Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶାଢ଼ୀ ପିନ୍ଧି ଗ୍ୟାସ୍ ସିଲିଣ୍ଡରରେ ଓ୍ୱାର୍କାଉଟ୍, ଲେଡି ବାହୁବଳିଙ୍କ ଭିଡିଓ ଦେଖନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯାଜପୁର ଜିଲ୍ଲାର ଜଣେ ବୋହୂ ଶାଢ଼ୀ ପିନ୍ଧି ସବୁ କାମ କରୁଛନ୍ତି । ଘୋଡ଼ା ଚଢ଼ିବାଠୁ ଆରମ୍ଭ କରି ଟ୍ରକ୍, ବସ୍ ଭଳି ଭାରିଯାନ ଚଳାଇବା । ବେଶ ଆରାମରେ ସବୁ କାମ କରି ପାରୁଛନ୍ତି ମହିଳା । ଠିକ୍ ସେମିତି ଶାଢ଼ୀ ପିନ୍ଧି ଜଣେ ମହିଳା ଗ୍ୟାସ୍ ସିଲିଣ୍ଡର ଜରିଆରେ…

କାନାଡା-ପଞ୍ଜାବୀ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କାନାଡା-ପଞ୍ଜାବୀ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍‌ କରିଛନ୍ତି କେନ୍ଦ୍ର ସରକାର। ଏହା ସହିତ ଅନ୍ୟ ତିନୋଟି ଆକାଉଣ୍ଟକୁ ମଧ୍ୟ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍‌ କରାଯାଇଛି। ଡିସେମ୍ବର ୨୦୨୦ ରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ…

ପଶୁଙ୍କ ପାଇଁ ଆସିଲା କୋଭିଡ୍ ଟିକା: ବିଶ୍ୱର ପ୍ରଥମ ଭାକସିନ୍ ବିକଶିତ କରିଛି ରୁଷ୍

ନୂଆଦିଲ୍ଲୀ: ଚୀନର ମାଂସ ମାର୍କେଟରୁ ପଶୁଙ୍କ ଦେହରୁ ମଣିଷ ପାଖରୁ ବ୍ୟାପିଛି କରୋନା ଭାଇରସ୍ । ଏକଥା ପ୍ରଥମରୁ କହି ଆସୁଛି ଚୀନ୍ । କରୋନା ଭାଇରସକୁ ନେଇ ଚାଲିଥିବା ରିସର୍ଚ୍ଚରୁ ଏଯାଏ ଏକଥା ସ୍ପଷ୍ଟ ହୋଇନି । ନିକଟରେ କିଛି ପଶୁଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଇଥିଲା । ଏବେ କରୋନା ଭାଇରସ…

ଭାରତୀୟ ନୌସେନାକୁ ମିଳିବ ଆମେରିକାର ସି ହକ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆମେରିକାର ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏମଏଚ-୬୦ଆର ସିହକ ହେଲିକପ୍ଟର ନୌସେନାରେ ମୁତୟନ ହେବ । ୨୪ଟି ହେଲିକପ୍ଟରରୁ ଜୁଲାଇ ଶେଷ ସୁଦ୍ଧା ୨ଟି ଭାରତକୁ…

ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ

ଜୋହାନ୍ସବର୍ଗ: ଜାତିର ପିତା ମହାତ୍ମା ଗାନ୍ଧୀ। ଦେଶରେ ସ୍ବତନ୍ତ୍ରତା ଫେରାଇ ଆଣିବା ପାଇଁ ଅନେକ ବଳିଦାନ ଦେଇଛନ୍ତି ଗାନ୍ଧୀଜୀ। ତେବେ ଗାନ୍ଧୀଜୀଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍‌ନାକୁ ଆସିଛି। ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ…

ଆରଏସଏସ ମାନସ ମନ୍ଥନରେ ନିଷ୍ପତି, ବିଧାନସଭା ନିର୍ବାଚନରେ ମୋଦିଙ୍କୁ ଚେହେରା କରାଯିବନି

ଲକ୍ଷ୍ନୌ:ଦିଲ୍ଲୀରେ ଆୟୋଜିତ ଆରଏସଏସ ମାନସ ମନ୍ଥନରେ କେତେଗୁଡିଏ ଦିଗ ପ୍ରତି ଆଲୋକପାତ କରାଯାଇଛି । ସଂଘଚାଳକ ମୋହନ ଭାଗବତ ଏବଂ ଦତାତ୍ରେୟ ହୋସବାଲେଙ୍କ ଉପସ୍ଥିତିରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଆଗାମୀ ବିଧାନସଭା ନିର୍ବାଚଗୁଡିକରେ ନରେନ୍ଦ୍ର ମୋଦିଙ୍କୁ ଚେହେରା ଭାବେ ବିଶେଷ…

୬୬ ଦିନ ପରେ ଦେଶରେ ଲକ୍ଷେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନାର ସେକେଣ୍ଡ ଓ୍ୱେଭ୍ । କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥହାର ଦ୍ରୁତ ବଢ଼ିବାରେ ଲାଗିଛି । ଖସୁଛି ଆକ୍ଟିଭ କେସ୍ । ୬୬ ଦିନ ପରେ ପ୍ରଥମ ଥର ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ତଳକୁ ହ୍ରାସ ପାଇଛି । ୨୪ ଘଣ୍ଟାରେ ସାରା…

ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓ ସାଓ୍ବନ ଟିଭି

ଭୁବନେଶ୍ବର : ସଂଗୀତ ଓ ଅଡିଓ ମନୋରଂଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓ ସାୱନ ଏହାର ନୂଆ ଭିଡିଓ ଉତ୍ପାଦ- ଜିଓ ସାୱନ ଟିଭି ଉନ୍ମୋଚନ କରିଛି । ଏହି ଭିଡିଓ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତ ହେଉଥିବା ବେଳେ, ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା…

ପୁଣେରେ ଅଗ୍ନିକାଣ୍ଡ; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ପୁଣେ: ମହାରାଷ୍ଟ୍ରର ପୁଣେ ସ୍ଥିତ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।…

ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ଏକ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହିତ ଆହତଙ୍କ…