Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ; ୧୩ରୁ ଅଧିକ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୧୩ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ଛତିଶଗଡ଼ କୁ ଲାଗିଥିବା ଏଟାପାଲ୍ଲୀ ଜଙ୍ଗଲରେ ମାଓବାଦୀ ମାନେ କେମ୍ପ କରି ରହିଥିବାର ଗୁଇନ୍ଦା ସୂଚନା…

କରୋନା ରଚୁଛି ତାଣ୍ଡବ; ଦିନକରେ ୪୨ ଶହ ସଂକ୍ରମିତ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଶୁକ୍ରବାର ଦିନ ଆଉ ୨ ଲକ୍ଷ ୫୯ ହଜାର ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ୪୨ ଶହ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ୨,୬୦,୩୧,୯୯୧କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର…

ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ୍‌

ଦିଲ୍ଲୀ: ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । କରୋନାଠାରୁ ଆହୁରି ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ୍ । କରୋନାରୁ ସୁସ୍ଥ ହୋଇଥିବା ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ବେଶୀ ରହିଛି । ଏଥିରେ ୧୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । କେବଳ ବ୍ଲାକ ଫଙ୍ଗସ୍ ୯୦ ଜଣଙ୍କ…

ଭାରତୀୟ ବାୟୁସେନାର ମିଗ୍ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ପଞ୍ଜାବର ମୋଗା ସ୍ଥିତ ବାଘାପୁରାନା ଗାଁ ଲଙ୍ଗିୟାନା ଖୁର୍ଦ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରତୀୟ ବାୟୁସେନା ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ବାୟୁସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ବିମାନଟି କ୍ରାସ୍ ବେଳେ ସେଥିରୁ ପାଇଲଟ୍…

ହ୍ବାଇଟ୍ ଫଙ୍ଗସର କେଉଁ ସବୁ ଲକ୍ଷଣ ରହିଛି, ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଉଥିବା ବେଳେ ହ୍ବାଇଟ୍ ଫଙ୍ଗସ୍ ଚିନ୍ତା ବଢ଼ାଇଛି। ରିପୋର୍ଟ ମୁତାବକ, ବିହାରରେ ଚାରିଜଣ ରୋଗୀଙ୍କ ମଧ୍ୟରେ କରୋନା ଭଳି ଲକ୍ଷଣ ଦେଖାଯାଇଥିଲା। ହେଲେ ସେମାନଙ୍କ କରୋନା ପରୀକ୍ଷା ନେଗେଟିଭ ବାହାରିଥିଲା। କିନ୍ତୁ ଟେଷ୍ଟ ପରେ…

ବ୍ଲାକ୍ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ୍, ଜାଣନ୍ତୁ କେତେ କ୍ଷତିକାରକ

ପାଟନା: କରୋନା ମହାମାରୀ ମଧ୍ୟରେ ଚାରିଆଡେ ଆତଙ୍କ ଖେଳାଇଛି ବ୍ଲାକ୍ ଫଙ୍ଗସ୍। ଖାସକରି ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ପାଟନାରେ ହ୍ବାଇଟ୍ ଫଙ୍ଗସ୍ ମାମଲା ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପାଟନାରେ ହ୍ବାଇଟ୍ ଫଙ୍ଗସ୍ ର…

ଏହି ୨ ଦିନ ବନ୍ଦ ରହିବ ଏସବିଆଇର ଡିଜିଟାଲ୍ ବ୍ୟାଙ୍କିଂ ସେବା, ଜାଣନ୍ତୁ କେଉଁ ସମୟରେ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ୍ ବ୍ୟାଙ୍କିଂ ସେବା ଆସନ୍ତା ମେ ୨୧ ଏବଂ ୨୩ରେ ବନ୍ଦ ରହିବ। ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମର ଅପଡେଟେସନ୍ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ସେବା ବନ୍ଦ ରହିବ ବୋଲି ଜଣାପଡିଛି।…

ଝଡ଼ ପରେ ସୁରକ୍ଷିତ ସିଂହ

ଗୁଜୁରାଟ:ନିଜ ବାସସ୍ଥଳୀକୁ ଫେରିଛନ୍ତି ସିଂହ ସଫାରୀ । ସାମୁଦ୍ରିକ ଝଡ଼ ତାଉତେ ଗୁଜୁରାଟରେ ଧ୍ୱଂସ ଲୀଳା ରଚାଇଛି । ଝଡର ତାଣ୍ଡବରେ ପ୍ରବଳ ବର୍ଷା ସହ ବହୁ କ୍ଷୟକ୍ଷତି ହୋଇଛି । ଏବେ ବି ବହୁ ସ୍ଥାନ ପାଣି ଘେରରେ ରହିଥିବା ବେଳେ ବେସାହାରା ହୋଇପଡିଛନ୍ତି ଲୋକେ । ସେହିଭଳି ଗୁଜୁରାଟର ଗିର…

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ବେଳେ ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ନୂଆ ବିପଦ ଭାବେ ଛିଡ଼ା ହୋଇଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମହାମାରୀ ରୋଗ ଅଧିନିୟମ-୧୮୯୭ ଅନୁସାରେ ବ୍ଲାକ ଫଙ୍ଗସକୁ ଅନ୍ତର୍ଭୁକ୍ତ…

ମହାରାଷ୍ଟ୍ର ଯାଉଥିଲେ ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ

ମୁମ୍ବାଇ: ମହାରାଷ୍ଟ୍ର ଯାଉଥିଲେ ବ୍ୟକ୍ତିଙ୍କୁ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ଆଉ ଏହି ଟେଷ୍ଟ ମହାରାଷ୍ଟ୍ରରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବର ହୋଇଥିବା ଆବଶ୍ୟକ। ଏହି ନିୟମ ପରିବହନର ସମସ୍ତ ମାଧ୍ୟମ ପାଇଁ ପ୍ରଯୁଜ୍ୟ। ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ…