Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅକ୍ସିଜେନ ମକ୍ ଡ୍ରିଲରେ ୨୨ ମୃତ; ସିଲ୍ ହେଲା ପାରସ୍ ହସ୍ପିଟାଲ

ଆଗ୍ରା: ଅକ୍ସିଜେନ ମକ୍ ଡ୍ରିଲ୍ ସମୟରେ ଆଗ୍ରାର ଏକ ଡାକ୍ତରଖାନାରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଆଗ୍ରାର ପାରସ୍ ହସ୍ପିଟାଲକୁ ସିଲ୍ କରାଯାଇଛି। ସୂଚନା ଅନୁଯାୟୀ, ମହାମାରୀ ଅଧିନିୟମ ଅନୁସାରେ ମେଡିକାଲ ସଞ୍ଚାଳକ ଡ. ଅରିଞ୍ଜୟ ଜୈନଙ୍କ ବିରୋଧରେ ମାମଲା…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରି ୨ ଗିରଫ

ପ୍ୟାରିସ୍: ଦକ୍ଷିଣ ପୂର୍ବ ଫ୍ରାନ୍ସର ଡ୍ରମ ଅଞ୍ଚଳରେ କେହି ବ୍ୟକ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କୁ ଚାପୁଡ଼ା ମାରିଛନ୍ତି। ବିଏଫଏମଟିଭି ଏବଂ ଆରଏମସି ରେଡିଓ ଅନୁଯାୟୀ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଗିରଫ ଲୋକଙ୍କୁ ପଚରାଉଚରା ମଧ୍ୟ…

ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରେସି ଜିଲ୍ଲାର କାଟ୍ରାସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର କମ୍ପ୍ଲେକ୍ସ ଭିତରେ ଥିବା ଏକ ବିଲ୍ଡିଂରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମନ୍ଦିର ନିକଟସ୍ଥ କଲିକା ଭବନରେ ଥିବା…

ଦୁନିଆରେ ଠପ୍ ହେଲା ଇଣ୍ଟରନେଟ୍ ସେବା; ବଡ଼ବଡ଼ ଓ୍ବେବସାଇଟ୍ ବନ୍ଦ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ବଡ ୱେବସାଇଟ୍ କିଛି ସମୟ ପାଇଁ ଠପ୍ ହୋଇଯାଇଥିବା ସୂଚନା ମିଳିଛି। ଆମାଜନ ସବ ୟୁକେ ସରକାରଙ୍କ ବିଭିନ୍ନ ୱେବସାଇଟ୍ ମଧ୍ୟ ଡାଉନ୍ ହୋଇ ପଡ଼ିଛି । ଏହି ତାଲିକାରେ ରହିଛି- ରେଡ୍ଡିଟ୍, ସ୍ପୋଟିଫାଇ, ଟ୍ୱିଚ୍, ଷ୍ଟାକ ଓଭରଫ୍ଲୋ, ଗିଟ୍ ହବ୍, ଗୋଭ.ୟକ୍ ଏବଂ…

ଜାଲ୍‌ ଜାତିଗତ ପ୍ରମାଣପତ୍ର ପାଇଁ ୨ଲକ୍ଷ ଫାଇନ୍‌ ଦେବେ ସାଂସଦ

ମୁମ୍ବାଇ: ଜାଲ୍‌ ଜାତିଗତ ପ୍ରମାଣପତ୍ର ପାଇଁ ୨ଲକ୍ଷ ଫାଇନ୍‌ ଭରିବେ ସାଂସଦ। ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ ଅମରାବତୀ ଲୋକସଭା ସଦସ୍ୟ ନବନୀତ କୌର ରାଣାଙ୍କୁ ଦିଆଯାଇଥିବା ଜାତିଗତ ପ୍ରମାଣପତ୍ରକୁ ବାତିଲ କରିଦେଇଛନ୍ତି। ଏହାଛଡ଼ା କୋର୍ଟ କହିଛନ୍ତି ଯେ ଏହା ହେଉଛି ଜାଲ ଜାତିଗତ…

ଏଣିକି କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ

ନୂଆଦିଲ୍ଲୀ: ଏଣିକି କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ। ଦେଶରେ ମହାମାରୀ ପ୍ରଭାବକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶର ସବୁ ନାଗରିକଙ୍କ ଲାଗି ମାଗଣା କରୋନା ଟିକା ଦେବା ପାଇଁ ଘୋଷଣା କରିଛନ୍ତି। ତେବେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଦେଶର…

ଗଙ୍ଗା ନଦୀ କରୋନା ସଂକ୍ରମିତ?

ନୂଆଦିଲ୍ଲୀ: ନିକଟରେ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ଗଙ୍ଗା ନଦୀରେ କୁଢ କୁଢ ଶବ ଉଦ୍ଧାର କରାଯାଇଥିଲା। ଏହି ମୃତ ଶରୀରଗୁଡ଼ିକ ଅନ୍ୟ କାହାର ନୁହେଁ ବରଂ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କର ଥିଲା ବୋଲି ଜଣାପଡ଼ିଥିଲା। ଏହାପରେ ଗଙ୍ଗା ନଦୀରେ କରୋନା ଭୂତାଣୁର ଉପସ୍ଥିତିକୁ ଆକଳନ…

ଏହି ରାଜ୍ୟରେ କୋହଳ ହେଲା କରୋନା କଟକଣା; ଜାରି ରହିବ ନାଇଟ୍‌ କର୍ଫ୍ୟୁ

ପାଟନା: ବିହାରରେ କୋହଳ ହେଲା କରୋନା କଟକଣା। ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ବିହାର ସରକାର କିଛି ମାତ୍ରାରେ କୋହଳ କରିଛନ୍ତି। ଏ ନେଇ ବିହାର ସିଏମ ନୀତୀଶ କୁମାର ଘୋଷଣା କରିଛନ୍ତି। ଆଗାମୀ ଏକ ସପ୍ତାହ ପାଇଁ ଏହି କଟକଣାକୁ କୋହଳ କରାଯାଇଛି। ସ୍ଥିତି ଦେଖି ପରବର୍ତ୍ତୀ…

ଅକ୍ସିଜେନ ମକ୍ ଡ୍ରିଲ୍‌ ସମୟରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ!

ଆଗ୍ରା: ଅକ୍ସିଜେନ ମକ୍ ଡ୍ରିଲ୍‌ ସମୟରେ ଆଗ୍ରାର ଏକ ଡାକ୍ତରଖାନାରେ ଅତି କମ୍‌ରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିଏ ଅଧିକ ଅସୁରକ୍ଷିତ ଏବଂ କାହା ଅବସ୍ଥା ବେଶି ଗୁରୁତର ଅଛି ତାହା ଜାଣିବା ପାଇଁ ଅକ୍ସିଜେନ ମକ୍ ଡ୍ରିଲ କରାଯାଇଥିଲା। ଏହା କରିବା ପରେ ଅତି କମରେ ୨୨ ଜଣ…

ଆସନ୍ତା ମାସରେ ମହାକାଶ ଯିବେ ଆମାଜନ ମୁଖ୍ୟ ଜେଫ ବେଜୋସ

ନୂଆଦିଲ୍ଲୀ: ଆମାଜନ ପ୍ରତିଷ୍ଠାତା ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଜେଫ ବେଜୋସ ମହାକାଶ ଯାତ୍ରା କରିବେ। ସେ ଆସନ୍ତା ଜୁଲାଇ ମାସ ୨୦ରେ ମହାକାଶ ଯିବେ। ତାଙ୍କ ସହିତ ତାଙ୍କ ଭାଇ ମାର୍କ ମଧ୍ୟ ମହାକାଶ ଯାତ୍ରା କରିବେ। ଆସନ୍ତା ମାସରେ ତାଙ୍କ ରକେଟ କମ୍ପାନୀ ବ୍ଲୁ ଅରିଜିନ୍‌ରୁ ପ୍ରଥମ…