Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଦଳିଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା

ନୂଆଦିଲ୍ଲୀ : ବଦଳିଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା । ଏହାସହ ପରୀକ୍ଷାର ଫଳାଫଳ ଦାଖଲ ପାଇଁ ତାରିଖ ବୃଦ୍ଧି କରିଛି ବୋର୍ଡ । ଏନେଇ ସିବିଏସଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ, କେବଳ ଅନଲାଇନ ଜରିଆରେ ହେବ ବିଦ୍ୟାଳୟରେ ବାକି ଥିବା…

ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଶହୀଦ କହିଲେ ହରଭଜନ, ପରେ କ୍ଷମା ମାଗିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ବିବାଦୀୟ ପୋଷ୍ଟ କରି ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂ ଭିନ୍ଦ୍ରେନୱାଲେଙ୍କୁ ସେ ଶହୀଦ ସମ୍ବୋନ୍ଧିତ କରିଛନ୍ତି । ଯାହାକୁ ନେଇ ସୋସିଆଲ ସାଇଟରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି…

ଏବେ ଦେଶରେ ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ୫ଟାରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ‌ସମ୍ବୋଧନ ବେଳେ ସେ ସମସ୍ତ ରାଜ୍ୟ ସରକାରଙ୍କ ଦାବିକୁ ପୂରା କରିଛନ୍ତି। ଜୁନ୍ ୨୧ ଠାରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ମାଗଣା କରୋନା ଟିକା ଘୋଷଣା କରିଛନ୍ତି। ଏବେ ସବୁ ନାଗରିକଙ୍କୁ ମିଳିବ ମାଗଣା…

ଆମ୍ବ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ପ୍ରଥମ ଚୀନ୍‌ ଦ୍ୱିତୀୟ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆସିଲା ମାତ୍ରେ ଆମ୍ବର ମଜା ନେବାକୁ ସମସ୍ତେ ଚାହିଁ ବସିଥାନ୍ତି। କାରଣ ଖରାଦିନେ ଚାରିଆଡେ ଖୋଲିଯାଇଥାଏ ଆମ୍ବର ପସରା। ବଜାରରେ ବିଭନ୍ନ ରକମର ଆମ୍ବ ଦେଖିବାକୁ ମିଳିଥାଏ। ସେ ଦେଶୀ ହେଉ କି ବିଦେଶୀ ଚାହିଦା ସବୁର ଅଧିକ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଉତ୍ପାଦନରେ…

ପୋଲିଙ୍ଗ ବୁଥ୍‌ରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଏଣିକି ପୋଲିଙ୍ଗ୍‌ ବୁଥ୍‌ରେ ବି ଲୋକଙ୍କୁ ଦିଆଯିବ କରୋନା ଟିକା। ମତଦାନ ବୁଥ୍‌ରେ ହେବ ଟିକାକରଣ କେନ୍ଦ୍ର। ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି 'ଜାହାଁ ଭୋଟ୍, ୱାହାଁ ଟିକାକରଣ' ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ବୁଥ୍ ସ୍ତରୀୟ ଅଧିକାରୀ (BLO)…

ଏହି ରାଜ୍ୟରେ ଜୁନ୍‌ ୨୦ ଯାଏ ବଢିଲା କରୋନା କର୍ଫ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ପୁଣି ବଢିଲା କରୋନା କର୍ଫ୍ୟୁ। ଜୁନ୍‌ ୨୦ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ଆନ୍ଧ୍ର ସରକାର। ଏ ନେଇ ଆନ୍ଧ୍ର ସରକାର ସୋମବାର ପୂର୍ବରୁ ଜାରି ରହିଥିବା କରୋନା କର୍ଫ୍ୟୁ ଅବଧିକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ କରୋନା କର୍ଫ୍ୟୁ ବଢିବା…

ମଗେଇଥିଲେ ଫ୍ରାଏଡ୍‌ ଚିକେନ୍‌ ଆସିଲା ଫ୍ରାଏଡ୍‌ ଟାୱେଲ୍‌

ନୂଆଦିଲ୍ଲୀ: ବାହାରୁ ଖାଦ୍ୟ ଅର୍ଡର କରି ଖାଇବା ଏବେ ଏକ ଫ୍ୟାଶନ୍‌ରେ ପରିଣତ ହୋଇଗଲାଣି। ଏହାର ଚାହିଦା କରୋନା ଲକ୍‌ଡାଉନ୍‌ ସମୟରେ ଅଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକ ବାହାରୁ ଖାଦ୍ୟ ଅର୍ଡର କରି ଖାଇବାକୁ ବେଶି ପସନ୍ଦ କରୁଛନ୍ତି। ଏହି…

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୫ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏ ନେଇ ସୋମବାର ପିଏମଓ ପକ୍ଷରୁ ଟୁଇଟ୍‌ ଜରିଆରେ ଏକ ସୂଚନା ପ୍ରଦାନ କରାଯାଇଛି। ଏହି ସୂଚନାରେ କୁହାଯାଇଛି ଯେ ପିଏମ୍‌ ମୋଦୀ ଆଜି ସନ୍ଧ୍ୟା ୫ ଟାରେ ଅଭିଭାଷଣ ଦେବେ।

କାହିଁକି ”ଆରେଞ୍ଜ୍‌ ମ୍ୟାରେଜ୍‌” କରିବାକୁ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ନୂଆଦିଲ୍ଲୀ: ୮୦ ଦଶକରେ କ୍ରିକେଟ୍‌ ଦୁନିଆର ଏକ ପ୍ରତିଷ୍ଟିତ ନାଁ ଥିଲେ ଇମ୍ରାନ୍‌ ଖାନ୍‌। ୧୯୭୧ ମସିହାରେ ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳି ସେ ପ୍ରଥମ ଥର ପାଇଁ କ୍ରିକେଟ୍‌ ଦୁନିଆରେ ପାଦ ରଖିଥିଲେ। ଏହା ଥିଲା ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ। ଏହା ବ୍ୟତୀତ ପାକିସ୍ତାନ…

ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର

ନୂଆଦିଳ୍ଲୀ: ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର। ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ଆମେରିକାର ନିୟମ ଉଲ୍ଲଂଘନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ଡିଲିଟ କରିବା ପରେ ଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ…