Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ATMରେ ଟଙ୍କା ନଥିଲେ ଫାଇନ୍ ଗଣିବେ ବ୍ୟାଙ୍କ, ଅକ୍ଟୋବର ୧ରୁ ନିୟମ ଲାଗୁ

ନୂଆଦିଲ୍ଲୀ: ଏଟିଏମରେ ଟଙ୍କା ନଥିଲେ ଏଣିକି ବ୍ୟାଙ୍କଗୁଡ଼ିକ ଫାଇନ୍ ଗଣିବେ । ଅକ୍ଟୋବର ୧ ତାରିଖରୁ ଏହି ନିୟମ ଲାଗୁ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ବିଭିନ୍ନ ସମୟରେ ଏଟିଏମରେ ଟଙ୍କା ନଥିବାରୁ ଟଙ୍କା ଉଠାଇବାରେ ଗ୍ରାହକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ…

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପରେ ଏବେ ତ୍ରିପୁରା ଟିଏମସି ଏବଂ ବିଜେପି ପାଇଁ ଏକ ନୂଆ କୁରୁକ୍ଷେତ୍ର ପାଲଟିଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ପରେ ଯାହା ଘଟିଥିଲା ​​ତାହା ବର୍ତ୍ତମାନ ଉତ୍ତର-ପୂର୍ବ ତ୍ରିପୁରାରେ ପୁନରାବୃତ୍ତି ହେଉଛି। ତ୍ରିପୁରା ପୋଲିସ ଟିଏମସି ସାଂସଦ…

ଅଲଗା ହେଲେ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି ଟିନା ଓ ଅଥର

ଜୟପୁର: ଅଲଗା ହେଲେ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି ଟିନା ଓ ଅଥର। ଜୟପୁରର ପରିବାର କୋର୍ଟ ଉଭୟଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। ନଭେମ୍ବର ୨୦୨୦ରେ ଉଭୟ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଦୁଇ ବର୍ଷ ବିବାହ ପରେ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୧୫…

କୋଭାକ୍ସିନ୍, କୋଭିଶିଲ୍ଡ ଟିକା ମିଶ୍ରଣ ଉପରେ ଅଧ୍ୟୟନକୁ ଡିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ: ଦୁଇଟି ପୃଥକ୍‌ ଟିକାର ମିଶ୍ରଣ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ କି ନାହିଁ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଜଣେ ବ୍ୟକ୍ତି ଉଭୟ କୋଭାକ୍ସିନ୍‌ ଓ କୋଭିଶିଲ୍ଡ ଟିକା ନେଇପାରିବ କି ନାହିଁ ତାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଭାରତରେ କୋଭାକ୍ସିନ ଏବଂ…

ନିଜ ମାତୃଭାଷା ନପଢିଲେ ହେବ ‘ଭାଷା ଅନାଥ‘ : ମିନି କ୍ରିଷ୍ଣନ୍

ଭୁବନେଶ୍ୱର : ଯଦି ନିଜ ମାତୃଭାଷାକୁ ପ୍ରାଥମିକ ସ୍ତରରେ ବିଦ୍ୟାଳୟର ଶିଶୁ ମାନେ ନପଢିବେ ଶେଷରେ ସେମାନେ ‘ଭାଷା ଅନାଥ‘ ହୋଇଯିବେ । ଏହିଭଳି ଏକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନିଜ ଚିନ୍ତା ଧାରା ସହ ବ୍ୟକ୍ତ କରିଛନ୍ତି ପ୍ରତିଷ୍ଠିତ ସ୍ତମ୍ଭକାର ତଥା ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ର…

ଶତାବ୍ଦୀ ଶେଷ ସୁଦ୍ଧା ଦେଶର ୧୨ ଟି ସହର ହୋଇଯିବ ଜଳମଗ୍ନ!

ନୂଆଦିଲ୍ଲୀ: (ଆଇପିସିସି) ର ନୂତନ ରିପୋର୍ଟରେ ଭାରତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଯାହା ପାଣିପାଗ ଏବଂ ପରିବେଶ କାରଣରୁ ଏକ ଅପ୍ରତ୍ୟାଶିତ ଉତ୍ତେଜନା ଦେଇ ଗତି କରୁଛି। ଆଗକୁ ଭାରତ ପ୍ରତି ବିପଦ ରହିଛି। ବିପଦ କାରଣ ହେଉଛି ସମୁଦ୍ର ପତ୍ତନ ବୃଦ୍ଧି। ଯାହା ଶତାବ୍ଦୀ ଶେଷ ସୁଦ୍ଧା ଦେଶର…

ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ, ବିମାନ ପଠାଇ ନିଜ ନାଗରିକଙ୍କୁ ଫେରାଇ ଆଣୁଛି ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଏବଂ ସେନା ମଧ୍ୟରେ ଜୋରଦାର ସଂଘର୍ଷ ଆରମ୍ଭ ହେବାରେ ଲାଗିଛି । ସ୍ଥିତି ସଙ୍ଗୀନ ହେବାରୁ ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ସ୍ୱଦେଶ ଫେରି ଆସିବେ ପାଇଁ କହିଛନ୍ତି । ଭାରତ ମଧ୍ୟ ଆଡଭାଇଜର ଜାରୀ କରିଛି । ନିଜ ଦେଶର ନାଗରିକ ଏବଂ ଅଧିକାରୀଙ୍କୁ ଫେରାଇ…

କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌

ନୂଆଦିଲ୍ଲୀ: କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କୋଭିଡ-୧୯ ବିରୋଧରେ ଲୋକଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବା ପାଇଁ ୱାଶିଂଟନ୍ କର୍ତ୍ତୃପକ୍ଷ କିଶୋରମାନଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଅଫର୍‌ ଦେଇଛନ୍ତି। ଯଦି ଆପଣ ୱାଶିଂଟନ୍…

‘Cashify’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେଲେ ରାଜ କୁମାର ରାଓ

ନୂଆଦିଲ୍ଲୀ: କାସିଫାଏର ପ୍ରଥମ ବ୍ରାଣ୍ଡ୍‌ ଆମ୍ବାସାଡାର ହେଲେ ଅଭିନେତା ରାଜ କୁମାର ରାଓ। ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବିକ୍ରୟ ତଥା କ୍ରୟ କରୁଥିବା ପୁନ-ବାଣିଜ୍ୟ ବଜାର କ୍ୟାସିଫାଏ ମଙ୍ଗଳବାର ଦିନ ଅଭିନେତା ରାଜକୁମାର ରାଓଙ୍କୁ ଏହାର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର…

ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ବଢାଇଲା ଏହି ଦେଶ

ଟରୋଣ୍ଟୋ: କରୋନା ମହାମାରୀ ଯୋଗୁ କାନାଡା ସରକାର ପୁଣିଥରେ ଭାରତରୁ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଭାରତରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କାନାଡା ସରକାର। ୨୧…