Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍‌ଡାଉନ୍ ସମୟରେ ୭୦% ପ୍ରତିଶତ ରୋଗୀ କର୍କଟ ଅସ୍ତ୍ରୋପଚାରରୁ ବଞ୍ଚିତ ହୋଇଛନ୍ତି

ଲଣ୍ଡନ: ସମଗ୍ର ବିଶ୍ୱରେ ସାତଜଣ କର୍କଟ ରୋଗୀଙ୍କ ମଧ୍ୟରୁ ଜଣେ କୋଭିଡ୍‌-୧୯ ଲକଡାଉନ୍ ସମୟରେ ସମ୍ଭାବ୍ୟ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାରରୁ ବଞ୍ଚିତ ହୋଇଛନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି। ବ୍ରିଟେନର ବର୍ମିଂହାମ ୟୁନିଭରସିଟିର ବିଶେଷଜ୍ଞଙ୍କ ନେତୃତ୍ୱରେ ବିଶ୍ବର ପ୍ରାୟ ୫୦୦୦…

ବେଞ୍ଜାମିନ ଲିଷ୍ଟ, ଡେଭିଡ୍ ମ୍ୟାକମିଲାନଙ୍କୁ କେମିଷ୍ଟ୍ରି ନୋବେଲ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ନୋବେଲ ପୁରସ୍କାର  । ୨୦୨୧ ପାଇଁ ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର ଘୋଷିତ ହୋଇଛି ।  ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା…

‘ତାରକ ମେହେଟା’ର ନଟୁ କାକାଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡିତ ସ୍ମୃତିକୁ ଟ୍ୱିଟ କରି ସେୟାର କଲେ ମୋଦୀ

ଦିଲ୍ଲୀ : କିଛି ଦିନ ତଳେ ପପୁଲାର ସୋ 'ତାରକ ମେହେଟା ଉଲଟା ଚଶମା' ରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକ ଓରଫ ନଟୁ କାକାଙ୍କ ଦେହାନ୍ତ ହୋଇଯାଇଛି । ଏନେଇ ଟିଟ୍ୱି କରି ନଟୁ କାକାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓ ନଟୁଙ୍କ ସହ ଜଡିତ କିଛି…

ପଶ୍ଚିବଙ୍ଗରେ ବିଜେପିକୁ ଆଉ ଏକ ଝଟକା, ଟିଏମସିରେ ମିଶିବେ ସବ୍ୟସାଚ୍ଚୀ !

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି ଟିଏମସି । ଉପ ନିର୍ବାଚନ ଜିତି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ ଆଜି ପୂର୍ବତନ ମେୟର ସବ୍ୟସାଚ୍ଚର ଦତଙ୍କ ଘର ବାହୁଡା ହେବ ବୋଲି ଅନୁମାନ କରାଯାଉଛି । ବିଜେପିର ସାଧାରଣ ସମ୍ପାଦକ ଭାବେ…

କ୍ରୁଜ୍ ହ୍ରଗ୍ସ ପାର୍ଟି ମାମଲା; ଏପର୍ଯ୍ୟନ୍ତ ଗିରଫ ହେଲେଣି ୧୭

ମୁମ୍ବାଇ: ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ମାମଲାରେ ବଲିଲଉ୍‌ ଷ୍ଟାର୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ସହ ୭ ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଡ୍ରଗ୍ସ ଜବତ ମାମଲାରେ ଏନସିବି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ…

କୂଲଭୁଷଣଙ୍କୁ ଆଶ୍ବସ୍ତି; ଓକିଲ ନିଯୁକ୍ତ ପାଇଁ ଭାରତକୁ ମିିଳିଲା ଅଧିକ ଅବଧି

ନୂଆଦିଲ୍ଲୀ: ଅକ୍ଟୋବର ୫ ରେ ମୃତ୍ୟୁଦଣ୍ଡ ଦିଆଯାଇଥିବା କୂଲଭୁଷଣ ଯାଦବଙ୍କୁ ପାକିସ୍ତାନୀ କୋର୍ଟ ଏକ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କୋର୍ଟ ଭାରତକୁ ଅଧିକ ସମୟ ଦେଇଛନ୍ତି। ଗୁଇନ୍ଦାଗିରି ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ…

ଚୀନ-ତାଇୱାନ ସ୍ଥିତି ଗମ୍ଭୀର, ଯୁଦ୍ଧ ହେବା ଆଶଙ୍କା !

ବେଜିଂ: ଚୀନର ପାଗଳାମୀ ଯୋଗୁ ପୁନର୍ବାର ଯୁଦ୍ଧଭରା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ତାଇୱାନ ସୀମାରେ ବାରମ୍ବାର ଯୁଦ୍ଧ ବିମାନ ପଠାଇ ଚୀନ ଉସୁକାଇବାରେ ଲାଗିଛି । ଆମେରିକା ଏ ନେଇ ମୁହଁ ଖୋଲିଛି । ଚୀନ ଯଦି ଦୁଃସାହସ କରେ ତାହାହେଲେ ଆମେ ତାଇୱାନ ସହିତ ରହିବୁ ବୋଲି ସ୍ପଷ୍ଟ କରିଛି ।…

ଜିଓ ନେଟ୍‌ୱାର୍କ ଡାଉନ୍‌; ପ୍ରଭାବିତ ୟୁଜର୍ସ

ନୂଆଦିଲ୍ଲୀ: ଭାରତରେ ଜିଓ ନେଟୱାର୍କ ବ୍ୟବହାର କରୁଥିବା ୟୁଜର୍ସ ସମସ୍ୟା ଉପୁଜିଥିବା ‌ରିପୋର୍ଟ ହୋଇଛି। ହ୍ବାଟସ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଅଚଳ ହୋଇ ପୁଣି ଥରେ ସଚଳ ହେବାର କିଛି ଘଣ୍ଟା ପରେ, କିଛି ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଜିଓ ସେଲୁଲାର୍ ନେଟୱାର୍କ ଡାଉନ୍ ଥିବା…

ମେ ୨୦୧୯ରୁ ଚାଇନାରେ ଆରମ୍ଭ ହୋଇଥିଲା କରୋନା!

ବେଜିଂ: ଚାଇନାର ଉହାନରେ ମହାମାରୀ କରୋନାର ଉତ୍ପତ୍ତିକୁ ଅନେକ ମାସ ବିତିଗଲାଣି କିନ୍ତୁ ଏହା କିପରି ଆରମ୍ଭ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଅନୁସନ୍ଧାନକାରୀ ଗୋଷ୍ଠୀ କରୋନାଭାଇରସ୍ ର ଉତ୍ପତ୍ତି ବିଷୟରେ ଜାଣିବାକୁ ପ୍ରୟାସ କରୁଥିବା ବେଳେ…

ଚୀନ୍‌ ପରି ଭାରତରେ ଆସିବ କି ବିଜୁଳି ସଙ୍କଟ?

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଦେଶରେ କୋଇଲା ସଙ୍କଟ ବୃଦ୍ଧି ପାଉଛି। ଯଦି ଦେଶରେ କୋଇଲା ସଙ୍କଟ ଗମ୍ଭୀର ହୁଏ, ତେବେ ବିଜୁଳି ସମସ୍ୟା ମଧ୍ୟ ଉପୁଜିପାରେ। ବାସ୍ତବରେ, ଦେଶରେ ୬୪ ଟି ନନ୍‌-ପିଟ୍‌ହେଡ ପାୱାର୍ ପ୍ଲାଣ୍ଟରେ ଚାରି ଦିନରୁ କମ୍ କୋଇଲା ଭଣ୍ଡାର ବାକି ଅଛି। କୋଇଲା ଖଣିଠାରୁ…