Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିପାରେ; ରିପୋର୍ଟ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ କରୋନାଭାଇରସ୍ ବିରୁଦ୍ଧରେ ଏକ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିବା ପାଇଁ ରୁଷ ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଯଥେଷ୍ଟ। ସେଲ୍ ରିପୋର୍ଟ୍ସ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ନୂତନ ଅଧ୍ୟୟନରେ, ଆର୍ଜେଣ୍ଟିନାର ୨୮୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ…

ଡେଲ୍‌ଟା ପ୍ରଜାତିର ଦ୍ରୁତ ସଂକ୍ରମଣ ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିପାରେ; ‘ହୁ’

ନୂଆଦିଲ୍ଲୀ: କରୋନା ଡେଲ୍‌ଟା ପ୍ରଜାତିର ବୃଦ୍ଧି ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଚେତାବନୀ ଦେଇଛି।' ହୁ' କହିଛି ଯେ କୋଭିଡ-୧୯ର ଡେଲଟା ପ୍ରଜାତିର ଦ୍ରୁତ ସଂକ୍ରମଣ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିବାର ସମ୍ଭାବନା…

ପାକିସ୍ତାନରେ ପୁନର୍ବାର ଆତଙ୍କବାଦୀ ଆକ୍ରମଣ, ଏଥର ଟାର୍ଗେଟରେ ଚୀନ ଇଞ୍ଜିନିୟର

କରାଚୀ: କ୍ରମାଗତ ଦ୍ୱିତୀୟ ଦିନ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବୁଧବାର ଚୀନର ଇଞ୍ଜିନିୟର ଓ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସରେ କୋହିସ୍ତାନ ନିକଟରେ ବିସ୍ଫୋରଣ ଘଟିଥିଲା । ଏଥିରେ ୮ଜଣଙ୍କ ମୃତ୍ୟୁ ଘଟିଛି । ଦସୁ ଡ୍ୟାମରେ କାମ କରୁଥିବା ୩୦ ଇଞ୍ଜିନିୟର ଏବଂ ଅନ୍ୟ…

କଳିଯୁଗର କୁମ୍ଭକର୍ଣ୍ଣ! ଶୋଉଛନ୍ତି ୩୦୦ ଦିନ…

ଜୟପୁର: ପୌରାଣିକ ଯୁଗର ରାମାୟଣରେ ବର୍ଣ୍ଣିତ କୁମ୍ଭକର୍ଣ୍ଣର ପ୍ରବୃତି ବିଷୟରେ ତ ସମସ୍ତେ ଅବଗତ ଥିବେ। ବର୍ଷରେ ୬ ମାସ ଶୋଉଥିଲେ କୁମ୍ଭକର୍ଣ୍ଣ। ତେବେ ବର୍ତ୍ତମାନ ସମୟରେ ବି ସେମିତି ପ୍ରବୃତି ଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା ହେଉଛି। ରାଜସ୍ଥାନର ନାଗ‌ୌରର ବାସିନ୍ଦା ପୁରଖାରାମ…

ବିଦ୍ୟୁତ୍ ଚୋରି ଅଭିଯୋଗରେ ଶିବସେନା ନେତାଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ବିଦ୍ୟୁତ୍‌ ଚୋରି ଅଭିଯୋଗରେ ଧରା ହେଲେ ଶିବସେନା ନେତା ସଞ୍ଜୟ ଗାଇକୱାଡ। ନିକଟରେ ସେ ୮ କୋଟି ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ରୋଲ୍ସ ରଏସ୍ କାର କିଣିଥିବା ଅଭିଯୋଗରେ ସଞ୍ଜୟଙ୍କ ନାଁରେ ପ୍ରାୟ ୩୫,୦୦୦ ଟଙ୍କା ବିଦ୍ୟୁତ୍ ଚୋରି ଅଭିଯୋଗରେ ମାମଲା ଦାଏର୍‌ କରାଯାଇଛି।…

ଉତ୍ତରାଖଣ୍ଡରେ ବାତିଲ ହେଲା ‘କନୱର ଯାତ୍ରା’

ଡେରାଡୁନ୍‌: କରୋନାର ତୃତୀୟ ତରଙ୍ଗର ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ବାର୍ଷିକ 'କନୱର ଯାତ୍ରା' ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଯାତ୍ରା ଜୁଲାଇ ୨୫ ରୁ ଆରମ୍ଭ ହେବାର ଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ବିକାଶରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ…

କୋଭିଡ ଟିକାର ଭୁଲ ତଥ୍ୟ ବିସ୍ତାର ପାଇଁ ବ୍ୟବହାର ହେଉଛି ‘ଟିକ୍‌ଟକ୍‌’; ରିପୋର୍ଟ

ନୂଆଦିଲ୍ଲୀ: ଅନେକ ବାଦବିବାଦ ପରେ ଟିକ୍‌ଟକ୍‌କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟ ଜଣେ ବ୍ୟକ୍ତିଙ୍କ ଅଭିଓକୁ ନିଜ ଭିଡିଓରେ ଯୋଡି କୋଭିଡ୍‌-୧୯ ଟିକା ବିଷୟରେ ବିଭ୍ରାନ୍ତିକର ଏବଂ କ୍ଷତିକାରକ ସୂଚନା ଦେବାକୁ ପ୍ରୋତ୍ସାହିତ କରିବା ନେଇ ଟିକ୍‌ଟକ୍‌ ଉପରେ ଅଭିଯୋଗ ଆସିଛି। ଏ…

ପୁଲଓ୍ୱାମାରେ ଏନକାଉଣ୍ଟର: ପାକିସ୍ତାନୀ ଆତଙ୍କୀ ସମେତ ୩ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲଓ୍ୱାମାରେ ଏନକାଉଣ୍ଟର । ସେନା ଗୁଳିରେ ଟଳିଲେ ୨ ଆତଙ୍କୀ । ଏମାନଙ୍କ ଭିତରେ ଅଛି ଲସ୍କର-ଏ-ତୋଇବାର ପାକିସ୍ତାନ କମାଣ୍ଡର ଆଇଜାଜ୍ ଓରଫ ଅବୁ ହୁରେରା । ତାସହିତ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି କାଶ୍ମୀର ଆଇଜି । ଆଜି…

ଆଜି ବସୁଛି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ୧୧ଟା ବେଳେ ଏହି ବୈଠକ ଅନୁଷ୍ଠିତ ହେବ । ପ୍ରାୟ ବର୍ଷେ ପରେ ପ୍ରଥମ ଥର କ୍ୟାବିନେଟ ବୈଠକ ପ୍ରତ୍ୟକ୍ଷଭାବରେ ବସୁଛି । କରୋନା ଯୋଗୁ ପୂର୍ବରୁ ଭର୍ଚୁଆଲ ମୋଡରେ…

ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ପିଏମ୍ ଇ-ବିଦ୍ୟା, ରାଷ୍ଟ୍ରୀୟ ଡିଜିଟାଲ ଶିକ୍ଷା ସୌଧ, ସ୍ବୟମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସାମିଲ…