Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୯୦ ପ୍ରତିଶତ ପ୍ରଭାବଶାଳୀ ଫାଇଜର ଟିକା

ନୂଆଦିଲ୍ଲୀ:ଏକ ନୂତନ ଅଧ୍ୟୟନ ଅନୁଯାୟୀ ଫାଇଜର ଟିକା କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ। ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କାକୁ ୯୦ ପ୍ରତିଶତ ହ୍ରାସ କରିଥାଏ ଫାଇଜର ଟିକା। ଏହି ଟିକା ନେବାର ଛଅ ମାସ ପର୍ଯ୍ୟନ୍ତ ଏହା ପ୍ରଭାବଶାଳୀ ହୋଇଥାଏ। ବୈଜ୍ଞାନିକମାନେ ଜାଣିବାକୁ…

ପର୍ଯ୍ୟଟନ ଆଣିବ ତୃତୀୟ ଲହର!

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମଙ୍ଗଳବାର ଚେତାବନୀ ଦେଇଛି ଯେ ଯଦି ହିଲ୍‌ ଷ୍ଟେସନ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକ କୋଭିଡ ପ୍ରୋଟୋକଲକୁ କଡାକଡି ଭାବେ ପାଳନ ନକରନ୍ତି ତେବେ ପର୍ଯ୍ୟଟନ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ସୃଷ୍ଟି କରିପାରେ।…

NCB ହେପାଜତରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ୍

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ବଲିଉଡ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ୍ । ତାଙ୍କୁ ଆସନ୍ତାକାଲି ଯାଏ ହେପାଜତରେ ନେଇ ପଚରାଉଚରା କରୁଛି ଏନସିବି । ରିମାଣ୍ଡ ସମୟରେ ଆର୍ୟନଙ୍କୁ ଦିଆଯାଇଛି ବିଜ୍ଞାନ ବହି । କଷ୍ଟୋଡିରେ ସେ ବିଜ୍ଞାନ ବହି ପଢୁଥବା ସୂଚନା…

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି!; ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିବ କି ହୁର ଅନୁମତି! ଏ ନେଇ ଆସନ୍ତା ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ଆସିପାରେ। ଆସନ୍ତା ସପ୍ତାହ ସୁଦ୍ଧା ଭାରତ ବାୟୋଟେକ୍ ର କୋଭାକ୍ସିନ ପାଇଁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ…

ପୁଣି ବଢିଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ପୁଣି ଥରେ ମହଙ୍ଗା ହୋଇଛି। ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ଅକ୍ଟୋବର ୬ ଅର୍ଥାତ୍‌ ବୁଧବାର ଦିନ ପୁଣି ଥରେ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଅକ୍ଟୋବର ୧ ରେ ମାତ୍ର ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା।…

ରାହୁଲ ଗାନ୍ଧିଙ୍କୁ ମିଳିଲାନି ହିଂସା କ୍ଷତିଗ୍ରସ୍ତ ଲଖିମପୁର ଯିବାକୁ ଅନୁମତି

ଲକ୍ଷ୍ନୌ: ହିଂସା କ୍ଷତିଗ୍ରସ୍ତ ଉତ୍ତରପ୍ରଦେଶର ଲଖିମପୁରକୁ ନେଇ ରାଜନୀତି ଜୋର ଧରୁଛି । ବିବାଦ କମୁନି । ପ୍ରିୟଙ୍କା ଗାନ୍ଧି ଗିରଫ ହୋଇଥିବା ବେଳେ ରାହୁଲ ଗାନ୍ଧିଙ୍କୁ ହିଂସାକାଣ୍ଡ ଘଟିଥିବା ସ୍ଥାନକୁ ଯିବା ପାଇଁ ଅନୁମତି ମିଳିଲା ନାହିଁ । ଅନୁମତି ଦେବାକୁ ମନା କରିଛନ୍ତି ଉତ୍ତରପ୍ରଦେଶ…

ପରଲୋକରେ ରାମାୟଣ ଧାରାବାହିକର ରାବଣ, ଅରବିନ୍ଦ ତ୍ରିବେଦୀ

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ସିରିଏଲ ମହାଭାରତରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ…

କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି । ଯଦି ଏହି ଟିକାକୁ ଅନୁମତି ମିଳେ ତେବେ ଏହାର ରପ୍ତାନୀ ଓ ଭାରତୀୟଙ୍କ ବିଦେଶ ଯାତ୍ରା ଲାଗି ବାଟ ସଫା ହେବ । ଯଦି ଅନୁମତି ମିଳେ ତେବେ ଭାରତୀୟ ଯାତ୍ରୀଙ୍କୁ ବିଦେଶରେ…

ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର, ୧୨ ଜଣଙ୍କୁ ବାନ୍ଧିଲାଣି ଏନସିବି

ମୁମ୍ବାଇ : ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟି ଗୋଟି ତଥ୍ୟ ହାସଲ କରୁଛି ଏନସିବି । ତେବେ ଜେରା ବେଳେ କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଡାସହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ…

ଚିରାଗ ପାଇଲେ ହେଲିକପ୍ଟର ଆଉ ପଶୁପତିଙ୍କୁ ସିଲାଇ ମେସିନ ଚିହ୍ନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦୁଇ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ହେଲିକପ୍ଟର ଏବଂ ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏଲଜେପିର…