Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହିଳା କ୍ରିକେଟର ହରଲିନଙ୍କ ଜବରଦସ୍ତ କ୍ୟାଚ୍, ଭିଡିଓ ଦେଖିଲେ ଆପଣ ବି କହିବେ କମାଲ୍ ….

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତୀୟ ମହିଳା କ୍ରିକେଟର ହରଲିନ୍ ଦେଓ୍ୱଲ ଏବେ ସୋସିଆଲ୍ ମିଡିଆରେ ସୁପର ଓ୍ୱିମେନ୍ ପାଲଟିଛନ୍ତି । ବ୍ରାଉଣ୍ଡି ଲାଇନରେ ସେ ଏମିତି ଗୋଟିଏ କ୍ୟାଚ୍ ଧରିଥିଲେ ଯାହାକୁ ଦେଖିଲେ ଆପଣ ବି କହିବେ କି କମାଲ୍ କଲେ ହରଲିନ୍ । ଅସମ୍ଭବ କ୍ୟାଚ୍…

କେରଳରେ ଜିକା ଭାଇରସ ନେଇ ହାଇ ଆଲର୍ଟ, ସମ୍ମୁଖକୁ ଆସିଲାଣି ୧୪ ମାମଲା

ଥିରୁଅନନ୍ତପୁରମ: କେରଳରେ ଜିକା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୧୪ଟି ମାମଲା ସମ୍ମୁଖକୁ ଆସିଥିବା ଜାତୀୟ ଭୂତାଣୁବିଜ୍ଞାନ ସଂସ୍ଥାନ ସ୍ପଷ୍ଟ କରିଛି । ଏହାକୁ ଦେଖି ସେଠାରେ ହାଇଆଲର୍ଟ ଜାରୀ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଏବଂ…

ଏବେ ଲାଗୁ ହେବନି ଅପଡେଟେଡ ପ୍ରାଇଭେସି ପଲିସି : ହ୍ବାଟସଆପ

ନୂଆଦିଲ୍ଲୀ : ଅପଡେଟେଡ ପ୍ରାଇଭାସି ପଲିସି ଏବେ ଲାଗୁ ହେବନି । ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଏହା କହିଛି ହ୍ବାଟସଆପ । ପର୍ସନାଲ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନ ହେବା ଯାଏଁ ନୂଆ ପ୍ରାଇଭେସି ପଲିସି କାର୍ଯ୍ୟକାରୀ କରାଯିବ ନାହିଁ ବୋଲି କହିଛି ହ୍ବାଟସଆପ୍ । ହାଇକୋର୍ଟରେ କମ୍ପାନୀ…

ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ : ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା । ଏନେଇ ସୂଚନା ଦେଇଛନ୍ତି ଟିକା ନେଇ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ଡାକ୍ତର ଏନ.କେ ଆରୋରା । ଯେଉଁ ହାରରେ ଦେଶରେ ଟିକାଦାନ ଚାଲିଛି, ତାହା ତ୍ବରାନ୍ବିତ ହୋଇଛି । ଏବଂ ଡିସେମ୍ବର ସୁଦ୍ଧା ଦେଶର…

ରୁଷିଆରେ ତାଲିବାନର ବଡ ଘୋଷଣା, ଆଫଗାନିସ୍ତାନର ୮୫ ପ୍ରତିଶତ ଆମ କବଜାରେ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡିବା ତାଲିବାନଙ୍କ ଏକ ବଡ ବିଜୟ ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨୦ ବର୍ଷ ଆମେରିକା ଏଠାରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ ସଫଳ ହୋଇ ନାହିଁ କହିଲେ ଭୁଲ ହେବନି । ଶୁକ୍ରବାର ରୁଷିଆର ଏହାର ପ୍ରମାଣ ମିଳିଛି । ମସ୍କୋରେ ଆୟୋଜିତ ଏକ…

ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଦାୟିତ୍ୱ

ଭୁବନେଶ୍ୱର : ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ନୂଆ ମୁହଁ । ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବଙ୍କ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । କ୍ୟାବିନେଟ ପାହ୍ୟା ପାଇବାରେ ପ୍ରଥମ ଓଡ଼ିଶା ସାଂସଦ ହେଉଛନ୍ତି ଅଶ୍ୱିନୀ । ଦୁଇ ଦୁଇଟି ଦାୟିତ୍ୱ ଗ୍ରହଣ କରିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଭାବେ…

ମହିଳା ଦୀର୍ଘାୟୁ; ସୁସ୍ଥ ବଞ୍ଚନ୍ତି ପୁରୁଷ

ନୂଆଦିଲ୍ଲୀ: ବଦଳୁଥିବା ସମୟ, ପରିବର୍ତ୍ତିତ ପାଣିପାଗ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଓ ମେଡିସିନର ବହୁଳ ବ୍ୟବହାର ମଣିଷର ଆୟୁ କମାଇଦଇଛି। ଓ୍ଵାର୍ଲଡ ହେଲଥ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ ଭାରତରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ହାରାହାରି ୩ ବର୍ଷ ଅଧିକ ବଞ୍ଚନ୍ତି। କିନ୍ତୁ ଉତ୍ତମ…

ଏହି ରାଜ୍ୟରେ ପ୍ରଥମ କପ୍ପା ଭାରିଆଣ୍ଟ ଚିହ୍ନଟ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ଦୁଇଟି ମାମଲା ଚିହ୍ନଟ ହେବା ପରେ ବର୍ତ୍ତମାନ ରାଜ୍ୟରେ କରୋନାର କପ୍ପା ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ୟୁପିରେ କପ୍ପା ଭାରିଆଣ୍ଟ ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ…

କୋଭାକ୍ସିନକୁ ମିଳିବ ‘ହୁ’ ର ଅନୁମତି!

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିପାରେ ହୁର ଅନୁମତି। କୋଭାକ୍ସିନର ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଭରତ ବାୟୋଟେକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନକୁ ଅପେକ୍ଷା କରିଥିବାବେଳେ WHO ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ବାମୀନାଥନ୍‌ କହିଛନ୍ତି ଯେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ତଥ୍ୟ…

ଭାରତୀୟ ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ହଟାଇଲା ଏହି ଦେଶ

ନୂଆଦିଲ୍ଲୀ: ଭାରତ ଉପରୁ ବିମାନ ଚଳାଚଳ ଉପରେ କଟକଣା ହଟାଇଲା ଲେବାନନ। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ଏହି ଦେଶ। ଜୁଲାଇ ୧୨ ରୁ ଭାରତ ସମେତ ଆହୁରି ଅନେକ ଦେଶ ଉପରେ କରୋନା ଯୋଗୁ ଲାଗିଥିବା କଟକଣାକୁ କୋହଳ…