Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛତିଶଗଡରେ ସାମିଲ୍‌ ହେଲା ଆଉ ୪ ଜିଲ୍ଲା ଓ ୧୮ଟି ତହସିଲ

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସରେ ଜନସାଧାରଣଙ୍କୁ ଅଭିଭାଷଣ ବେଳେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ରାଜ୍ୟରେ ଆଉ ଚାରୋଟି ନୂତନ ଜିଲ୍ଲା ଏବଂ ୧୮ ଟି ନୂଆ ତହସିଲ ସାମିଲ୍‌ ହେବା ନେଇ ଘୋଷଣା କରିଛନ୍ତି। ନୂତନ ଜିଲ୍ଲାଗୁଡ଼ିକ…

ଜାତିଭିତ୍ତିକ ବିବାଦୀୟ ମନ୍ତବ୍ୟ ଦେଇ ଅଭିନେତ୍ରୀ ଗିରଫ

ଥିରୁବନନ୍ତପୁରମ୍: ଗିରଫ ହେଲେ ତାମିଲ ଅଭିନେତ୍ରୀ ମୀରା ମିତୁନ। ସୋସିଆଲ ମିଡିଆରେ ଜାତିଗତ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ। ତାଙ୍କ ବିରୋଧରେ ମାମଲା ମଧ୍ୟ ଦାଏର୍‌ ହୋଇଥିଲା। ମୀରାଙ୍କୁ ତାମିଲନାଡୁ ପୋଲିସର ସାଇବର କ୍ରାଇମ ୱିଙ୍ଗ ଗିରଫ କରିଥିବା ସୂଚନା ମିଳିଛି। ଅଗଷ୍ଟ ୧୨ରେ ପୋଲିସ…

୧୯୪୮ ପର୍ଯ୍ୟନ୍ତ ଭାରତୀୟ ମୁଦ୍ରା ବ୍ୟବହାର କରୁଥିଲା ପାକିସ୍ତାନ !

ନୂଆଦିଲ୍ଲୀ: ଆଜି ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଦିନ ବ୍ରିଟିଶ ରାଜର ସମାପ୍ତି ହେବା ସହିତ ଭାରତ ଓ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଏହି ବିଭାଜନକୁ ପରବର୍ତ୍ତୀ ସମୟରେ ତୀବ୍ର ହିଂସା ସୃଷ୍ଟି ହୋଇଥିଲା। ଆପଣ ଜାଣନ୍ତି କି ଦେଶ ସ୍ବାଧୀନ ହେବା ପରେ…

ମାଡୁଛି ତାଲିବାନ: ପ୍ରମୁଖ ସହରରୁ ଆଫଗାନିସ୍ତାନ ପାଖରେ ରହିଲା କେବଳ କାବୁଲ

କାବୁଲ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏବେ କାବୁଲ ମୁହାଁ ହୋଇଛନ୍ତି । ସେମାନଙ୍କ ରାସ୍ତାରେ ଯେଉଁ ସହର ପଡୁଛି ସେଗୁଡ଼ିକୁ ନିଜ କବଜାକୁ ନେଉଛନ୍ତି । ଏବେ ଜଲାଲାବାଦକୁ ନିଜ ଅକ୍ତିଆରକୁ ନେଇଛନ୍ତି ତାଲିବାନ । ନାଙ୍ଗରହାର…

ଏଣିକି ସୈନିକ ସ୍କୁଲରେ ଝିଅଙ୍କୁ ବି ଏଣ୍ଟ୍ରି

ନୂଆଦିଲ୍ଲୀ: ଆଜି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏଣିକି ଝିଅମାନେ ବି ସୈନିକ ସ୍କୁଲରେ ପଢିବାର ସୁଯୋଗ ଲାଭ କରିବେ। ଦେଶର ସମସ୍ତ ସୈନିକ ସ୍କୁଲର ଫାଟକ ଏବେ ଝିଅମାନଙ୍କ ପାଇଁ ମଧ୍ୟ ଖୋଲାଯିବ। ବର୍ତ୍ତମାନ ଦେଶରେ ୩୩ ଟି…

‘ଛୋଟା କିଷାନ, ଦେଶ କି ଶାନ୍’: ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର

ନୂଆଦିଲ୍ଲୀ: ଛୋଟା କିଷାନ୍ ବନେ ଦେଶ କି ଶାନ୍ । ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ନୂଆ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଅଭିଭାଷଣରେ ସେ କହିଛନ୍ତି, ଛୋଟା କିଷାନ୍, ଦେଶ କି ଶାନ୍ ହୁଅନ୍ତୁ ଏହା ତାଙ୍କର ସ୍ୱପ୍ନ । ଆଗାମୀ ଦିନରେ ଛୋଟ ଛୋଟ…

ସୀମାରେ ସ୍ୱାଧୀନତା ଦିବସ: ଲଦାଖରେ ଉଡ଼ିଲା ତ୍ରିରଙ୍ଗା

ଶ୍ରୀଗନର: ସୀମାରେ ସ୍ୱାଧୀନତା ଦିବସ ପାଳନ କଲେ ଦେଶରେ ଜାଗ୍ରତ ପ୍ରହରୀ । ଲଦାଖର ବିବାଦୀୟ ପାଙ୍ଗୋଙ୍ଗ ସୁରେ ଆଇଟିବିପି ଯବାନ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହି ଅବସରରେ ସେମାନେ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତ ମାତାର ନାରାରେ କମ୍ପିଥିଲା ପାଙ୍ଗୋଙ୍ଗ ସୁ ଅଞ୍ଚଳ ।…

ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ପଲ୍ଲୀଠୁ ଦିଲ୍ଲୀ ସବୁଠୁ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ୱାଧୀନତାର ସେହି ବିଶେଷ ମୁହୂର୍ତ୍ତକୁ ମନେ ପକାଉଛି ସାରା ଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପଜାତା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତିକିବେଳେ…

ଇତିହାସ ପୃଷ୍ଠାରେ ହଜି ଯାଇଥିବା ବିର୍ସା ମୁଣ୍ଡା, ତାନ୍ତିଆ ଟୋପେଙ୍କ ପରି ସମ୍ମାନୀତ ହେବେ ୧୪୬ ସ୍ୱାଧୀନତା ସଂଗ୍ରାମୀ…

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ପଛରେ ଅନେକ ମହାନ ବ୍ୟକ୍ତିଙ୍କ ବଳିଦାନ ରହିଛି । ଆମେ ଅଳ୍ପ କେତେକଙ୍କ ବିଷୟରେ ଜାଣିଛେ । ତେବେ ଇତିହାସ ପୃଷ୍ଠାରେ ହଜି ଯାଇଥିବା ବିର୍ସା ମୁଣ୍ଡା, ତାନ୍ତିଆ ଟୋପେ ଓ ସୁବାସ ଚନ୍ଦ୍ର ବୋଷଙ୍କ ପରି ୧୪୬ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସରକାର ସମ୍ମାନୀତି କରିବା…

ଆସାମ-ମିଜୋରମ ସୀମା ବିବାଦ ନେଇ ପୁଣି ଉତେଜନା

ହେଲିକାଣ୍ଡି: ଆସାମର ହେଲିକାଣ୍ଡଢି ଜିଲ୍ଲାର ଏକ ସ୍କୁଲ ଉପରେ ବୋମାମାଡ ହେବା ଯୋଗୁ ଆସାମ ଏବଂ ମିଜୋରମ ମଧ୍ୟରେ ସୀମା ବିବାଦ ନେଇ ପୁନର୍ବାର ଉତେଜନା ବୃଦ୍ଧି ପାଇଛି । ଏହି ବିସ୍ଫୋରଣରେ କେବଳ ସ୍କୁଲର ପାଚେରୀ ଭାଙ୍ଗି ଯାଇଛି । କୌଣସି ବଡ ଧରଣର ଅଘଟଣ ଘଟି ନାହିଁ ବୋଲି ହେଲିକାଣ୍ଡ ଏସପି…