Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁବ୍‌ ଶୀଘ୍ର ଆସିବ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଲାଗି କରୋନା ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଲାଗି ଆସିବ କରୋନା ଟିକା। ଏ ନେଇ ଶୁକ୍ରବାର କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛି। କେନ୍ଦ୍ର କହିଛି ଯେ ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ କରୋନା ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା ଚାଲିଛି ଏବଂ ଏହା ପ୍ରାୟ…

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : କରୋନା ସଙ୍କଟ ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ । କିଛି ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ଏହା…

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ହତ୍ୟା। ଆଫଗାନିସ୍ଥାନ ଓ ତାଲିବାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ବଳି ପଡିଲେ ଭାରତୀୟ ଫଟୋଗ୍ରାଫର ଦାନିଶ। ଫଟୋଗ୍ରାଫିରେ ସେ ପୁଲିଟଜର୍‌ ପୁରସ୍କାର ପାଇଛନ୍ତି। ଦାନିଶ ସିଦ୍ଦିକି ଆଫଗାନିସ୍ତାନ ସୈନ୍ୟ ଏବଂ ତାଲିବାନ ମଧ୍ୟରେ…

ପଞ୍ଜାବ କଂଗ୍ରେସର ମୁଖ୍ୟ ହେବେ ସିଦ୍ଧୁ!

ନୂଆଦିଲ୍ଲୀ: କିଛି ଦିନ ଧରି ନବଜୋତ ସିଂ ସିଦ୍ଧୁଙ୍କ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିସିସି) ର ମୁଖ୍ୟ ପଦରେ ଅବସ୍ଥାପିତ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବରେ ନିଯୁକ୍ତ ହେବାର ଖବର ମଧ୍ୟରେ ଶୁକ୍ରବାର ଦିନ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କଂଗ୍ରେସ…

୮୦ ପ୍ରତିଶତ ଟିକାକୃତ ଭାରତୀୟ ଡେଲ୍‌ଟା ପ୍ରଜାତି ଦ୍ୱାରା ସଂକ୍ରମିତ ; ରିପୋର୍ଟ

ନୂଆଦିଲ୍ଲୀ: ଗୋଟିଏ ଡୋଜ ଟିକା ଗ୍ରହଣ କରିଥିବା ୮୦ ପ୍ରତିଶତ ଭାରତୀୟ ଡେଲ୍‌ଟା ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏ ନେଇ ଆଇସିଏମଆର ପକ୍ଷରୁ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି। ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ କୋଭିଡ ପଜିଟିଭ ରୋଗୀ ଅତି କମରେ ଗୋଟିଏ ଡୋଜ୍‌ ଟିକା ଗ୍ରହଣ କରିଥିଲେ।…

ଗ୍ଲୋବାଲ ସ୍ପୋର୍ଟ୍ସ ଡାଟା କମ୍ପାନୀ ଗ୍ରେସନୋଟର ଭବିଷ୍ୟବାଣୀ, ଅଧିକ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଅଧିକ ପଦକ ଜିତିବ ବୋଲି ଗ୍ଲୋବାଲ ସ୍ପୋର୍ଟ୍ସସ ଡାଟା କମ୍ପାନୀ ଗ୍ରେସନୋଟ ଭବିଷ୍ୟବାଣୀ କରିଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ଜିତିଥିଲା । ଏଥର ୧୭ ପଦକ ଭାରତ ଜିତିବ ବୋଲି ଭବିଷ୍ୟବାଣୀ…

କରୋନାରେ ପ୍ରାଣ ହରାଉଥିବା ଅଧିକ ଲୋକ ଟିକାକୃତ: ରିପୋର୍ଟ

ବାଥ୍ : ସମ୍ପ୍ରତି ଏକ ନୂଆ ତଥ୍ୟ ପ୍ରକାଶ ପାଇଛି। ଯାହାକୁ ନେଇ ଚିନ୍ତା ବଢିଛି। ଏଥିରେ ଦର୍ଶାଯାଇଛି ଯେ କରୋନା ଟିକା ନେଇନଥିବା ଲୋକଙ୍କ ଅପେକ୍ଷା ଟିକା ନେଇଥିବା ଲୋକ ଅଧିକ କରୋନାରେ ମୃତ୍ୟୁବରଣ କରୁଛନ୍ତି। ଏ ନେଇ ଜନସ୍ୱାସ୍ଥ୍ୟ ଇଂଲଣ୍ଡ (PHE) ର ଏକ ରିପୋର୍ଟରେ ପ୍ରକାଶ ପାଇଛି।…

ପୁଣି ଏନକାଉଣ୍ଟର, ୩ ମାଓବାଦୀ ମୃତ

ମାଲକାନଗିରି : ପୁଣି ଏନକାଉଣ୍ଟର । ମାଲକାନଗିରି ଛତିଶଗଡ ସିମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ…

ଟିକା ନେଲା ପରେ ୧୦୦ ତମ ଜନ୍ମଦିନ ପାଳିଲେ ତିନି ବନ୍ଧୁ

ନୂଆଦିଲ୍ଲୀ: ଟିକା ନେଲା ପରେ ୧୦୦ ତମ ଜନ୍ମଦିନ ପାଳିଲେ ତିନି ବନ୍ଧୁ। ଏହି ତିନି ଅନ୍ତରଙ୍ଗ ବନ୍ଧୁ ଏକ ସପ୍ତାହ ବ୍ୟବଧାନରେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ମାନହଟାନର ପଶ୍ଚିମାଞ୍ଚଳରେ ଥିବା ଆଟ୍ରିଆ ସିନିୟର ଲିଭିଙ୍ଗ ସମ୍ପ୍ରଦାୟରେ ଏହି ତିନି ବନ୍ଧୁ ସେମାନଙ୍କ ଏହି ବିଶେଷ ଦିନଟିକୁ…

ଏହି ରାଜ୍ୟରେ ଜୁଲାଇ ୧୮ରୁ ୧୦ ଦିନ ଯାଏ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ବୃଦ୍ଧି ହେତୁ ମଣିପୁର ସରକାର ରାଜ୍ୟରେ କରୋନା ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଜୁଲାଇ ୧୮ ରୁ ୧୦ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ତେଣୁ ରାଜ୍ୟ ସରକାର ଜୁଲାଇ ୧୮, ୨୦୨୧ ରୁ ୧୦ ଦିନ ପର୍ଯ୍ୟନ୍ତ କରୋନା କର୍ଫ୍ୟୁ…