Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କୁ ପ୍ରଶଂସା କଲେ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । କୋ ୱିନ ଆପର ସରଳ ବ୍ୟବହାରକୁ ନେଇ ସେ ସରକାରଙ୍କ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି । ଏହି ଆପ ମାଧ୍ୟମରେ ସ୍ଲଟ ବୁକିଂଠାରୁ ଆରମ୍ଭ କରି ସାର୍ଟିଫିକେଟ ପାଇବା ପର୍ଯ୍ୟନ୍ତ କାର୍ଯ୍ୟ ଅତି…

ନିଆଁ ଆଁ ରେ ଗ୍ରୀସ, ୫ଦିନ ପରେ ବି ନିୟନ୍ତ୍ରଣକୁ ଆସୁନି ସ୍ଥିତି

ଆଥେନ୍ସ: ଗ୍ରୀସ ଜଙ୍ଗଲରେ ଅଗ୍ନିକାଣ୍ଡ ଧିରେ ଧିରେ ଜନବସତି ଆଡକୁ ଆସିବାକୁ ଲାଗିଛି । ୫ଦିନ ବିତି ଯାଇଥିଲେ ମଧ୍ୟ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ । ଜଙ୍ଗଲ ଆଖ ପାଖ ଅଂଚଳର ଲୋକମାନେ ଭୟରେ ଘର ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି । ରାଜଧାନୀ ଏଥେନ୍ସର ଉତରାଚଂ ଧୂଆଁର ଚାଦର…

ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ୫ ଗିରଫ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ନିମ୍ନ ଅଦାଲତର ବିଚାରପତିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିବାର ଦୁଇ ଦିନ ପରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିଥିବାରୁ ସିବିଆଇ ୫ ଜଣଙ୍କୁ ଗିରଫ କରିଛି। ସିବିଆଇକୁ ନୋଟିସ ଜାରି କରି…

୪୦ ବର୍ଷରୁ କମ୍‌ ବୟସର ଲୋକଙ୍କଠାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଆଶଙ୍କା ଅଧିକ!

ନୂଆଦିଲ୍ଲୀ: କରୋନା ଡେଲ୍‌ଟା ପ୍ରଜାତି ଯୁବକମାନଙ୍କ ପାଇଁ ଅଧିକ ବିପଦଜନକ ବୋଲି ଜଣାପଡ଼ିଛି। ୪୦ ବର୍ଷରୁ କମ୍‌ ବୟସର ଲୋକଙ୍କଠାରେ କରୋନା ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ରହିଛି। ତଥ୍ୟ ଅନୁଯାୟୀ କୋଭିଡ୍-୧୯ର ଡେଲଟା ଭାରିଆଣ୍ଟ୍ ଯୋଗୁ ଅନେକ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

କରୋନା ଆଣ୍ଟିବଡିର ସ୍ତର ସ୍ଥିର ରହିଥାଏ କିମ୍ବା ୭ ମାସ ପରେ ବୃଦ୍ଧି ପାଇଥାଏ; ରିପୋର୍ଟ

ନୂଆଦିଲ୍ଲୀ: ଏକ ନୂଆ ଅଧ୍ୟୟନ ଅନୁଯାୟୀ କୋଭିଡ ଆଣ୍ଟିବଡିଗୁଡିକର ସ୍ତର ସ୍ଥିର ରହିଥାଏ କିମ୍ବା ସଂକ୍ରମଣର ସାତ ମାସ ପରେ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଜର୍ଣ୍ଣାଲ୍‌ ନେଚର୍‌ କମୁନିକେସନ୍‌ ପତ୍ରିକାରେ ପ୍ରକାଶ ପାଇଛି। ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍ଥ (ଆଇଏସ୍ ଗ୍ଲୋବାଲ୍)…

ଜିନ୍ସ ପିନ୍ଧିଥିବା ବ୍ୟକ୍ତିଙ୍କୁ ଆର୍‌ଜେଡିରେ ପ୍ରବେଶ ମନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଶନିବାର ଦିନ ପାଟନାରେ ଜାତିସଂଘ ଜନଗଣନା ଦାବିରେ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ସିଂ ମଞ୍ଚକୁ କହିଥିଲେ ଯେ ଜିନ୍ସ ପିନ୍ଧିଥିବା ଲୋକମାନେ ରାଜନୀତି କରିପାରିବେ ନାହିଁ।…

କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକାର ମିଶ୍ରିତ ମାତ୍ରା ଉପରେ ଫଳାଫଳ ଉତ୍ସାହଜନକ; ରିପୋର୍ଟ

ନୂଆଦିଲ୍ଲୀ: କରୋନା ମୁକାବିଲାରେ ଭାରତକୁ ଆଉ ଏକ ଖୁସି ଖବର ମିଳିଛି। କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକା ର ମିଶ୍ରିତ ମାତ୍ରା ଉପରେ ଅଧ୍ୟୟନର ଫଳାଫଳ ଉତ୍ସାହଜନକ ରହିଥିବା ଜଣାପଡ଼ିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କହିଛି ଯେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡର ମିଶ୍ରଣ ଭଲ…

ଦିଲ୍ଲୀ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଦିଲ୍ଲୀ ପୋଲିସକୁ ଏଭଳି ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଅଲକାଏଦା ଆତଙ୍କବାଦୀ ସଂଗଠନ ନାଁରେ ଆସିଛି ଇ-ମେଲ୍ । ଯେଉଁଥିରେ ଆଗାମୀ କିଛି ଦିନ ଭିତରେ ବିମାନବନ୍ଦରକୁ ଉଡ଼ାଇ…

ଉହାନ୍‌ର ୧୧.୨୩ ନାଗରିକଙ୍କ ହେଲା କରୋନା ଟେଷ୍ଟ

ନୂଆଦିଲ୍ଲୀ: ଚୀନ୍‌ର ଉହାନ୍ ସହରରେ ସମସ୍ତ ନାଗରିକଙ୍କ ମଧ୍ୟରୁ ୧୧.୨୩ ଜଣଙ୍କର କରୋନା ଟେଷ୍ଟ କରାଯାଇଛି। କରୋନାଭାଇରସ୍ ପ୍ରଥମେ ୨୦୧୯ରେ ଉତ୍ପନ୍ନ ହୋଇଥିଲା ଏବଂ ବର୍ତ୍ତମାନ ଉହାନ ସହରରେ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି। ସହରର…

୧୫ ମାସ ପରେ କରୋନା ମୁକ୍ତ ହେଲା ଏହି ଜିଲ୍ଲା

ମୁମ୍ବାଇ: ଦୀର୍ଘ ୧୫ ମାସର ଲଢେଇ ପରେ କରୋନା ମୁକ୍ତ ହେଲା ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା। ଏ ନେଇ ଜିଲ୍ଲା ସୂଚନା ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଜିଲ୍ଲାରେ କୌଣସି କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇନାହାଁନ୍ତି। ଜିଲ୍ଲା କଲେକ୍ଟର ସନ୍ଦୀପ କଦମ କହିଛନ୍ତି ଯେ ପୂର୍ବ…