶ ଘୋଷଣା କରାଯିବ। ପେଗାସସ୍ ଗୁଇନ୍ଦାଗିରି ମାମଲାରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଏହି ମାମଲାର ଶୁଣାଣି ବେଳେ…

ଗୀତିକାର ମନୋଜଙ୍କ ଉପରେ ଲାଗିଲା ଗୀତ ଚୋରିର ଅଭିଯୋଗ

ନୂଆଦିଲ୍ଲୀ: ଗୀତିକାର ମନୋଜ ମୁନ୍ତାଶୀର ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ତାଙ୍କର ଗୋଟିଏ କବିତା ପାଇଁ ତାଙ୍କୁ ଟ୍ରୋଲ ସୋସିଆଲ ମିଡିଆରେ କରାଯାଉଛି। ତାଙ୍କ ବିରୋଧରେ ଇଂରାଜୀ କବିତା ନକଲ କରିଥିବା ଅଭିଯୋଗ ହୋଇଛି। ‌ରିପୋର୍ଟ ଅନୁଯାୟୀ ସେ ରବର୍ଟ ଜେ ଲେଭେରୀଙ୍କ…

୧୦ ଗୁଣା ବଢିଛି ନକଲି ଟିକା ପ୍ରମାଣପତ୍ରର କଳାବଜାରି

ନୂଆଦିଲ୍ଲୀ: ହୁ ସ୍ପଷ୍ଟ କରିଛି ଯେ ଡେଲଟା ଭାରିଆଣ୍ଟ ୧୮୫ ଟି ଦେଶରେ କାୟା ବିସ୍ତାର କରିସାରିଲାଣି। ତେବେ ଏହା ଭିତରେ ଆଉ ଏକ ଗୁରୁତର ସମସ୍ୟା ହେଉଛି ନକଲି ଟିକା ପ୍ରମାଣପତ୍ର। କରୋନା ବିରୋଧୀ ଏହି ଲଢେଇରେ ଟିକାକରଣ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି। କିନ୍ତୁ ନକଲି ଟିକା…

ପ୍ରତିବର୍ଷ ପ୍ରାୟ ୭ ନିୟୁତ ଲୋକଙ୍କ ଜୀବନ ନେଉଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ବାୟୁ ପ୍ରଦୂଷଣକୁ “ମାନବ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ପରିବେଶ ବିପଦ”। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି। ହୁ କହିଛି ଯେ ଏହା ପ୍ରତିବର୍ଷ ପ୍ରାୟ ୭ ନିୟୁତ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି। ଜଳବାୟୁ ପରିବର୍ତ୍ତନ ସହିତ ବାୟୁ…

କରୋନା ବିରୋଧରେ ଫାଇଜରକୁ ବୁଷ୍ଟର ଡୋଜ୍‌ ଭାବେ ନେବାକୁ ମିଳିଲା ଅନୁମତି

ୱାଶିଂଟନ୍: ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି। ପ୍ରଶାସନ ବୁଧବାର ଦିନ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଫାଇଜର୍‌କୁ ବୁଷ୍ଟର୍ ଡୋଜ୍ ଭାବେ…

ୱାଶିଂଟନରେ ପିଏମ ମୋଦୀ; ଆଜି ଆମେରିକାର ଶ୍ରେଷ୍ଠ ୫ କମ୍ପାନୀର ସିଇଓଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କର ଆମେରିକା ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ…