Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କତାରରେ ଭାରତ-ତାଲିବାନଙ୍କ ମଧ୍ୟରେ ପ୍ରଥମ ଔପଚାରିକ ଆଲୋଚନା

ନୂଆଦିଲ୍ଲୀ: ଭାରତ-ତାଲିବାନ ମଧ୍ୟରେ ଆଜି କତାରରେ ପ୍ରଥମ ଔପଚାରିକ ଆଲୋଚନା ହୋଇଛି । ତାଲିବାନଙ୍କ ଅନୁରୋଧ କ୍ରମେ କତାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତଲ ପ୍ରତିପକ୍ଷର ପ୍ରମୁଖ ନେତା ଶେର ଅହମ୍ମଦ ଆବାସ ଷ୍ଟାନେକାଜାଇଙ୍କୁ ଭେଟିଥିଲେ । ଭାରତ ଆଫଗାନିସ୍ତାନରେ ଫସି ରହିଥିବା…

ଔରଙ୍ଗାବାଦର କନ୍ନଡ ଘାଟିରେ ଭୂସ୍କଳନ, ଫସିଲା ଶହଶହ ଗାଡି

ମହାରାଷ୍ଟ୍ର :ମହାରାଷ୍ଟ୍ରର ଔରଙ୍ଗାବାଦର କନ୍ନଡ ଘାଟିରେ ବଡ ଧରଣର ଭୂସ୍କଳନ ହୋଇଛି। ଫଳରେ ଔରଙ୍ଗାବାଦର ଓ ଚାଲିସଗାଁଓ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସିବା ସହ ରାସ୍ତା ଧସି ଯାଇଛି। ଭୁସ୍କଳନ ସମୟରେ ରାସ୍ତା ଉପରେ ଚାଲୁଥିବା ଅନେକ ଗାଡି କ୍ଷତିଗ୍ରସ୍ତ…

ଆଫଗାନିସ୍ତାନରେ ସବୁ କିଛି ପୂର୍ବ ନିର୍ଦ୍ଧାରିତ ଥିଲା, ଚର୍ଚ୍ଚାରେ ୮ ବର୍ଷ ତଳର ପୁସ୍ତକ !

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ତାଲିବାନ କବଜାରେ । ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ୨୦ ବର୍ଷ ଏଠାରେ ରହିବା ସତ୍ୱେ ବିଶେଷ କିଛି ଫରକ ପଡି ନ ଥିଲା । ତେବେ ୨୦୧୩ ଏକ ପୁସ୍ତକ ପ୍ରକାଶିତ ପାଇଥିଲା, ଯେଉଁଥିରେ ଏହି ଘଟଣା ଘଟିବ ବୋଲି ଆଗୁଆ ଲେଖା ଯାଇଥିଲା । ଆମେରିକା ପତ୍ରକାର ଫେଡ୍ରିକ…

ସାମୟିକ ପରିବର୍ତ୍ତିତ ମାର୍ଗରେ ପୁରୀ-ଆନନ୍ଦବିହାର-ପୁରୀ ନୀଳାଚଳ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଉତ୍ତର ରେଳପଥର ଲକ୍ଷ୍ନୌ-ରାଏବରେଲୀ-ପ୍ରତାପଗଡ଼-ବାରାଣସୀ ରେଳ ମାର୍ଗର ଗଙ୍ଗାଗଞ୍ଜ, ରାଏ ବରେଲୀ ଓ ରୂପମାଉ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ପୁରୀ ଓ ନୂଆଦିଲ୍ଲୀ ଆନନ୍ଦବିହାର ମଧ୍ୟରେ ଚଳାଚଳ କରୁଥିବା ନୀଳାଚଳ ବିଶେଷ ଟ୍ରେନ ସାମୟିକ ଭାବେ ମାର୍ଗ ପରିବର୍ତ୍ତନ କରି…

ଦୁନିଆର ସବୁଠୁ ଦାମିକା ହ୍ୱିସ୍‌କି; ଗୋଟିଏ ବୋତଲକୁ ୩୦,୦୦୦ ଡଲାର

ନୂଆଦିଲ୍ଲୀ: ସିଙ୍ଗଲ୍ ମାଲ୍ଟ୍ ହ୍ବିସ୍‌କି ଦୁନିଆର ସବୁଠାରୁ ଦାମୀ ହ୍ବିସ୍‌କି ମଧ୍ୟରେ ଗଣାଯାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ବହୁତ ପରିଶ୍ରମ ଏବଂ ସମୟ ଲାଗିଥାଏ। ଯେଉଁଥିପାଇଁ ଏହାକୁ ସମଗ୍ର ବିଶ୍ବରେ ଲୋକ ବହୁତ ପସନ୍ଦ କରିଥାନ୍ତି। ସମଗ୍ର ବିଶ୍ୱରେ ଏହାର ଅନେକ ପ୍ରକାରର ଉପଲବ୍ଧ…

ତାଲିବାନ୍‌ଠୁ ସାହାଯ୍ୟ ମାଗୁଛି ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ

ଭୁବନେଶ୍ୱର: ଆଗାମୀ ଦିନରେ କାଶ୍ମୀରରେ କିଛି ବଡ ଧରଣର ଅଘଟଣ ପାଇଁ ଯୋଜନା ରଚିଛନ୍ତି ଏକାଧିକ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ । ଏପରିକି ଗତରାତିରେ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ରହିଛି । ଅଗଷ୍ଟ୧୫’ରେ ଆଫଗାନିସ୍ତାନ କବ୍‌ଜା କରିଥିଲା…

ସୁପରଟେକର ୪୦ ମହଲା କୋଠା ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୋଏଡା: ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ ଦ୍ୱାରା ନିର୍ମିତ ଏକ ୪୦ ମହଲା କୋଠାକୁ ଭାଙ୍ଗିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତରପ୍ରଦେଶର କେତେକ ସରକାରୀ ଅଧିକାରୀ ଏବଂ ସମ୍ପୃକ୍ତ କମ୍ପାନୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି କୋଠା ପ୍ରସ୍ତୁତ କରିଥିବା ନେଇ…

ଫାଇଜରଠୁ ଅଧିକ ପ୍ରଭାବଶାଳୀ ମଡର୍ନା ଟିକା!

ନୂଆଦିଲ୍ଲୀ: ମଡର୍ନା କୋଭିଡ ଟିକା ଫାଇଜର-ବାୟୋଏନ୍‌ଟେକ୍‌ କରୋନା ଟିକାଠାରୁ ଦୁଇଗୁଣ ଆଣ୍ଟିବଡି ଉତ୍ପାଦନ କରିଥାଏ। ଟିକାକରଣ ପରେ ଲୋକଙ୍କଠାରେ ତିଆରି ଆଣ୍ଟିବଡି ଉପରେ କରାଯାଇଥିବା ନୂତନ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ବେଲଜିୟମର ଏକ ହସ୍ପିଟାଲ୍‌ରେ ୨୫୦୦ ଲୋକଙ୍କ ଉପରେ କରାଯାଇଥିବା…

ଆଉ ଚାଲିବନି ୧୦ ବର୍ଷ ପୁରୁଣା ଗାଡି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗାଡି ସ୍କ୍ରାପେଜ୍ ନୀତି କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ସରକାର ସମସ୍ତ ଗାଡି ମାଲିକଙ୍କୁ ନୋଟିସ୍ ଜାରି କରିଛନ୍ତି। ଯେଉଁମାନେ ସହରରେ ପୁରୁଣା ଗାଡି ଚଳାଉଛନ୍ତି ସେମାନଙ୍କୁ ଏହି ନୋଟିସ୍‌ ଜାରି କରାଯାଇଛି। ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ…

ଜମ୍ମୁ କାଶ୍ମୀରରେ ତାଲିବାନୀଙ୍କ ପ୍ରଭାବ ବିସ୍ତାର ଆଶଙ୍କା; ୬୦ ଯୁବକ ନିଖୋଜ

ଶ୍ରୀନଗର: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଜମ୍ମୁ କାଶ୍ମୀରରେ ମଧ୍ୟ ଚିନ୍ତା ବଢିଚାଲିଛି। ରିପୋର୍ଟ ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଅତି କମରେ ୬ ଟି ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି। ଯାହାର କିଛି ବୃହତ୍‌ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି। ରିପୋର୍ଟ…