Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁବଶୀଘ୍ର ଭାରତକୁ ମିଳିବ ୧୫ ଲକ୍ଷ ମଡର୍ଣ୍ଣା ଡୋଜ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତକୁ ମିଳିବ ୧୫ ଲକ୍ଷ ମଡର୍ଣ୍ଣା ଡୋଜ । ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ପ୍ରାଥମିକ କ୍ଲିନିକାଲ ପରୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ, ଏହାର ଆରୋଗ୍ୟ କରିବା କ୍ଷମତା ୯୪.୧ ପ୍ରତିଶତ । ସେପଟେ ଭାରତକୁ ଏହି ଟିକା ଆଣିବା ଲାଗି ବି ସରକାର ସମସ୍ତ…

ଅକ୍ସିଜେନ ଅଭାବରୁ ଜଣେ ବି ରୋଗୀ ମୃତ୍ୟୁବରଣ କରି ନାହାନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ ଅଭାବରୁ କେହି ମୃତ୍ୟୁବରଣ କରି ନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିବୃତି ରଖାଯାଇଛି । ଏହି ବିବୃତି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଡାଟା ଅନୁସାରେ ଅକ୍ସିଜେନ ଅଭାବ କଥା…

ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ

ଭୁବନେଶ୍ବର : ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ । ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି । ଏନେଇ ସୂଚନା ଦେଇଛି ବିଦେଶ…

ମାତ୍ର ୬୭ ପ୍ରତିଶତ ଭାରତୀୟ କରୋନା ବିପକ୍ଷରେ ଆଣ୍ଟିବଡି ବିକଶିତ କରିଛନ୍ତି; ଏବେ ବି ୪୦ କୋଟି ଲୋକ ବିପଦରେ

ନୂଆଦିଲ୍ଲୀ: ମାତ୍ର ୬୭ ପ୍ରତିଶତ ଭାରତୀୟ କରୋନା ବିପକ୍ଷରେ ଆଣ୍ଟିବଡି ବିକଶିତ କରିଛନ୍ତି। ଏବେ ବି ୪୦ କୋଟି ଲୋକ ବିପଦରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଶିଶୁଙ୍କ ସମେତ ଭାରତୀୟ ଜନସଂଖ୍ୟାର ଦୁଇ-ତୃତୀୟାଂଶ କୋଭିଡ-୧୯ ବିରୋଧରେ ଆଣ୍ଟିବଡି ବିକଶିତ କରିଥିବାବେଳେ…

ଦେଶରେ ଏଯାଏ ୪୫ ହଜାରରୁ ଅଧିକ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୪୫,୪୩୨ରୁ ଅଧିକ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜୁଲାଇ ୧୫ ପର୍ଯ୍ୟନ୍ତ ମୋଟ ୪୫,୪୩୨ରୁ ଅଧିକ ବ୍ଲାକ୍ ଫଙ୍ଗସ୍‌ରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଯେଉଁଥିରେ ୨୧,୦୮୫ ପ୍ରଭାବିତ ଲୋକ ଚିକିତ୍ସିତ ହେଉଥିବା ବେଳେ ୪,୨୫୨ ଜଣଙ୍କର…

ରିପୋର୍ଟ ତୁଳନାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଗୁଣା ଅଧିକ

ନୂଆଦିଲ୍ଲୀ: ଆମେରିକାର ଏକ ଅନୁସନ୍ଧାନ ଗୋଷ୍ଠୀ ମଙ୍ଗଳବାର କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କରିଥିବା ପ୍ରକୃତ ଆକଳନ ତୁଳନାରେ ଭାରତର କରୋନାଭାଇରସ୍ ମୃତ୍ୟୁ ସଂଖ୍ୟା ୧୦ ଗୁଣ ଅଧିକ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର ମୋଟ ମୃତ୍ୟୁ ସଂଖ୍ୟା ୪୧୪,୪୮୨ ରେ…

ହ୍ୱାଟ୍‌ସଆପ୍‌ ଚାଟ୍‌ ଖୋଲିଲା ରାଜ୍‌ଙ୍କ ଗୁମର

ମୁମ୍ବାଇ: ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ କରୁଥିବା ଓ ଏଥିପାଇଁ ଆକ୍ଟରମାନଙ୍କୁ ବଳପୂର୍ବକ ଭାବେ ବାଧ୍ୟ କରୁଥିବା ଅଭିଯୋଗରେ ଗତକାଲି ବିଳମ୍ବତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ଶାଖା ଗିରଫ କରିଛି। ଆଜି କ୍ରାଇମ୍‌ ବ୍ରାଞ୍ଚ…

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି । ନାରାୟଣପୁର…

ଆତ୍ମସମର୍ପଣ କଲେ ବୋଲି ମାରିଦେଲେ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା ।…

ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ଥରେ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ, ଏପ୍ରିଲ୍ ୨୦୨୦ରେ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଯାହା ପରେ ସେ ତାଙ୍କ ପ୍ରଶଂସକଙ୍କ ସାହାଯ୍ୟ ଲୋଡଥିଲେ। ଏଥର କିନ୍ତୁ ହ୍ୟାକର୍ ପ୍ରୋଫାଇଲ୍ ନାମକୁ…