Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ଦିନଠୁ ଭକ୍ତଙ୍କ ପାଇଁ ଖୋଲିବ ସାବରିମାଲା ମନ୍ଦିର

ନୂଆଦିଲ୍ଲୀ: ସାବରିମାଲା ମନ୍ଦିର ଜୁଲାଇ ୧୭ ରୁ ୨୧ ପର୍ଯ୍ୟନ୍ତ ମାସିକ ପୂଜା ଲାଗି ଭକ୍ତଙ୍କ ପାଇଁ ଖୋଲିବ ମନ୍ଦିର। ଏ ନେଇ ମନ୍ଦିର କର୍ତ୍ତୃପକ୍ଷ ଶନିବାର ସୂଚନା ଦେଇଛନ୍ତି। କରୋନାଭାଇରସ୍ ମହାମାରୀ ମଧ୍ୟରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଉଥିବାରୁ ଲୋକମାନେ ଭୂତାଣୁ ବିସ୍ତାରକୁ ରୋକିବା…

ଜୁଲାଇ ୧୯ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

ଚେନ୍ନାଇ: ତାମିଲନାଡୁରେ ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ। ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ସରକାର ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌କୁ ଜୁଲାଇ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କିଛି କଟକଣାକୁ କୋହଳ କରାଯାଇଛି। ରେସ୍ତୋରାଁ, ଚା ଦୋକାନ,…

କଡ଼କନାଥ କୁକୁଡ଼ା କରୋନା ରୋଗୀଙ୍କର ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଏବେ ଡାକ୍ତରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହୋଇଛି । କୌଣସି ନିର୍ଦ୍ଦିଷ୍ଟ ମେଡିସିନ୍ ଏଯାଏ ଆସିନି । ଏବେ ପୋଷ୍ଟ କୋଭିଡ୍ ଅର୍ଥାତ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ତଥ୍ୟ ସାମନାକୁ ଆସିଛି…

ଶବ୍ଦ ପ୍ରଦୂଷଣ କଲେ ଦେବେ ୧ ଲକ୍ଷ ଫାଇନ୍‌

ନୂଆଦିଲ୍ଲୀ: ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ ୧ ଲକ୍ଷ ଫାଇନ୍‌। ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଘୋଷଣା କରିଛି। ନୂତନ ଜରିମାନା ଅନୁଯାୟୀ ଶବ୍ଦ ପ୍ରଦୂଷଣ ହେତୁ ଲୋକଙ୍କୁ ୧ ଲକ୍ଷ ଟଙ୍କା…

ମୋଦୀଙ୍କ ମନ୍ତ୍ରିମଣ୍ଡଳ: କେତେ ମନ୍ତ୍ରୀ କୋଟିପତି?

ନୂଆଦିଲ୍ଲୀ: ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଥିବା ୭୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଅତି କମରେ ୪୨ ବିରୋଧରେ ଅପରାଧିକ ମାମଲା ରହିଛି। ଏହାସହିତ ୯୦ ପ୍ରତିଶତ ମନ୍ତ୍ରୀ କୋଟିପତି ଥିବା ଜଣାପଡ଼ିଛି। ଏ ନେଇ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ସର୍ଭେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ…

ଚୀନ ବିପକ୍ଷରେ ଆମେରିକାର କଠୋର କାର୍ଯ୍ୟାନୁଷ୍ଠାନ, ୧୪ କମ୍ପାନୀକୁ ବ୍ଲାକଲିଷ୍ଟ କଲେ ବାଇଡେନ ସରକାର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ ଉପରେ ଶନିବାର ଅର୍ଥନୀତି ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯାହାକି ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି । ଚୀନର୧୪ଟି ବଡ କମ୍ପାନୀକୁ ଆମେରିକା…

କୋଭିଡ୍‌-୧୯; ତ୍ରିପୁରାରେ ୯୦ ପ୍ରତିଶତ ନମୁନାରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଚିହ୍ନଟ

ଅଗରତାଲା: ତ୍ରିପୁରାରେ ୯୦ ପ୍ରତିଶତ ରୋଗୀଙ୍କ ନମୁନାରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ନେଇ ମୁଖ୍ୟ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ନୂଆ ମାମଲା ରିପୋର୍ଟ ହୋଇଥିବା ପ୍ରଥମ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରୁ, ବର୍ତ୍ତମାନ ଦେଶରୁ ରିପୋର୍ଟ ହୋଇଥିବା…

ଯୋଗୀଙ୍କ ଜନସଂଖ୍ୟା ହ୍ରାସ ଫର୍ମୂଲା: ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ସୁବିଧାରେ କାଣ୍ଟଛାଣ୍ଟ

ଲକ୍ଷ୍ନୌ: ଜନସଂଖ୍ୟା ହ୍ରାସ ପାଇଁ ଉତ୍ତରପ୍ରଦେଶରେ ଯୋଗୀ ସରକାର ନୂଆ ବିଧେୟକ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଦୁଇରୁ ଅଧିକ ପିଲା ଥିବା ବାପା-ମାଆଙ୍କୁ କିଛି ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଗୋଟିଏ ପିଲାର ବାମା-ମାଆଙ୍କ ନେକ ସରକାରୀ ସୁବିଧା ଉପଲବ୍ଧ ହେବ । ଉତ୍ତରପ୍ରଦେଶ…

୧୫ଟି ୟୁରୋପୀୟ ଦେଶରେ କୋଭିଶିଲ୍ଡକୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ ଟିକାକୁ ସ୍ୱୀକୃତି ଦେବା ପାଇଁ ବେଲଜିୟମ ସର୍ବଶେଷ ୟୁରୋପୀୟ ଦେଶ ହୋଇପାରିଛି। କୋଭିଶିଲ୍ଡ ବର୍ତ୍ତମାନ ୧୫ ୟୁରୋପୀୟ ଦେଶ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ସେରମ୍…

ଥମିନି କରୋନା ପ୍ରକୋପ; ‘ହୁ’ ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ଏଯାଏ ଥମିନି କରୋନା ପ୍ରକୋପ। ସତର୍କ ରହିବାକୁ ପରାମର୍ଶ ଦେଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ‌ସୌମ୍ୟା ସ୍ବାମୀନାଥନ୍। ସେ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀର ଗତି ମନ୍ଥର ହେଉନି ବରଂ ବଢି ବଢି ଚାଲିଛି। କାରଣ ଡେଲଟା ପ୍ରକାରର ବିସ୍ତାର ଏବଂ ଟିକାକରଣର…