Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚଳିତ ସପ୍ତାହରେ ଭାରତ ପହଞ୍ଚିପାରେ ଏହି ବିଦେଶୀ ଟିକା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଭାରତ ପହଞ୍ଚିପାରେ ବିଦେଶୀ ଟିକା ମଡର୍ନା। ଏହି ବିଦେଶୀ ଟିକା ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସୋମବାର ବିଶେଷ ସୂତ୍ରରୁ ପ୍ରକାଶ। ରିପୋର୍ଟ ଅନୁଯାୟୀ, ଜୁଲାଇ ୧୫ ସୁଦ୍ଧା ପ୍ରଶାସନ ପାଇଁ ମଡର୍ନା ଟିକା ହସ୍ପିଟାଲରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ…

ଅଗଷ୍ଟରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ମାରାତ୍ମକ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସାରା ଦେଶରେ ହଜାର ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ସଦ୍ୟ ରିପୋର୍ଟ ଅନୁଯାୟୀ ତୃତୀୟ ତରଙ୍ଗ ଆସନ୍ତା ମାସରେ ଅଗଷ୍ଟ ମାସରେ ଭାରତକୁ ଛୁଇଁପାରେ। ଏସବିଆଇ ରିସର୍ଚ୍ଚ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆସନ୍ତା ମାସରେ ଭାରତ ଛୁଇଁପାରେ…

ଏଲଗାର ପରିଷଦ ଘଟଣାରେ ଗିରଫ ସାମାଜିକ କର୍ମୀ ଷ୍ଟନ ସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଏଲଗାର ପରିଷଦ-ମାଓବାଦୀ ଲିଙ୍କ ମାମଲାରେ ଅଭିଯୁକ୍ତ ସାମାଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ସୋମବାର ପରଲୋକ ହୋଇଛି। ଏ ନେଇ ତାଙ୍କ ପରାମର୍ଶଦାତା ବମ୍ବେ ହାଇକୋର୍ଟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା…

ଜୁଲାଇ ୧୩ ଯାଏ ଏହି ରାଜ୍ୟରେ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍‌: ସୋମବାର ଉତ୍ତରାଖଣ୍ଡ ସରକାର କୋଭିଡ କର୍ଫ୍ୟୁକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ଉତ୍ତରାଖଣ୍ଡ ସରକାର ଆଜି ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଜୁଲାଇ ୧୩ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ରହିବ। ମଲ୍‌ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଏବଂ…

ଟିକା ନେଇନଥିବା ଯୋଗୁ ୯୯.୨ ପ୍ରତିଶତ ଆମେରିକୀୟ କରୋନାରେ ପ୍ରାଣ ହରାଇଛନ୍ତି; ଡା. ଫାଉସୀ

ନୂଆଦିଲ୍ଲୀ: ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ଥୋନୀ ଫାଉସୀ ଦାବି କରିଛନ୍ତି ଯେ ଆମେରିକାରେ ସମ୍ପ୍ରତି କରୋନା ମୃତ୍ୟୁର ୯୯ ପ୍ରତିଶତରୁ ଅଧିକ ଟିକାକୃତ ନୁହେଁ। ଏକ ସାକ୍ଷାତକାରରେ ଡା. ଫାଉସି କହିଛନ୍ତି ଯେ ଜୁନ୍ ମାସରେ କରୋନା ସମ୍ବନ୍ଧୀୟ ମୃତ୍ୟୁହାର ୯୯.୨…

ଆଣ୍ଡି ଜାସି ହେଲେ ଆମାଜନର ନୂଆ ସିଇଓ

ନୂଆଦିଲ୍ଲୀ: ସୋମବାର ଦିନ ଇ-କମର୍ସ କମ୍ପାନୀ ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ପଦବୀରେ ଯୋଗ ଦେଇଛନ୍ତି ଆମାଜନ ୱେବ୍ ସର୍ଭିସେସ୍ (AWS) ର ପୂର୍ବତନ ମୁଖ୍ୟ ଆଣ୍ଡି ଜାସି। ଆମାଜନ ଡଟ୍ କମ୍ ର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଣ୍ଡି…

କୋଭିଶିଲ୍ଡ ଟିକା ନେବା ପରେ ଫେରିଲା ମହିଳାଙ୍କ ଦୃଷ୍ଟିଶକ୍ତି

ୱାଶିମ୍: ନିୟମିତ କରୋନା ଟିକା ବିଷୟରେ ଅନେକ ବିଚଳିତ କଲା ଖବର ଶୁଣିବାକୁ ମିଳିଛି। ଅନେକ ଲୋକ ଟିକାକରଣ କରିସାରିଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏଥିରୁ ବଞ୍ଚିତ ରହିଛନ୍ତି। ଅନେକ ସ୍ଥାନରେ ଟିକାକରଣକୁ ନେଇ ସକରାତ୍ମ ଫଳାଫଳ ଦେଖିବାକୁ ମିଳିଥିବା ବେଳେ ଆଉ କିଛି ସ୍ଥାନରେ ଟିକା ଯୋଗୁ…

ତୃଣମୂଳ କଂଗ୍ରେସରେ ଆଜି ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ !

କୋଲକାତା: ତୃଣମୂଳ କଂଗ୍ରେସରେ ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସାଂସଦ ଅଭିଜିତ ମୁଖାର୍ଜୀ । ଆଜି ସେ ଟିଏମସିରେ ଯୋଗ ଦେଇ ପାରନ୍ତି । ନିକଟରେ ସେ ଟିଏମସିର ଅଭିଷେକ ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଥିଲେ । ପଶ୍ଚିମବଙ୍ଗର ଜାଙ୍ଗିପୁର ଲୋକସଭା…

ଆଫ୍ରିକା ବିଶ୍ୱରେ ଦ୍ୱିତୀୟ କମ୍ କୋଭିଡ୍ ପ୍ରଭାବିତ ଅଞ୍ଚଳ

ଟରୋଣ୍ଟୋ: ସମଗ୍ର ବିଶ୍ବରେ କରୋନା ତାଣ୍ଡବ ରଚି ଚାଲିଛି। ବିଶ୍ବର କୋଣ ଅନୁକୋଣରେ କାୟା ବିସ୍ତାର କରିଚାଲିିଛି ମାରାତ୍ମକ କରୋନା ଭୂତାଣୁ। ତେବେ ରିପୋର୍ଟ ଅନୁଯାୟୀ ସଂକ୍ରମଣ, ମୃତ୍ୟୁହାର ଏବଂ ଆରୋଗ୍ୟ ହାରର ରେକର୍ଡରୁ ଯାହା ଜଣାପଡ଼ିଛି ଯେ ଆଫ୍ରିକା ହେଉଛି କରୋନା ଦ୍ବାରା ପ୍ରଭାବିତ…

ଆମୀର ଖାନଙ୍କ ବିବାହ ବିଚ୍ଛେଦ ଉପରେ ଏମିତି କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ବଲିଉଡ ଅଭିନେତା ଆମୀର ଖାନ ଓ ପତ୍ନୀ କିରଣ ରାଓ ୧୫ ବର୍ଷ ପରେ ବିବାହ ବିଚ୍ଛେଦ ନେଇ ଦୁଇ ଦିନ ତଳେ ଘୋଷଣା କରିଥିଲେ । ସେମାନଙ୍କର ଏହି ଘୋଷଣା ଲକ୍ଷ ଲକ୍ଷ ଫ୍ୟାନଙ୍କ ଚକିତ କରିଛି । ଆମୀରଙ୍କ ବିବାହ ବିଚ୍ଛେଦ ଖବର ପରେ ତାଙ୍କ ଉପରେ ନିର୍ଧୂମ ବର୍ଷିଛନ୍ତି କଂଗ୍ରେସ ବିଧାୟକ…