Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ଆଉ ଏକ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଡ୍ରଗ୍ ଫାର୍ମ ଜିଡସ୍ କ୍ୟାଡିଲା କୋଭିଡ୍-୧୯ ଟିକାକୁ ଖୁବ୍‌ ଶୀଘ୍ର ଭାରତର ଅନୁମୋଦନ ମିଳିପାରେ। ରିପୋର୍ଟ ଅନୁଯାୟୀ ଚଳିତ ସପ୍ତାହରେ ଏହି ଟିକାର ବ୍ୟବହାରକୁ ଅନୁମତି ମିଳିପାରେ। ବର୍ତ୍ତମାନ, ଭାରତ ସରକାର କୋଭିଡ-୧୯ ପାଇଁ ପାଞ୍ଚଟି ଟିକା ଅନୁମତି ଦେଇଛନ୍ତି। ଏଥିରେ…

‘ବିଗ୍‌ ବସ୍‌ ଓଟିଟି’କୁ ଆସିବାର ରହସ୍ୟ ଖୋଲିଲେ ଶମିତା

ନୂଆଦିଲ୍ଲୀ: 'ବିଗ୍ ବସ୍ ଓଟିଟି' ଆରମ୍ଭ ହୋଇଛି। ଏହା ଭିତରେ ଶୋ’ରେ ଅଭିନେତ୍ରୀ ଶମିତା ଶେଟ୍ଟୀ ଏକ ଗ୍ରାଣ୍ଡ୍ ଏଣ୍ଟ୍ରି କରିଥିଲେ। ତେବେ ଶମିତାଙ୍କ ଭିଣୋଇ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ରାକେଟ୍‌ ମାମଲାର ପର୍ଦ୍ଦାଫାସ୍‌ ହେବା ପରେ ଶମିତାଙ୍କ ବିଗ୍‌ ବସ୍‌ରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଲାଗି…

ଟାୟାର କବରରେ ନିଆଁ

କୁଏଟ: ସୁଲୟାବାୟା ସହରରେ ଥିବା ଏକ ଟାୟାର କବରରେ ଆଜି ନିଆଁ ଲାଗିଯାଇଛି । ଏହି ଡମ୍ପୟାର୍ଡରେ ୭୦ ଲକ୍ଷ ଟାୟାର ରଖା ଯାଇଥିଲା । ଧୂଧୂ ହୋଇ ଏଗୁଡିକ ଜଳିବା ପରେ ପରିବେଶ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇଯାଇଛି । ଏତେ ମାତ୍ରାରେ କଳା ଧୂଆଁ (କାର୍ବନ ମନୋଅକ୍ସାଇଡ ଓ ସଲଫର ଅକ୍ସାଇଡ) ଏଥିରୁ…

ଟାଇଟ୍‌ ପୋଷାକ ପିନ୍ଧିଥିବାରୁ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନର ବଲ୍‌ଖ ପ୍ରଦେଶରେ ଜଣେ ମହିଳାଙ୍କୁ ଟାଇଟ୍‌ ପୋଷାକ ପିନ୍ଧିଥିବାରୁ ତାଲିବାନ  ଉକ୍ତ ମହିଳାଙ୍କୁ ହତ୍ୟା କରିଥିବା ଦାବି କରାଯାଉଛି। ଆଫଗାନିସ୍ତାନର ଉତ୍ତର ବଲ୍‌ଖ ପ୍ରଦେଶରେ ଜଣେ ମହିଳାଙ୍କୁ ହତ୍ୟା କରିଛି ତାଲିବାନ। ହତ୍ୟାର ପଛର କାରଣ ହେଉଛି ସେ ଟାଇଟ୍‌…

କରୋନା ନିୟମ ଉଲ୍ଲଂଘନ: ବିଧାୟକଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: କରୋନା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସମାଜବାଦୀ ପାର୍ଟିର ବିଧାୟକ ଆବୁ ଆଜମି ଏବଂ ଅନ୍ୟ ୧୮ ଜଣଙ୍କୁ ମୁମ୍ବାଇ ପୋଲିସ ବୁକ୍ କରିଛି। ଆଜମିଙ୍କ ଜନ୍ମଦିନ ପାଳନ ସମୟରେ କରୋନା ନିୟମ ଉଲ୍ଲଂଘନ କରିଥିବାରୁ ପୋଲିସ ୧୮ ଜଣଙ୍କୁ ବୁକ୍ କରିଛି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ…

ପିଏମ୍-କିଷାନ ଯୋଜନାରେ ଆଜି ନବମ କିସ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାରେ ନବମ କିସ୍ତି ପ୍ରଦାନର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯିବ । ଏହି…

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆଜି ୟୁଏନଏସସିରେ ଅଧ୍ୟକ୍ଷତା କରିବେ ମୋଦୀ

ନୂଆଦିଲ୍ଲୀ: ସୋମବାର ଡିଜିଟାଲ ମାଧ୍ୟମରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଡିବେଟ୍‌ରେ ଅଧ୍ୟକ୍ଷତା କରିବେ। ଆଲୋଚନାର ବିଷୟବସ୍ତୁ ହେଉଛି 'ସାମୁଦ୍ରିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା: ଆନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା'।…

ବିଶ୍ୱର ସବୁଠୁ ଧନୀ ଗାଁ; ୧୭ଟି ବ୍ୟାଙ୍କରେ ଜମା ଅଛି ୫୦୦୦ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୁଜୁରାଟର କଚ୍ ଜିଲ୍ଲାର ମାଧପର୍ ଗ୍ରାମରେ ୭୬୦୦ ଘର ମଧ୍ୟରେ ୧୭ ଟି ବ୍ୟାଙ୍କ ଅଛି। ଏହି ଗାଁକୁ ନେଇ ବିଦେଶୀ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଏହି ସମସ୍ତ ଘରର ଅଧିକାଂଶ ମାଲିକ ବ୍ରିଟେନ, ଆମେରିକା, କାନାଡା ଏବଂ ଅନ୍ୟାନ୍ୟ ଦେଶରେ…

୩୪ ପ୍ରତିଶତ ଭାରତୀୟ ବ୍ୟବହାର କରନ୍ତିନି ଡେଟିଂ ଆପ୍‌

ନୂଆଦିଲ୍ଲୀ: କାସପର୍‌ସ୍କାଏ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୩୪% ଭାରତୀୟ ଡେଟିଂ ଆପ୍ ବ୍ୟବହାର କରନ୍ତି ନାହିଁ। କାରଣ ସେମାନେ କୌଣସି ଠକାମିର ଶିକାର ବା ପ୍ରତାରିତ ହେବା ଭୟରେ ଏହି ଆପ୍‌ଠାରୁ ଦୂରେଇ ରହିଥାନ୍ତି। ୪୩% ଲୋକ ଏହା ମଧ୍ୟ କହିଛନ୍ତି ଯେ ସେମାନେ…

ବାୟୁ ପ୍ରଦୂଷଣ ଦୀର୍ଘସ୍ଥାୟୀ ମାନସିକ ବିକୃତିର କାରଣ ହୋଇପାରେ

ୱାଶିଂଟନ୍: ଏକ ନୂତନ ଅଧ୍ୟୟନର ଅନୁଯାୟୀ, ବାୟୁ ପ୍ରଦୂଷଣ ଦୀର୍ଘସ୍ଥାୟୀ ମାନସିକ ବିକୃତିର କାରଣ ହୋଇପାରେ। ଡିମେନ୍ସିଆ ବା ଦୀର୍ଘସ୍ଥାୟୀ ମାନସିକ ବିକୃତି ପାଇଁ ଘାତକ ସାଜିପାରେ ବାୟୁ ପ୍ରଦୂଷଣ। ଏହି ଅନୁସନ୍ଧାନ ୧୯୯୪ରେ ଆରମ୍ଭ ହୋଇଥିଲା। ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ…