Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଉତ୍ତରପ୍ରଦେଶରେ ଜୁନ୍ ୧ ରୁ ଆରମ୍ଭ ହେବ “ଅନଲକ୍” ପ୍ରକ୍ରିୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ "ଅନଲକ୍" ପ୍ରକ୍ରିୟା ଜୁନ୍ ୧ ରୁ ଆରମ୍ଭ ହେବ। ସରକାରୀ ଆଦେଶ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଦୋକାନ ବଜାରଗୁଡ଼ିକ ସୋମବାର-ଶୁକ୍ରବାର ଯାଏ ସକାଳ ୭ ରୁ ୭ ଟା ମଧ୍ୟରେ ଖୋଲା ରହିବ। ଶନିବାର ଏବଂ ରବିବାର କଟକଣା ଜାରି ରହିବ। ଯେଉଁ ଜିଲ୍ଲାଗୁଡ଼ିକରେ…

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଜାଣନ୍ତୁ କି ପ୍ରଭାବ ପଡିବ…

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ ମାସରେ ହେବାକୁ ଯାଉଛି। ଏହି ସୂର୍ଯ୍ୟ ପରାଗ ବୃଷ ରାଶିରେ ଚଳନ ହେବାକୁ ଥିବା ବେଳେ ଏହାର ପ୍ରଭାବ ମେଷ ଠାରୁ ଆରମ୍ଭ କରି ମୀନ ରାଶି ଉପରେ ପଡିବ। ବିଶ୍ୱାସ କରାଯାଏ ଯେ ଆଂଶିକ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ମଧ୍ୟ ମନୁଷ୍ୟ ଉପରେ…

କର୍ଣ୍ଣାଟକ; କମୁଛି ସଂକ୍ରମଣ; ବଢିବନି ଲକ୍‌ଡାଉନ୍‌!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଉ ବଢିବନି ଲକ୍‌ଡାଉନ୍‌। କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭାରାଜ ବୋମ୍ମାଇ ଆଜି କହିଛନ୍ତି ଯେ ରାଜ୍ୟରେ ଚାଲିଥିବା କରୋନା ଲକ୍‌ଡାଉନ୍‌ ଜୁନ୍ ୭ ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ନିୟମାବଳୀଗୁଡ଼ିକ ଜୁନ୍ ୭ ପର୍ଯ୍ୟନ୍ତ ବଳବତ୍ତର…

ଚାଇନାର ବୈଜ୍ଞାନିକମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ମାରାତ୍ମକ କରୋନା ଭୂତାଣୁ; ରିପୋର୍ଟ

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଦାବି କରିଛି ଯେ ଚାଇନାର ବୈଜ୍ଞାନିକମାନେ ଉହାନ ଲ୍ୟାବରେ ଏହି ମାରାତ୍ମକ କରୋନା ଭୂତାଣୁ ସୃଷ୍ଟି କରିଛନ୍ତି। ଚାଇନାର ଉହାନ ସହରରେ କୋଭିଡ-୧୯ ଚିହ୍ନଟ ହେବାର ପ୍ରାୟ ଦେଢ ବର୍ଷ ପରେ ଏହି ଭୂତାଣୁ କିପରି ପ୍ରଥମେ ଦେଖାଗଲା ତାହା ରହସ୍ୟ ହୋଇ ରହିଛି। ରିପୋର୍ଟ…

ଧୂମ୍ରପାନ ଏବଂ ତମାଖୁ ସେବନ କରୁଥିବା ଲୋକଙ୍କଠାରେ କରୋନା ଜନିତ ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ ଅଧିକ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ହୁ'ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଶୁକ୍ରବାର ଦିନ ଚେତାବନୀ ଦେଇଛନ୍ତି ଯେ ତମାଖୁ ଏବଂ ଧୂମପାନ ସେବନ କରୁଥିବା ଲୋକଙ୍କର କରୋନାରେ ଆକ୍ରାନ୍ତ ଏବଂ ମୃତ୍ୟୁ ହେବାର ୫୦ ପ୍ରତିଶତ ଅଧିକ ଆଶଙ୍କା ରହିଛି। ହୁ ର ' ତମାଖୁ ସେବନ…

ରାଜ୍ୟରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ୍ ୭ ଯାଏଁ ଲକଡାଉନ ବୃଦ୍ଧି କରିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବଧି ମଧ୍ୟରେ ଦୋକାନ ସବୁ ସକାଳ ୯ ଟାରୁ ୩ ଟା ଯାଏଁ ଖୋଲା ରହିବ। ହେଲେ ଦୋକାନୀମାନେ ଅଡ-ଇଭେନ୍ ଫର୍ମୁଲା ଆପଣାଇବେ ବୋଲି ସୂଚନା ମିଳିଛି।…

ବ୍ଲାକ୍‌, ହ୍ୱାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରେ ‌ବ୍ଲାକ୍‌, ହ୍ୱାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ଥିବା ଜଣେ ବ୍ୟକ୍ତି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ଉକ୍ତ ବ୍ୟକ୍ତିଙ୍କୁ ୫୯ ବୟସ ହୋଇଥିଲା। ଉତ୍ତର ପ୍ରଦେଶ ରାଜ ନାଗର ଅଞ୍ଚଳର ହର୍ଷ ହସ୍ପିଟାଲର ଇଏନ୍‌ଟି ବିଶେଷଜ୍ଞ ଡା. ବିପି ତ୍ୟାଗି…

ନିଜଠୁ ୨୩ ବର୍ଷ ସାନ ଯୁବତୀଙ୍କୁ ବିବାହ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜଠୁ ୨୩ ବର୍ଷ ସାନ କ୍ୟାରି ସାଇମଣ୍ଡସଙ୍କୁ ଲୁଚିଲୁଚି ବିବାହ କରିଥିବା ଚର୍ଚ୍ଚା ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁହେଁ ୨୦୨୨ ମସିହାରେ ବିବାହ କରିଥାନ୍ତେ ହେଲେ ଏହା ପୂର୍ବରୁ ସେମାନେ ଗୁପ୍ତ ଭାବେ ବିବାହ କରିଥିବା ଖବର…

ଡୋମିନିକା ଜେଲ୍‌ରୁ ସାମ୍ନାକୁ ଆସିଲା ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଗିରଫ ହେବା ପରେ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍‌ନାକୁ ଆସିଛି। ସେ ପିଏନ୍‌ବି ସ୍କାମ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଧ୍ୟ ଥିଲେ। ଡୋମିନିକାରେ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ “ବେଆଇନ ଭାବେ” ଦ୍ୱୀପପୁଞ୍ଜରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ…

ପୁଣି ଥରେ ରାଜନୀତିକୁ ଫେରିବେ ଶଶିକଳା!

ନୂଆଦିଲ୍ଲୀ: ବହିଷ୍କୃତ AIADMK ନେତ୍ରୀ ଭି.କେ ଶଶିକଳା କରୋନା ମହାମାରୀ ସମାପ୍ତ ହେବା ପରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଶଶିକଳା ଏବଂ ଦଳର ଜଣେ କ୍ୟାଡରଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପର ଏକ ଅଡିଓ କ୍ଲିପ୍‌ରେ…