Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନିସ୍ତାନରେ ପୁଣି ଥରେ ସକ୍ରିୟ ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଥରେ ସକ୍ରିୟ ହେଲେଣି ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ । ଏବେ ଏହି ଆତଙ୍କୀ ଗୋଷ୍ଠୀ ଆଫଗାନିସ୍ତାନର ଦକ୍ଷିଣୀ ସହରକୁ କବଜା କରିବାକୁ ଚେଷ୍ଟା ଚଳାଇଛନ୍ତି । ଆଫଗାନିସ୍ତାନରେ ଏଭଳି ସ୍ଥିତି ଯୋଗୁ କାନ୍ଧାର ସ୍ଥିତ ବାଣିଜ୍ୟ ଦୂତାବାସରୁ ୫୦ ଭାରତୀୟ…

୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟାକୁ ଟପିବ ଭାରତ

ନୂଆଦିଲ୍ଲୀ : ଚିନ୍ତା ବଢାଉଛି ଜନସଂଖ୍ୟା । ବଢିବାରେ ଲାଗିଛି ଭାରତ ସମେତ ବିଶ୍ବର ଲୋକ ସଂଖ୍ୟା । ଆଜି ବିଶ୍ବ ଜନସଂଖ୍ୟା ଦିବସରେ ଜନସଂଖ୍ୟା ବୃଦ୍ଧିକୁ ନେଇ ବଢିଛି ଚିନ୍ତା । ୨୦୨୦ରେ ବିଶ୍ବର ଜନସଂଖ୍ୟା ୭୭୯ କୋଟି ଥିବା ବେଳେ କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ଯାହାକି ବିଶ୍ବ…

ଆଲଫା, ବିଟା ଭାରିଆଣ୍ଟରେ ସଂକ୍ରମିତ ୯୦ ବର୍ଷିୟା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ଦିନ ବେଲଜିୟମର ଜଣେ ୯୦ ବର୍ଷ ବୟସ୍କା ମହିଳା ଉଭୟ ଆଲଫା ଏବଂ ବିଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ମହିଳା ଜଣକ ମାର୍ଚ୍ଚ ୩ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମିତ…

ବିଶ୍ବ ଜନସଂଖ୍ୟା ଦିବସରେ ଯୋଗୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଉତ୍ତରପ୍ରଦେଶ : ବିଶ୍ବ ଜନସଂଖ୍ୟା ଦିବସରେ ଯୋଗୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଉତ୍ତରପ୍ରଦେଶରେ ଲାଗୁ ହୋଇପାରେ ପ୍ରସ୍ତାବିତ ନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ । ନିୟନ୍ତ୍ରଣ ବିଲର ଡ୍ରାଫ୍ଟ ଅନୁଯାୟୀ, ଦୁଇରୁ ଅଧିକ ସନ୍ତାନ ଥିଲେ ଜଣେ ସ୍ଥାନୀୟ ନିର୍ବାଚନ ଲଢିପାରିବ ନାହିଁ ।…

ଟେରର ଫଣ୍ଡିଂ ମାମଲାରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ : ଟେରର ଫଣ୍ଡିଂ ମାମଲାରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢ଼ାଉ । ଅନନ୍ତନାଗ ଓ ଶ୍ରୀନଗରରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଅନନ୍ତନାଗ ଜିଲ୍ଲାରୁ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଶ୍ରୀନଗରରୁ ଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଛି ।…

କୋଭିଡରେ ଗଲାଣି ୮୬୦ ଡାକ୍ତରଙ୍କ ଜୀବନ

ଭୁବନେଶ୍ବର : ଦେଶରେ ତାଣ୍ଡବ ରଚିଛି ମହାମାରୀ କରୋନା । ଅନେକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଜୀବନ ନେଇଛି ଭାଇରସ । ତେବେ ଏହାରି ଭିତରେ ଆଇଏମଏ ଦେଇଛି ସାଂଘାତିକ ତଥ୍ୟ । କୋଭିଡ ଚିକିତ୍ସା ସମୟରେ ଦେଶର ପାଖାପାଖି ୮୬୦ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଆଇଏମଏ ।…

ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଦେଶବାସୀଙ୍କୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦେଶବାସୀଙ୍କୁ ତୃଣମୂଳ ସ୍ତରରେ ଅତୁଳନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ପଦ୍ମ ପୁରସ୍କାର ନାମାଙ୍କନ ପଠାଇବାକୁ କହିଛନ୍ତି। “ଭାରତରେ ଅନେକ ଦକ୍ଷ ବ୍ୟକ୍ତି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରରେ ନିଃସ୍ବାର୍ଥପର ଭାବେ…

ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର। ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନାମିତ କରିଛି। ଏ ନେଇ କମ୍ପାନୀ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୱିଟର ୱେବସାଇଟରେ ଅପଡେଟ୍ ହୋଇଥିବା ସୂଚନା ଅନୁଯାୟୀ,…

କର୍ଣ୍ଣାଟକର ୧୯ ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଥାୱରଚାନ୍ଦ ଗେହଲଟ୍

ବେଙ୍ଗାଲୁରୁ: ଭେଟେରାନ୍ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର ଦିନ କର୍ଣ୍ଣାଟକର ୧୯ ତମ ରାଜ୍ୟପାଳ ବାଜୁଭାଇ ରୁଦାଭାଇ ଭାଲାଙ୍କ ଉତ୍ତରାଧିକାରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୭୩ ବର୍ଷୀୟ ଗେହଲଟ୍ କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ…

ଆତଙ୍କବାଦୀଙ୍କୁ ସହଯୋଗ କରୁଥିଲେ, ବିଦା ହେଲେ ୧୧ ସରକାରୀ କର୍ମଚାରୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ୧୧ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଲ, ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟେଦ ସଲ୍ଲାଉଦ୍ଦିନର ୨ ପୁଅ(ସୟେଦ ଅହମ୍ମଦ ସକିଲ, ଶାହିଦ ୟୁସୁଫ) ଓ କିଛି ଶିକ୍ଷକ ସାମିଲ…