Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ କାଶ୍ମୀରରେ ତାଲିବାନୀଙ୍କ ପ୍ରଭାବ ବିସ୍ତାର ଆଶଙ୍କା; ୬୦ ଯୁବକ ନିଖୋଜ

ଶ୍ରୀନଗର: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଜମ୍ମୁ କାଶ୍ମୀରରେ ମଧ୍ୟ ଚିନ୍ତା ବଢିଚାଲିଛି। ରିପୋର୍ଟ ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଅତି କମରେ ୬ ଟି ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି। ଯାହାର କିଛି ବୃହତ୍‌ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି। ରିପୋର୍ଟ…

ରୋଗୀଙ୍କଠାରୁ ଅଧିକ ବିଲ୍‌ ଚାର୍ଜ କରି ଅଡୁଆରେ ୩୫ଟି କୋଭିଡ୍‌ ହସ୍ପିଟାଲ

ନୂଆଦିଲ୍ଲୀ: ଦ୍ୱିତୀୟ ତରଙ୍ଗ ସମୟରେ ୩୫ଟି ବେସରକାରୀ କୋଭିଡ୍‌ ଡାକ୍ତରଖାନାଙ୍କ କଳା କାରନାମାର ଫର୍ଦ୍ଦାଫାସ୍‌ ହୋଇଛି। ଦ୍ୱିତୀୟ ତରଙ୍ଗ ସମୟରେ ରୋଗୀଙ୍କଠାରୁ ଅଧିକ ବିଲ୍‌ ଚାର୍ଜ କରିଥିବା ଜଣାପଡ଼ିଛି। ଅଡିଟ୍ ବିଲିଂ ପାଇଁ ସ୍ଥାପିତ ହୋଇଥିବା ତିନିଜଣିଆ ପ୍ୟାନେଲ୍ ଏହାର ତଦନ୍ତ କରିବା…

ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ଲାଗିଲା ବ୍ୟାନ୍‌

ମଥୁରା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜନ୍ମାଷ୍ଟମୀ ଅବସରରେ ଏହି ‌ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ସମ୍ପୃକ୍ତ ଅଧିକାରୀମାନେ ଏହି ନିଷେଧାଦେଶ ତଥା ଅନ୍ୟାନ୍ୟ…

ତାଲିବାନକୁ ଶକ୍ତ ଧକ୍କା, ଆଫଗାନିସ୍ତାନ ଛାଡିବା ପୂର୍ବରୁ ଅସ୍ତ୍ରଶସ୍ତ୍ରକୁ ଅକାମୀ କଲା ଆମେରିକା

କାବୁଲ: ଆଫଗାନିସ୍ତାନ ଛାଡିଛନ୍ତି ଆମେରିକା ସେନା । ତେବେ ସେମାନଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ତାଲିବାନଙ୍କୁ ଶକ୍ତିଶାଳୀ କରିବ ବୋଲି ଆଶଙ୍କା ରହିଥିଲା । ତେବେ ଆମେରିକା ଏ ନେଇ ଆଜି ସ୍ପଷ୍ଟୀକରଣ ଦେବା ସହ ସେଠାରେ ଥିବା ସମସ୍ତ ବିମାନ ଏବଂ ରକେଟ ଡିଫେନ୍ସ ସିଷ୍ଟମକୁ ଅକାମୀ କରି ଦିଆଯାଇଛି ।…

ଭୟଙ୍କର ଦୁର୍ଘଟଣା: ବିଧାୟକଙ୍କ ପୁଅ, ପତ୍ନୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଲରେ ପିଟିହେଲା ଅଡ଼ି କାର୍ । ଏଥିରେ ଜଣେ ବିଧାୟକଙ୍କ ପୁଅ, ପତ୍ନୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ଭିତରେ ଅଛନ୍ତି…

୨୩ ଜିଲ୍ଲା କରୋନା ମୁକ୍ତ

ଲକ୍ଷ୍ନୌ: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଆଶଙ୍କା ବଢୁଥିବା ବେଳେ ଉତ୍ତରପ୍ରଦେଶର ୨୩ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଥିବା ସୂଚନା ମିଳିଛି। ଏହାସହିତ ଆରୋଗ୍ୟ ହାର ୯୮.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ମାରାତ୍ମକ ଭୂତାଣୁ ବିଲୋପ କରିବାରେ 'ୟୁପିର କୋଭିଡ କଣ୍ଟ୍ରୋଲ ମଡେଲ'ର…

ଆମେରିକା ସେନା ଯିବା ପରେ ପଂଜଶିର ଉପରେ ଆକ୍ରମଣ ଆରମ୍ଭ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ଯିବା ପରେ ଆଜି ତାଲିବାନ ପଂଜଶିରରେ ଆକ୍ରମଣ ଆରମ୍ଭ କରିଛି । ତାଜିକ ନେତା ଅହମ୍ମଦ ମସୁଦଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଲିବାନ ଆତଙ୍କୀ ଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଆମେ ଏହାକୁ ପଣ୍ଡ କରିଦେଇଛୁ ବୋଲି କହିଛନ୍ତି । ଟୋଲ ନ୍ୟୁଜରେ…

ଶପଥ ନେଲେ ୩ ମହିଳାଙ୍କ ସମେତ ସୁପ୍ରିମକୋର୍ଟଙ୍କ ୯ ଜଣିଆ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୯ ଜଣିଆ ବିଚାରପତି ଆଜି ଶପଥ ନେଇଛନ୍ତି । ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି…

କାବୁଲ ବିମାନବନ୍ଦରରେ ତାଲିବାନର ବିଜୟ ଘୋଷଣା

କାବୁଲ: କାବୁଲ ବିମାନବନ୍ଦରରୁ ଆମେରିକା ସେନା ପ୍ରତ୍ୟାହାର କରିବାର କିଛି ଘଣ୍ଟା ପରେ ତାଲିବାନ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛି ଯେ କାବୁଲ ବିମାନବନ୍ଦର‌ରେ ତାଲିବାନର ବିଜୟ ହୋଇଛି ଏବଂ ଏହି ବିଜୟ ସମସ୍ତ ଆଫଗାନିସ୍ତାନଙ୍କ। କାବୁଲ ବିମାନବନ୍ଦରରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ…

ଅଧିକ ସଂକ୍ରାମକ ହୋଇପାରେ କରୋନାର ନୂଆ ପ୍ରଜାତି C.1.2

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ, କରୋନାର ନୂତନ ପ୍ରଜାତି, କୋଭିଡ୍-୧୯ ସୃଷ୍ଟି କରୁଥିବା ଭୂତାଣୁ ଦକ୍ଷିଣ ଆଫ୍ରିକା ଏବଂ ବିଶ୍ବର ଅନ୍ୟାନ୍ୟ ଦେଶରେ ଚିହ୍ନଟ ହୋଇଛି ଯାହା ଅଧିକ ସଂକ୍ରମଣ ହୋଇପାରେ ବୋଲି ଜଣାପଡ଼ିଛି। ଟିକା ପ୍ରଦାନ ଦ୍ବାରା ଏହି ସଂକ୍ରମଣକୁ ଏଡାଇ ଦିଆଯାଇପାରେ ବୋଲି…