Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତିହାର ଜେଲକୁ ସ୍ଥାନାନ୍ତର ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୯ ଯାଏଁ ବୃଦ୍ଧି କରିଛନ୍ତି। ସୁଶୀଲଙ୍କୁ ମାଣ୍ଡୋଲି ଜେଲରୁ ଏବେ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ପଢନ୍ତୁ-…

ପିନାକ ରକେଟର ସଫଳ ପରୀକ୍ଷଣ

ବାଲେଶ୍ବର : ସ୍ବଦେଶୀ ଦୂରଗାମୀ ପିନାକର ସଫଳ ପରୀକ୍ଷଣ । ଚାନ୍ଦିପୁର ଠାରେ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରରୁ ପିନାକର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଥିଲା ।…

ପ୍ୟାନ କାର୍ଡ ଓ ଆଧାର ଲିଙ୍କ ଅବଧି ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ପ୍ୟାନ ଏବଂ ଆଧାର କାର୍ଡ ଲିଙ୍କ ସମୟସୀମାକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି । ଏହା ଅନୁସାରେ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଏହାର ଲିଙ୍କ କରାଯାଇ ପାରିବ । ପୂର୍ବରୁ ଏହାର ସମୟ ସୀମା…

୧୮-୪୪ ବର୍ଗଙ୍କ ଟିକାକରଣ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ବୁକିଂ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ବିଏମସିର ଟ୍ବିଟ…

ଓଡିଶାରେ ପ୍ରଥମ କୋଭିଡ ଡେଲ୍ଟା ପ୍ଲସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତରୁ ଡେଲଟା ପ୍ଲସ ଭାରିଆଣ୍ଟର ୪୮ ଟି ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ (ଏନସିଡିସି) ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂ। ପ୍ରାୟ ୪୫ ହଜାର…

ନୋଭାଭାକ୍ସ ଟିକା ଉତ୍ପାଦନ ଆରମ୍ଭ କଲା ସେରମ୍‌

ନୂଆଦିଲ୍ଲୀ: ନୋଭାଭାକ୍ସର ପ୍ରଥମ ବ୍ୟାଚ୍ କୋଭିଡ୍ ଟିକା ଉତ୍ପାଦନ ଆରମ୍ଭ କରିଛି ସେରମ୍‌। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲା ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ନୋଭାଭାକ୍ସ ଟିକା “ଆମର ଆଗାମୀ ପିଢିଙ୍କ ଲାଗି ଅଧିକ ଲାଭଦାୟକ ହୋଇପାରେ। ବିଶେଷ କରି ୧୮ ବର୍ଷରୁ କମ୍…

ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

ଇସଲାମବାଦ: ପାକିସ୍ତାନକୁ ଶୁକ୍ରବାର ବଡ ଝଟକା ଲାଗିଛି । ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଛି । ଆତଙ୍କବାଦୀଙ୍କୁ ଫଣ୍ଡିଂ କରିବା ଏବଂ ନିଜ ଦେଶରେ ଆଶ୍ରୟ ଦେଉଥିବା ନେଇ ଏଫଏଟିଏଫ ପାକିସ୍ତାନ…

ଡେଲଟା ପ୍ଲସକୁ ନେଇ ବଢ଼ିଲା ଭୟ, ମହାରାଷ୍ଟ୍ରରେ ନେଲା ପ୍ରଥମ ଜୀବନ

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହରକୁ ନେଇ ଭୟ ଥମିନଥିବା ବେଳେ, ଏବେ ଡରାଇଲାଣି ଡେଲଟା ପ୍ଲସ ଭୂତାଣୁ । ଡେଲଟା ଦୁର୍ବଳ ହେଉଥିବା ବେଳେ ଡେଲଟା ପ୍ଲସକୁ ନେଇ ବଢ଼ିଲାଣି ଭୟ । ଦ୍ବିତୀୟ ଲହର ପରେ ଏବେ ଡେଲଟା ପ୍ଲସକୁ ନେଇ ତୃତୀୟ ଲହରର ଆଶଙ୍କା କଲେଣି ବିଶେଷଜ୍ଞ । ସେପଟେ ଦେଶର ବିଭିନ୍ନ…

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୭୭୬ ଡାକ୍ତରଙ୍କ ଜୀବନ

ନଆଦିଲ୍ଲୀ: କରୋନା ଦ୍ବିତୀୟ ଲହର ଯୋଗୁ ଗଲାଣି ୭୭୬ ଜଣ ଡାକ୍ତରଙ୍କ ଜୀବନ। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୭୭୬ ଜଣ ଡାକ୍ତର କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ତଥ୍ୟରେ ଅନୁଯାୟୀ…

ରଥଯାତ୍ରା ସମୟରେ ପୁରୀକୁ ଗଡ଼ିବନି ଟ୍ରେନ୍

ଭୁବନେଶ୍ବର : ରଥଯାତ୍ରା ସମୟରେ ପୁରୀକୁ ଗଡିବନି ଟ୍ରେନ୍ । କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛି ରେଳ ବିଭାଗ । ନିଷ୍ପତ୍ତି ଅନୁସାରେ, ୨୬ଟି ଦୂର ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ଏବଂ ଖୋର୍ଦ୍ଧା ରୋଡରୁ ଏହାର ଫେରନ୍ତା ଯାତ୍ରା…