Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହ୍ୱାଟ୍‌ସଆପ୍‌ ଚାଟ୍‌ ଖୋଲିଲା ରାଜ୍‌ଙ୍କ ଗୁମର

ମୁମ୍ବାଇ: ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ କରୁଥିବା ଓ ଏଥିପାଇଁ ଆକ୍ଟରମାନଙ୍କୁ ବଳପୂର୍ବକ ଭାବେ ବାଧ୍ୟ କରୁଥିବା ଅଭିଯୋଗରେ ଗତକାଲି ବିଳମ୍ବତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ଶାଖା ଗିରଫ କରିଛି। ଆଜି କ୍ରାଇମ୍‌ ବ୍ରାଞ୍ଚ…

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି । ନାରାୟଣପୁର…

ଆତ୍ମସମର୍ପଣ କଲେ ବୋଲି ମାରିଦେଲେ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା ।…

ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ଥରେ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ, ଏପ୍ରିଲ୍ ୨୦୨୦ରେ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଯାହା ପରେ ସେ ତାଙ୍କ ପ୍ରଶଂସକଙ୍କ ସାହାଯ୍ୟ ଲୋଡଥିଲେ। ଏଥର କିନ୍ତୁ ହ୍ୟାକର୍ ପ୍ରୋଫାଇଲ୍ ନାମକୁ…

ଭାରତରେ ବ୍ୟବହୃତ ସମସ୍ତ କ୍ୟାଡ୍‌ବରୀ ପ୍ରଡକ୍ଟ ୧୦୦ ପ୍ରତିଶତ ଶାକାହାରୀ

ନୂଆଦିଲ୍ଲୀ: ଡାଏରୀ ମିଲ୍କ ଚକୋଲେଟ୍ ନିର୍ମାତା କ୍ୟାଡବରୀ ଏକ ସ୍ପଷ୍ଟୀକରଣ ଜାରି କରିଛି ଯେ ଭାରତରେ ପ୍ରସ୍ତୁତ ହେଉଥିବା କୌଣସି ଡାଏରୀ ଉତ୍ପାଦରେ କମ୍ପାନୀ ଗୋମାଂସ ବ୍ୟବହାର କରୁନାହିଁ। ଭାରତରେ ପ୍ରସ୍ତୁତ ହେଉଥିବା ସମସ୍ତ ଡାଏରୀ ପ୍ରଡକ୍ଟ ୧୦୦ ପ୍ରତିଶତ ଶାକାହାରୀ। ମୋଣ୍ଡେଲେଜ…

ଭାରତରୁ ବିମାନ ଉଡାଣ ଉପରେ କଟକଣା ବଢାଇଲା ଏହି ଦେଶ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଡେଲ୍‌ଟା ପ୍ରଜାତିର କ୍ଷୀପ୍ର ସଂକ୍ରମଣକୁ ନେଇ ଆଶଙ୍କା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବୈଜ୍ଞାନିମାନେ ମଧ୍ୟ ଚେତାଇ ଦେଇଛନ୍ତି ସତର୍କ ନ ରହିଲେ ସ୍ଥିତି ଗମ୍ଭୀର ହୋଇଯିବ। ଏହି ପରିପ୍ରେକ୍ଷୀରେ କାନାଡା ସରକାର ଭାରତରୁ ବିମାନ ଉଡାଣ ଉପରେ କଟକଣାକୁ ବୃଦ୍ଧି…

ଅଶ୍ଳୀଳ ଭିଡିଓ ମାମଲା; ରାଜ୍‌ଙ୍କ ପରେ ଆଉ ଜଣେ ଷଡଯନ୍ତ୍ରକାରୀ ଗିରଫ

ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବୀମୀଙ୍କୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଛି। ତେବେ ମୁମ୍ବାଇରେ ଅଶ୍ଳୀଳ ଭିଡିଓ ନିର୍ମାଣ ପାଇଁ ଆଜି ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ରିଆନ୍…

ବିବାହ କରିବାକୁ କହିବାରୁ ଜୀବନ ହାରିଲେ ଯୁବକ

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପଞ୍ଚାୟତ ଦ୍ୱାରା ଜଣେ ଝିଅ ସହ ବଳପୂର୍ବକ ବିବାହ କରିବା କହିବାରୁ ଜଣେ ୨୦ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏହି ଯୁବକ ଜଣକ ମାଲଦା ଜିଲ୍ଲାର ମାଣିକଚକ ଗାଁର ବୋଲି ଜଣାପଡିଛି। ରବିବାର…

ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ବାନ୍ଧିଲା ମୁମ୍ୱାଇ ପୋଲିସ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ । ତାଙ୍କୁ ଏକ ସଙ୍ଗୀନ ମାମଲାରେ ଗତକାଲି ରାତିରେ ଗିରଫ କରିଛି ମୁମ୍ୱାଇ ପୋଲିସ । ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଓ ସେଗୁଡ଼ିକୁ ଆପ୍ ଜରିଆରେ ରିଲିଜ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ରାଜ କୁନ୍ଦ୍ରା । ଏହି…

ଭାରତ ବିରୋଧରେ ହୀନ ରାଜନୀତି ଛାଡୁନି ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ବିରୋଧରେ ହୀନ ରାଜନୀତି ଛାଡୁନି ପାକିସ୍ତାନ । ଆଫଗାନିସ୍ତାନରେ ଥିବା ବିଭିନ୍ନ ଭାରତୀୟ ସଂସ୍ଥା ଓ ପ୍ରକଳ୍ପକୁ ଟାର୍ଗେଟ କରିବା ଲାଗି ତାଲିବାନକୁ ନିର୍ଦ୍ଦେଶ ଦେଇଛି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ । ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରେ ଏବେ ଅସ୍ଥିରତା ଲାଗି ରହିଥିବା…