Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ କବଜା କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ପୁଣି ତାଲିବାନ ହାତକୁ ଯାଇଛି ଶାସନ । ତାଲିବାନୀ ଗୋଟିଏ ପରେ ଗୋଟିଏ ସହର ନିଜ କବଜାରେ କରି କାବୁଲ ଦଖଲ କରିବା ପରେ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅସ୍ରଫ ଘନି । ଏହାପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଗତକାଲି ରାଷ୍ଟ୍ରପତି ଭବନ…

ତାଲିବାନ କବଳରେ ଆଫଗାନିସ୍ତାନ, ଭାରତ ଫେରିଲେ ୧୨୯ ନାଗରିକ

ନୂଆଦିଲ୍ଲୀ : ତାଲିବାନ କବଜାକୁ ଯାଇଛି ଆଫଗାନିସ୍ତାନ ରାଜଧାନୀ କାବୁଲ । ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି ପ୍ରକ୍ରିୟା । ତାଲିବାନ ଶକ୍ତି ସାମ୍ନାରେ ହାର ମାନିଛି ଦେଶର ସେନା । ତାଲିବାନୀଙ୍କ କବଜାକୁ ଆଫଗାନିସ୍ତାନ ଯିବା ପରେ ନିଜ ନାଗରିକ ଓ ଅଧିକାରୀଙ୍କୁ ସ୍ବଦେଶ…

ଦେଶ ଛାଡ଼ି ପଳାଇଲେ ଆଫଗାନିସ୍ତାନ ରାଷ୍ଟ୍ରପତି

କାବୁଲ: ପୁଣି ତାଲିବାନ ହାତରେ ଆଫଗାନିସ୍ତାନ ଶାସନ। କାବୁଲ ଦଖଲ କରିଛନ୍ତି ତାଲିବାନୀ । ଆତଙ୍କବାଦୀଙ୍କ ହାତକୁ ଦେଶକୁ ଟେକି ଦେଇ ପଳାଇଯାଇଛନ୍ତି ରାଷ୍ଟ୍ରପତି ଆସ୍ରଫ ଘନି। ସେ କିଛି ସହଯୋଗୀଙ୍କ ସହ ମିଶି କାଜିକିସ୍ତାନ ପଳାଇ ଯାଇଛନ୍ତି। ତାଲିବାନୀ କାବୁଲରେ ପ୍ରବେଶ କରିବା ପରେ ଘନି…

ତାଲିବାନ ପ୍ରସଙ୍ଗରେ ଟ୍ରମ୍ପ କାହିଁକି କହିଲେ ମୋତେ ମିସ୍ କରୁଛ କି..

ୱାଶିଂଟନ: ରାଷ୍ଟ୍ରପତି ଅସରଫ ଘନି ତାଙ୍କ ପଦରୁ ଇସ୍ତଫା ଦେବା ପରେ ତାଲିବାନ ହାତମୁଠାକୁ ଆଫଗାନିସ୍ତାନ ଚାଲିଯାଇଛି । ଏ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରିଛନ୍ତି । ଆମେରିକା ଦୂତାବସରେ ଏବେ ତାଲିବାନ ପତାକା…

ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କାବୁଲ: ତାଲିବାନ ଦଖଲରେ ସମ୍ପୂର୍ଣ୍ଣ ଆଫ୍‌ଗାନ ସାମ୍ରାଜ୍ୟ। ବଢିଚାଲିଛି ତାଲିବାନ ଆତଙ୍କ। ଆଫ୍‌ଗାନିସ୍ତାନର ସମସ୍ତ ପ୍ରମୁଖ ଅଞ୍ଚଳଗୁଡିକୁ ନିଜ କାବୁରେ ଆଣିସାରିଲାଣି ତାଲିବାନ। ରାଜଧାନୀ କାବୁଲକୁ ଛାଡିଦେଲେ ପ୍ରାୟ ସମସ୍ତ ପ୍ରାଦେଶିକ ଅଞ୍ଚଳକୁ ଅକ୍ତିଆର କରିସାରିଲାଣି ତାଲିବାନ। ଏବେ…

ଆଫ୍‌ଗାନିସ୍ତାନରେ ତାଲିବାନ ଆତଙ୍କ; ତାଲିବାନ କବ୍‌ଜାରେ ଆଉ ଏକ ପ୍ରମୁଖ ଅଞ୍ଚଳ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ଆଫଗାନିସ୍ତାନର ଜଣେ ଆଇନଜୀବୀ ଏବଂ ତାଲିବାନ କହିଛନ୍ତି ଯେ ମାଓବାଦୀମାନେ କାବୁଲର ପଶ୍ଚିମ ଦିଗର ଏକ ପ୍ରମୁଖ ପ୍ରାଦେଶିକ ରାଜଧାନୀକୁ ନିଜ କବ୍‌ଜାକୁ ନେଇଛି। ବିଦ୍ରୋହୀମାନେ ରବିବାର ଦିନ ମୈଦାନ ୱାର୍ଡକର ରାଜଧାନୀକୁ…

ସଂସଦରେ ଉପଯୁକ୍ତ ବିତର୍କର ଅଭାବ ରହିଛି; ସିଜେଆଇ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ସଂସଦରେ ଉପଯୁକ୍ତ ବିତର୍କର ଅଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ରମଣା କହିଛନ୍ତି। "ଆଇନ ପ୍ରଣୟନ କରୁଥିବାବେଳେ ସଂସଦରେ ଉପଯୁକ୍ତ…

ଝିଅମାନଙ୍କୁ ବଳପୂର୍ବକ ବିବାହ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ; ତାଲିବାନ

ନୂଆଦିଲ୍ଲୀ: ତାଲିବାନ ଝିଅମାନଙ୍କୁ ଏହାର ଯୋଦ୍ଧାମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଥିବା ଦାବିକୁ ଭିତ୍ତିହୀନ ବୋଲି କହିଛି। ଆଫଗାନିସ୍ତାନ ସରକାର ଏହା ବିରୁଦ୍ଧରେ କୁପ୍ରଚାର କରୁଥିବା ଅଭିଯୋଗ କରିଛି। ତାଲିବାନର ମୁଖପାତ୍ର ସୁହେଲ ଶାହିନ୍ କହିଛନ୍ତି ଯେ ଆଫଗାନିସ୍ତାନର ସମସ୍ତ…

ହାଇତି ଭୂମିକମ୍ପ ପରେ ହାହାକାର ସ୍ଥିତି: ଭଗ୍ନାଂବଶେଷ ତଳକୁ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଲୋକ

ହାଇତି: ଆମେରିକାର ହାଇତିରେ ଭୟଙ୍କର ଭୂମିକମ୍ପରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଶତାଧିକ ଜୀବନ ନେଇଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ ୩ଶହରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ । ୭.୨ ତୀବ୍ରତାରେ…

ଜମ୍ମୁକାଶ୍ମୀର; ୩ ବର୍ଷରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ଅଚଳ ହୋଇନି ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ: ୩ ବର୍ଷରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ଅଚଳ ହୋଇନି ଇଣ୍ଟରନେଟ୍‌ ସେବା। ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ସ୍ୱାଧୀନତା ଦିବସରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ପ୍ରଭାବିତ ହୋଇ ନାହିଁ। ଏଥର ସ୍ବାଧୀନତା ଦିବସ ଅବସରରେ ଜାମ୍ମୁ କାଶ୍ମୀରରେ ଶାନ୍ତି…