Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡେଲ୍ଟାକୁ ରୋକିବ ଡବଲ ଡୋଜ୍

ନୂଆଦିଲ୍ଲୀ : ଡେଲ୍ଟାକୁ ରୋକିବ ଡବଲ ଡୋଜ୍ । ଟିକା ନେଇଥିଲେ କ୍ଷତି କରିପାରିବନି ଡେଲଟା ଭ୍ୟାରିଆଣ୍ଟ । ଆଇସିଏମଆର ଦ୍ବାରା ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି ଆଶ୍ବସ୍ତିକର ତଥ୍ୟ ସାମ୍ନାକୁ ଆସିଛି । ନୀତି ଆୟୋଗର ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡାକ୍ତର ଭି.କେ ପାଲ୍…

ମେକ ଅପ ଆର୍ଟିଷ୍ଟଙ୍କ କମାଲ, ଭ୍ରମ ସୃଷ୍ଟି କରି ଚକିତ କରୁଛନ୍ତି

ନୂଆଦିଲ୍ଲୀ: କଳାକାରଙ୍କ କୃତୀ ସବୁବେଳେ ପସନ୍ଦ ଆସିଥାଏ । ତେବେ ଭ୍ୟାଙ୍କଭୋରର ଏପରି ଏକ ମେକଅପ ଆର୍ଟିଷ୍ଟ ଅଛନ୍ତି ଯିଏ କି ଲୋକଙ୍କୁ ଭ୍ରମିତ କରି ମଜା ଉଠାଇଥାନ୍ତି । ସେ ଏପରି ଭାବେ ନିଜକୁ ଚିତ୍ରିତ କରିଥାନ୍ତି ଯେ, ପ୍ରକୃତରେ ନାକ, କାନ ଓ ପାଟ ଖୋଜିବା କଷ୍ଟକର ହୋଇପଡେ । ଏହା କଳାକାରଙ୍କ…

ଭଜନର ଧୁନରେ ମସଗୁଲ ଜଙ୍ଗଲୀ ଭାଲୁ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ଜର୍ମାନୀରେ ଜଳପ୍ରଳୟ: ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ମୃତ, ଦେଖନ୍ତୁ ଫଟୋ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜର୍ମାନୀରେ ଜଳପ୍ରଳୟ । ଭୟଙ୍କର ବନ୍ୟା ପରିସ୍ଥିତିରେ ଜୁଝି ହେଉଛି ପଶ୍ଚିମ ୟୁରୋପ । ପ୍ରଳୟଙ୍କରୀ ବନ୍ୟା ଜର୍ମାନୀରେ ମହାବିପତ୍ତି ଆଣିଛି । ବୁଡ଼ିଛି ଘରଦ୍ୱାର, ରାସ୍ତାଘାଟ । ହଜାର ହଜାର ଘର ଭାଙ୍ଗିଛି । ଗାଡ଼ି ମୋଟର କୁଆଡ଼େ ଧୋଇ ନେଇଛି । ବର୍ତ୍ତମାନ ସୁଦ୍ଧା…

ଭାରତୀୟ ନୌସେନାକୁ ଆମେରିକା ହସ୍ତାନ୍ତର କଲା ୨ଟି ଏମଏଚ-୬୦ଆର ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଆଜି ଆମେରିକା ୨ଟି ଏମଏଚ-୬୦ଆର ହେଲିକପ୍ଟର ହସ୍ତାନ୍ତର କରିଛି । ଏହା ଦ୍ୱାରା ଭାରତୀୟ ନୌସେନା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଛି । ଲକହିଡ ମାର୍ଟିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ହେଲିକପ୍ଟରରୁ ଭାରତ ୨୪ଟି କିଣିବ ବୋଲି ଚୁକ୍ତି କରିଛି ।…

ଟେକ୍ସାସର ଜଣେ ରୋଗୀଙ୍କ ନିକଟରେ ମଙ୍କିପୋକ୍ସ ଭାଇରସ ଚିହ୍ନଟ

ୱାଶିଂଟନ: କରୋନା ମହାମାରୀ ଏ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଆମେରିକାରେ ଆଉ ଏକ ନୂତନ ପ୍ରକାର ଭାଇରସ ଚିହ୍ନଟ ହୋଇଛି । ଟେକ୍ସାସର ଜଣେ ରୋଗୀଙ୍କ ନିକଟରେ ମଙ୍କିପୋପ୍ସ ଭାଇରସ ଦେଖିବାକୁ ମିଳିଛି । ଏହା ଶରୀରରେ ବଡ ବଡ ଫୋଟକା ସୃଷ୍ଟି କରିବା ସହ ଗ୍ରନ୍ଥି ଫୁଲିବା ଦେଖିବାକୁ ମିଳିଛି ।…

ରେଳ ଇଞ୍ଜିନରେ ଯାଇ ପ୍ରକଳ୍ପ କାମ ପରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶର ନୂଆ ରେଳମନ୍ତ୍ରୀ ଭାବରେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପୁରା ଦମରେ କାମରେ ଲାଗିଛନ୍ତି । ରାତି ଅଧ ଯାଏ ବି କାମ କରୁଛନ୍ତି । ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରୁଛନ୍ତି । ଗତକାଲି ଗୁଜରାଟ ଭଦନଗର ରେଲଓ୍ୱେ ସେକ୍ସନରେ ରେଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି…

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ପଶିଲା କରୋନା

ଟୋକିଓ: ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପହଞ୍ଚିଲେଣି ବିଭିନ୍ନ ଦେଶର ଖେଳାଳି । ଏହାରି ଭିତରେ ଅଲିମ୍ପିକ୍ସ ଭିଲେଜରୁ ସାମନାକୁ ଆସିଛି ପ୍ରଥମ କରୋନା କେସ୍ । ଏନେଇ ଆୟୋଜନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।…

କାହାକୁ ଓ କଣ ପାଇଁ ରାହୁଲ ଗାନ୍ଧୀ କହିଲେ, ଜାଓ ଭାଗୋ..ମଜେ ଲୋ!

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ନିଜ ଦଳର ନେତାମାନଙ୍କୁ କଡା ସନ୍ଦେଶ ମାଧ୍ୟମରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଡରକୁଳା ଲୋକଙ୍କୁ ଚାହୁଁ ନାହିଁ । ଯେଉଁମାନେ ଦଳରେ ରହି ଡରୁଛନ୍ତି ସେମାନେ ବାହାର କରି ଦିଆଯାଉ । ଦେଶରେ ଅନେକ ନେତା ଅଛନ୍ତି ଯେଉଁମାନେ ସାହାସୀ,…

ଦକ୍ଷିଣ ଆଫ୍ରିକା ହିଂସାରେ ଟାର୍ଗେଟ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ !

କେପଟାଉନ: ଦକ୍ଷିଣଆଫ୍ରିକା ହିଂସା ନେଇ ଚିନ୍ତାଜନକ ତଥ୍ୟ ସାମ୍ନା ଆସିଛି । ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଜେଲ ଦଣ୍ଡାଦେଶ ମିଳିବା ପରେ ଦେଶରେ ଏହାକୁ ବିରୋଧ କରି ତାଙ୍କ ସମର୍ଥକମାନେ ହିଂସାକାଣ୍ଡ ରଚୁଛନ୍ତି । ସେମାନେ ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ କରିଛନ୍ତି ।…