Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ମାଳଦ୍ୱୀପ

ନୂଆଦିଲ୍ଲୀ: ମାଳଦ୍ୱୀପ ଭ୍ରମଣରେ ଯିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଲାଗି ଖୁସି ଖବର। ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ମାଳଦ୍ୱୀପ। ମାଳଦ୍ୱୀପ ଭାରତୀୟ ପର୍ଯ୍ୟଟକଙ୍କ ଏକ ପ୍ରିୟ ପର୍ଯ୍ୟଟନ ସ୍ଥଳୀ। ନିଜ ଖାଲି ସମୟ କଟାଇବା ଲାଗି ଏହି ସ୍ଥାନ ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ।…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା । ଦୁଇ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେମାନଙ୍କ ଭିତରୁ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଖେଳାଳିଙ୍କର ଆସନ୍ତା ୧୮ ତାରିଖରେ ପୁଣି ଥରେ କୋଭିଡ୍ ଟେଷ୍ଟ କରାଯିବ ବୋଲି ସୂଚନା…

ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ : ମହାମାରୀ କରୋନା କାଳରେ ଖୁସି ଖବର । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଙ୍କ ପାଇଁ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସମିତି ଏହି…

ପାରୋଲରେ ଯିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜୀବ ଗାନ୍ଧି ହତ୍ୟାକାରୀ ନଳିନୀ

ତାମିଲନାଡୁ : ଦୀର୍ଘକାଳୀନ ପାରୋଲରେ ଯିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ସଜା ଭୋଗୁଥିବା ନଳିନୀ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନିକଟକୁ ପତ୍ର ଲେଖିଛନ୍ତି ନଳିନୀ । ସେ କହିଛନ୍ତି, ତାଙ୍କ ସହ ସ୍ବାମୀ ତଥା ଅନ୍ୟତମ ଦୋଷୀ…

ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଆସନ୍ତା ୧୮ ତାରିଖରେ ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଉଭୟ ସରକାରୀ ଓ ବିରୋଧୀ ଦଳ…

ଆମେରିକାରେ ବଢୁଛି କରୋନା ଭୂତାଣୁର ପ୍ରଭାବ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ବଢିବାରେ ଲାଗିଛି ମାରାତ୍ମକ କରୋନା ଭୂତାଣୁର ପ୍ରଭାବ। ସ୍ଥିତି ବିଗୁଡୁଛି। ସଂକ୍ରମଣର ବେଗ ମାସେ ହ୍ରାସ ପାଇବା ପରେ ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ତିନି ସପ୍ତାହ ମଧ୍ୟରେ ଦୈନିକ ନୂଆ ମାମଲାରେ ଅଚାନକ ବୃଦ୍ଧି ଘଟିବା ଏବେ ଚିନ୍ତାର…

ରାଜ୍ୟସଭାରେ ସଂସଦୀୟ ଦଳ ନେତା ହେଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରାଜ୍ୟସଭା ସଂସଦୀୟ ଦଳର ନେତା ଭାବେ ନିଯୁକ୍ତି ପାଇଛନ୍ତି। ପୀୟୁଷ ଗୋୟଲ ବିଜେପିର ବରିଷ୍ଠ ନେତା ଥାୱରଚାନ୍ଦ ଗେହଲୋଟ୍‌ଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ…

ଦେଶରେ ଗତ ୨୯ ବର୍ଷରେ ଦୁଇଗୁଣା ବଢିଛି ସ୍ନାୟୁଗତ ସମସ୍ୟା; ରିପୋର୍ଟ

ନୂଆଦିଲ୍ଲୀ: ବିଗତ ୨୯ ବର୍ଷ ମଧ୍ୟରେ ଦେଶରେ ସ୍ନାୟୁଗତ ସମସ୍ୟା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। ୧୯୯୦ ରୁ ୨୦୧୯ ମଧ୍ୟରେ ଭାରତରେ ସ୍ନାୟୁଗତ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣା ବଢିଯାଇଛି। ଏ ନେଇ ବୁଧବାର ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି। ଷ୍ଟ୍ରୋକରେ…

କେନ୍ଦ୍ର କର୍ମଚାରୀଙ୍କ ଲାଗି ଭଲ ଖବର; ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଭଲ ଖବର। କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ବୁଧବାର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବଢାଇ ଦେଇଛନ୍ତି। ସୂଚନା ଅନୁଯାୟୀ…

ଏକାଥରେ ଚାକିରି ଛାଡିଲେ ବରଗର୍‌ କିଙ୍ଗର ସମସ୍ତ କର୍ମଚାରୀ

ନୂଆଦିଲ୍ଲୀ: ଆମେରିକାର ନେବରାସ୍କାର ରାଜଧାନୀ ଲିଙ୍କ୍‌ଲୋନ ଥିବା ବରଗର୍‌ କିଙ୍ଗ ଆଉଟଲେଟର କର୍ମଚାରୀମାନେ ଏକା ସମୟରେ ଚାକିରି ଛାଡିଦେଇଛନ୍ତି। “ରେସ୍ତୋରାଁର କାର୍ଯ୍ୟ ପରିଚାଳନାରେ ଅତିଷ୍ଠ ହୋଇ କର୍ମଚାରୀମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହି ନିର୍ଦ୍ଦିଷ୍ଟ ଷ୍ଟୋର୍‌…