Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ସୋନୁଙ୍କ ବଦାନ୍ୟତା

ଜାଲୋର: ପୁଣି ସୋନୁଙ୍କ ବଦାନ୍ୟତା । ଲକ୍ ଡାଉନ ସଟଡାଉନ୍ ସମୟରୁ ଲୋକଙ୍କୁ ସହଯୋଗ କରୁଥିବା ସୋନୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଜଣେ ଗରିବ ଦିନ ମଜୁରୀଆଙ୍କ ପିଲାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ସୋନୁ । ରାଜସ୍ଥାନ ଜାଲୋରର ଶିଶୁ ସମ୍ପର୍କରେ ସୋନୁ ସୁଦଙ୍କୁ ଟ୍ୱିଟ କରି…

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କୌଣସି ବାହାନା ନ କରି ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି କୌଣସି ବାହାନ ନ କରି ଏହି ନିୟମ ଲାଗୁ କର । ଗୋଟିଏ ସମସ୍ୟା ସମାଧାନ ବେଳେ ଆମେ ଆଉ ଏକ…

ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି

ନୂଆଦିଲ୍ଲୀ : ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବାଧ୍ୟତାମୂଳକ ନିୟମ ସମ୍ପର୍କରେ ଅବଗତ କରିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ଏହି ନିୟମ…

ଦ୍ୱିତୀୟ ଡୋଜ ଟିକା ନେବା ପରେ ଶରୀରରେ ଉତ୍ପନ ହେଲା ଚୁମ୍ବକୀୟ ଶକ୍ତି; ସହଜରେ ଲାଗି ଯାଉଛି ଷ୍ଟିଲ୍‌ ଓ ଲୁହା ଜିନିଷ

ନାସିକ: କୋଭିଡ୍‌-୧୯ ବିରୁଦ୍ଧରେ ଟିକାକରଣକୁ ‌ସମଗ୍ର ଦେଶରେ ବେଶ୍‌ ଗୁରୁତ୍ବ ଦିଆଯାଉଛି। କୋଭିଡ୍‌ ଟିକା ନେଇଥିବା ଲୋକଙ୍କଠାରେ ଅନେକ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ଜ୍ୱର, ବାନ୍ତି, ଥଣ୍ଡା, ମୁଣ୍ଡବିନ୍ଧା ଟିକା ନେଲେ ଏମିତି ସବୁ ସାଧାରଣ ପାର୍ଶ୍ବ…

ଟିଏମସି ଫେରିଲେ ମୁକୁଲ ରୟ, ୨୦୧୭ରେ ଛାଡିଥିଲେ

କୋଲକାତା: ବିଜେପି ଛାଡି ପୁଅ ଶୁଭ୍ରାଂଶୁଙ୍କ ସହ ପୂର୍ବ ଦଳ ଟିଏମସି ଫେରିଛନ୍ତି ମୁକୁଲ ରୟ। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଘୋରର ଛେଲେ ଘୋର ଫିରଲୋ। ମୁକୁଲ ଅନ୍ୟମାନଙ୍କ ପରି ଦେଶଦ୍ରୋହୀ ନୁହଁନ୍ତି ବୋଲି ସେ କହିଛନ୍ତି। ଏନେଇ ମୁକୁଲ…

ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍ । ପୁଣି ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ଏହି ରୁଟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ୦୫୬୪୪/୦୫୬୪୩…

ଆମେରିକାର ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର: ଆମେରିକାର ମିନ୍ନେସୋଟାରେ ଶ୍ରୀ ଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ । ହିନ୍ଦୁ ମନ୍ଦିର ପରିସରରେ ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ । ଆମେରିକୀୟ ସମୟ ସକାଳ ୧୧.୩୦ ମିନିଟରେ ସିନେଟର ଆମି କ୍ଲୋବୁଚର୍ ଏବଂ ମାପଲଗ୍ରୋଭର ମେୟର ମାର୍କ…

ହୋମ ଡେଲିଭରି ଏଜେଣ୍ଟଙ୍କୁ ଟିକାକରଣ

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏ ସ୍ଥିତିରେ ବର୍ତ୍ତମାନ ସମସ୍ତ ଟିକା କରଣ ଉପରେ ଧ୍ୟାନ ଦିଆଯାଉଛି । ଏହି ପର୍ଯ୍ୟାୟରେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଅନଲାଇନ୍ ସପିଂ କମ୍ପାନୀ ସହିତ ଜଡିତ ହୋମ ଡେଲିଭରି…

କରୋନା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର ଅଭିଯୋଗରେ ଫିଲ୍ମ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

କୋଚି: କରୋନା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର କରି ଅଡୁଆରେ ଫିଲ୍ମ ନିର୍ମାତା ଆୟେଶା ସୁଲତାନା। ଟିଭି ବିତର୍କ ସମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ନାଁରେ ଏଫ୍‌ଆଇଆର ଦାଖଲ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ବିଜେପି…

ସ୍ୱର୍ଗତ ବାଲ୍‌ ଠାକରେଙ୍କ ନାମରେ ନାମିତ ହେବ ନାଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର

ମୁମ୍ବାଇ: ନାଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲ୍‌ ଠାକରେଙ୍କ ନାମରେ ନାମିତ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। ଏହାକୁ ଏକ ସ୍ବତନ୍ତ୍ର ବିମାନ ବନ୍ଦରର ପରିଚୟ ମିଳିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ…