Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଂହଚିଲା ୧୧୫ ଦେଶର ପାଣି

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶନିବାର ୧୧୫ ଦେଶର ପବିତ୍ର ପାଣି ଏଠାରେ ପଂହଚିଛି । ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ, କାନାଡା, କମ୍ବୋଡିଆ, ଜର୍ମାନୀ ଓ ଇଟାଲୀ ପରି ଦେଶର ପାଣି ଏଥିରେ ସାମିଲ । ରକ୍ଷା ମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ରାମଲଲାଙ୍କ ଜଳାଭିଷେକ…

ଜରୁରୀ ନୁହେଁ କୋଭିଡ୍‌ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସମୟରେ କୋଭିଡ୍‌ ବୁଷ୍ଟର ଡୋଜ କେତେ ପ୍ରଭାବଶାଳୀ? କିଛି ଲୋକ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିବା ବେଳେ ଏକ ଚତୁର୍ଥାଂଶରୁ କମ୍ ଉଭୟ ଡୋଜ ଗ୍ରହଣ କରିନାହାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ‌ଏହି ପର୍ଯ୍ୟାୟରେ ଭାରତରେ କୋଭିଡ ବୁଷ୍ଟର…

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ତାଙ୍କୁ ପଦ ହରାଇବାକୁ ପଡିଥିଲା । ଏଥନେଇ ସେ…

ଦଳ ଛାଡିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର , ସୋନିଆଙ୍କୁ ଦେଲେ ଚେତାବନୀ

ଦିଲ୍ଲୀ : ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଥମିବାରେ ନାଁ ଧରୁନି । ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଲାଗିଥିବା ବେଳେ ଏକ ବଡ ଖବର ଲୋକ ଲୋଚନକୁ ଆସିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦଳ ଛାଡିବେ ବୋଲି ସୋନିଆ ଗାନ୍ଧୀଙ୍କୁ କଡା ଚେତାବନୀ ଦେଇଛନ୍ତି। ଏତେ ଅପମାନ ନିନ୍ଦା ସହ…

ବଢୁଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ; ଗୁମର ଖୋଲୁଛି ଆୟକର ବିଭାଗର

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ। ସୋନୁଙ୍କ ବାସଭବନରେ ଆୟକର ବିଭାଗର ୨ ଦିନିଆ ଚଢଉ ପର ଶନିବାର ଆୟକର ବିଭାଗ କହିଛି ଯେ ସୋନୁ ସୁଦଙ୍କ ବିରୋଧରେ ୨୦ କୋଟି ଟଙ୍କାରୁ ଅଧିକ ଟିକସ ଛାଡ ମାମଲା ସାମ୍ନାକୁ ଆସିଛି। ଆୟକର ବିଭାଗ କହିଛି ଯେ (ଏଫସିଆରଏ) ର ଉଲ୍ଲଂଘନ…

ଅକ୍ଟୋବର ୭ ସୁଦ୍ଧା ୧୦୦ କୋଟି ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ରଖିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୨ କୋଟିରୁ ଅଧିକ ଟିକାକରଣ କରି ଇତିହାସ ରଚିଛି ଭାରତ। ଦିନକରେ ୨.୫ କୋଟିରୁ ଅଧିକ…

କୋଭିଡ୍ କଟକଣା ଭିତରେ ଚାରିଧାମ ଯାତ୍ରା

ଦେହେରାଦୁନ : ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । କରୋନା ମହାମାରୀ କାରଣରୁ ବହୁ ଦିନ ଧରି ଏହି ଯାତ୍ରାକୁ ବନ୍ଦ କରିଦିଆଯାଇଥିଲା । ଉତ୍ତରାଖଣ୍ଡ ନ୍ୟାୟାଳୟ ଏହା ଉପରୁ ରୋକ୍ ଉଠାଇଛନ୍ତି । ଏଣିକି ତୀର୍ଥଯାତ୍ରୀମାନେ ବଦ୍ରିନାଥ, କେଦାରନାଥ,ଗୋଙ୍ଗୋତ୍ରୀ ଓ ଯମୁନାତ୍ରୀ ଦର୍ଶନ କରିବାର ସୁବିଧା…

୫ ଦିନ ଶବ ସହ ରହିଥିଲା ୨ ବର୍ଷର ଶିଶୁ କନ୍ୟା

ବେଙ୍ଗାଲୁରୁ: ୫ ଦିନ ଗୋଟିଏ ଘରେ ଶବ ସହିତ ରହିଥିଲା ୨ ବର୍ଷର ଶିଶୁ କନ୍ୟା। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରେ ପାଞ୍ଚ ଦିନ ମୃତଦେହ ସହିତ ଜୀବିତ ଅବସ୍ଥାରେ ୨ ବର୍ଷର ଶିଶୁ କନ୍ୟାକୁ ପୋଲିସ…

ପୁଣି ବଢିଲା ଆଧାର-ପାନ୍ ଲିଙ୍କ୍‌ର ସମୟସୀମା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଶୁକ୍ରବାର ଦିନ ଆଧାର ସହିତ ପାନ୍‌ ଲିଙ୍କ୍‌ର ସମୟ ସୀମାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଆୟକର ବିଭାଗ ସୂଚନା ଦେଇଛି ଯେ କୋଭିଡ-୧୯ ମହାମାରୀ ହେତୁ ସେପ୍ଟେମ୍ବର ୩୦ ପୂର୍ବରୁ ଆଧାର-ପ୍ୟାନ ସଂଯୋଗର ଶେଷ ତାରିଖ…

କାବୁଲରେ ଡ୍ରୋନ୍ ହମଲାର ଭୁଲ୍ ପାଇଁ କ୍ଷମା ମାଗିଲା ଆମେରିକା

ଓ୍ୱାଶିଂଟନ୍: କାବଲରେ ଆଇଏସଆଇଏସ୍-କେ ଆତଙ୍କବାଦୀଙ୍କ ଉପରେ ଡ୍ରୋନ୍ ହମଲା ବେଳେ ଭୁଲ୍ କରିଥିଲା ଆମେରିକା । ଗତମାସ ୨୯ ତାରିଖରେ ଏହି ଆକ୍ରମଣ ହୋଇଥିଲା । ଯେଉଁଥିରେ ୭ ଜଣ ପିଲାଙ୍କ ସମେତ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ଏଥିପାଇଁ ଭୁଲ୍ ମାଗିଛି ଆମେରିକା । ଏଭଳି ଦୁଃଖଦ ଘଟଣା…