Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇଟି ମନ୍ତ୍ରୀଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ୍‌ କଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ଆଜି ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରିଥିଲା। ମନ୍ତ୍ରୀଙ୍କ ଭାରତୀୟ ଟ୍ୱିଟର ବିକଳ୍ପ କୁ ଆପ୍‌ରେ ଏକ ପୋଷ୍ଟ ଅନୁଯାୟୀ କମ୍ପାନୀ ପ୍ରାୟ ଏକ ଘଣ୍ଟା ପାଇଁ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲା। କିନ୍ତୁ ପରେ ଏହାକୁ ପୁଣି ଥରେ…

ପ୍ରଥମ କରୋନା ମାମଲା ଡିସେମ୍ବର ନୁହେଁ ଅକ୍ଟୋବର ୨୦୧୯ରେ ଚିହ୍ନଟ ହୋଇଥିଲା; ରିପୋର୍ଟ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଚୀନ୍‌ର ଉହାନ ସହରରୁ ସାରା ବିଶ୍ବକୁ ବ୍ୟାପିଥିବା ମାରାତ୍ମକ କରୋନା ଭୂତାଣୁ ଏବେ ଥମିବାର ନାଁ ନେଉନାହିଁ। ରଙ୍ଗ ବଦଳେଇ ଚାଲିଛି ମାରାତ୍ମକ ଭୂତାଣୁ। ଏକ ନୂତନ ଅଧ୍ୟୟନ ଅନୁଯାୟୀ କୋଭିଡ୍-୧୯ ସୃଷ୍ଟି କରୁଥିବା ଭୂତାଣୁ ଡିସେମ୍ବର ନୁହେଁ ବରଂ ଅକ୍ଟୋବର ୨୦୧୯‌ରୁ…

ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ ଦେଶର ପ୍ରଥମ ସ୍ୱଦେଶୀ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ ; ରାଜନାଥ ସିଂ

କୋଚି: ଆସନ୍ତା ବର୍ଷ ଭାରତର ପ୍ରଥମ ସ୍ୱଦେଶୀ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ 'ଆଇଏନ୍ଏସ୍ ବିକ୍ରାନ୍ତ' କାର୍ଯ୍ୟକ୍ଷମ ହେବ। ଏ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୋଚିରେ କହିଛନ୍ତି। ସ୍ୱଦେଶୀ ବିମାନ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ 'ଆଇଏନ୍ଏସ୍ ବିକ୍ରାନ୍ତ'ର ନିର୍ମାଣର ଅଗ୍ରଗତି…

କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଫିଲିପାଇନ୍ସର ଅନୁମୋଦନ

ଫିଲିପାଇନ୍ସ: ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ମିଳିଲା ଅନୁମତି। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି। କମ୍ପାନୀ…

ମହାରାଷ୍ଟ୍ରରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନାର ନୂଆ ରୂପ ଅର୍ଥାତ୍‌ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଏବେ ଚିନ୍ତା ବଢାଇଲାଣି। ମହାରାଷ୍ଟ୍ରରେ ଶୁକ୍ରବାର ଦିନ କୋଭିଡ-୧୯ ର ନୂତନ ଡେଲଟା ପ୍ଲସ ଭାରିଆଣ୍ଟ ପ୍ରଥମ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ମୁମ୍ବାଇର ଘାଟକୋପରରୁ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…

ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢାଉ

ମୁମ୍ବାଇ: ଅର୍ଥ ହେରଫେର୍‌ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁରରେ ଥିବା ନଜସ୍ବ ବାସଭବନରେ ଚଢାଉ କରିଛି। ଏହାପୂର୍ବରୁ (ସିବିଆଇ) ଏପ୍ରିଲରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମୁମ୍ବାଇରେ ଥିବା ଦେଶମୁଖଙ୍କ ଘର…

ଟିକାକରଣ ବାଧ୍ୟତାମୂଳକ ହୋଇପାରିବ ନାହିଁ; ମେଘାଳୟ ଏଚ୍‌ସି

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶବାସୀଙ୍କୁ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଭିତରେ ମେଘାଳୟ ହାଇକୋର୍ଟ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ। ମେଘାଳୟର ଅନେକ ଜିଲ୍ଲା…

ଅକ୍ସିଜେନ ଅଡିଟ କିମିଟି ରିପୋର୍ଟ, ଆବଶ୍ୟକତାଠାରୁ ଅଧିକ ଦାବୀ କରିଥିଲା ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଅକ୍ସିଜେନ ଅଡିଟ କମିଟି ଗୁରୁବାର ରିପୋର୍ଟ ଦାଖଲ କରିଛି । କରୋନା ମହାମାରୀ ଦ୍ୱିତୀୟ ଲହରୀରେ ସମୟରେ ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ଅଧିକ ଅକ୍ସିଜେନ ଦାବୀ କରିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛଇ । ଏପରିକି ଦିଲ୍ଲୀ ସରକାର ଯେତିକି ଦରକାର ତାଠାରୁ…

ଦେଶରେ ୫୧,୬୬୭ ଜଣ ନୂଆ ପଜିଟିଭ ; ୧୩୨୯ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ଆରୋଗ୍ୟ ଲାଗ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩ କୋଟି ୦୧ଲକ୍ଷ ୩୪ ହଜାର ୪୪୫…

ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ

ବ୍ରାଜିଲ : ବିଭିନ୍ନ ରାଷ୍ଟ୍ରରେ ପୁଣି ଚିନ୍ତା ବଢାଇଲାଣି କିଲର ଭାଇରସ । ଏହି କ୍ରମରେ ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ । କରୋନା ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ପୁଣି ଦେଖାଦେଇଛି ଆତଙ୍କ । ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି-…