Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ !

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ । କିନ୍ତୁ ଏହି ସିରିଜରେ କୋଚ୍ ଭାବରେ ଦଳରେ ସାମିଲ ହେବେ ନାହିଁ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନରେ ମୁଖ୍ୟ କୋଚ୍ ଭାବରେ ପୂର୍ବତନ ଅଧିନାୟକ ତଥା ନ୍ୟାସନାଲ୍ କ୍ରିକେଟ ଏକାଡେମୀ ମୁଖ୍ୟ ରାହୁଲ ଦ୍ରାବିଡ ଦଳ ସହ ଶ୍ରୀଲଙ୍କା…

ହ୍ରଦରେ ମାଛ ମଡ଼କ….

ବେଙ୍ଗାଲୁରୁ: ପୁଣି ମାଛ ମଡ଼କ । ହ୍ରଦରେ ମରିପଡ଼ିଛନ୍ତି ହଜା ହଜାର ମାଛ । ପାଣିରେ ପଚିସଢି ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହୋଇ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହି ଦୃଶ୍ୟ ହେଉଛି ଦକ୍ଷିଣ ବେଙ୍ଗାଲୁରୁର ମୋଟାନାଲୁରୁ ହ୍ରଦର । ପାଖରେ ଥିବା ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ରାସାୟନିକ…

କରୋନା କାଳରେ ବିରୋଧୀଙ୍କ ତୁଚ୍ଛ ରାଜନୀତି : ଦିଲ୍ଲୀ ପରେ ମୁମ୍ବାଇରେ ଲାଗିଲା ମୋଦି ବିରୋଧୀ ପୋଷ୍ଟର

ମୁମ୍ବାଇ: କରୋନା ମହାମାରୀ ନେଇ ସମଗ୍ର ବିଶ୍ୱ ଏକଜୁଟ ହେଉଥିବା ବେଳେ ଭାରତରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହା କବଳରୁ କିପରି ମୁକୁଳିବା ସେ ଚିନ୍ତା କରାଯିବା ପରିବର୍ତେ ବିରୋଧୀମାନେ ତଳସ୍ତରର ରାଜନୀତି ଆରମ୍ଭ କରିଛନ୍ତି । ଦିଲ୍ଲୀରେ ମୋଦିଙ୍କୁ ବିରୋଧ କରି ପୋଷ୍ଟର ଲଗା…

ଚତୁର୍ଥ ଦିନରେ ଅପରେସନ୍ ବାର୍ଜ P-305: ୪୮ ନିଖୋଜ, ଉଦ୍ଧାର ହେଲାଣି ୩୭ ମୃତଦେହ

ମୁମ୍ବାଇ: ବାତ୍ୟା ତାଉ-ତେ ପ୍ରଭାବରେ ମୁମ୍ବାଇ ଉପକୂଳରେ ବୁଡ଼ିଥିବା ଜାହାଜରୁ ଏବେ ବି ୪୮ ଜଣଙ୍କର ସନ୍ଧାନ ମିଳିନାହିଁ । ଘଟଣାକୁ ଚାରି ଦିନ ହୋଇଥିଲେ ବି ସେମାନଙ୍କର ପତ୍ତା ମିଳିନି । ଦିନ ରାତି ଉଦ୍ଧାର ଅଭିଯାନ ଜାରି ରଖିଛି ନୌସେନା ଓ କୋଷ୍ଟ ଗାର୍ଡ । ତଲାସୀ ଅଭିଯାନରେ ବଡ଼ ବଡ଼ ଜାହାଜ,…

କେଜ୍ରିୱାଲଙ୍କ ବିରୋଧରେ ପିଓଏଫଏମଏ ଲାଗୁ କଲା ସିଙ୍ଗାପୁର

ନୂଆଦିଲ୍ଲୀ: ସିଙ୍ଗାପୁର ଭ୍ୟାରିଏଂଟ ନେଇ ମିଛ ତଥ୍ୟ ଦେଇଥିବା ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଡୁଆରେ ପଡିଛନ୍ତି । କେଜ୍ରିୱାଲଙ୍କ ଭୁଲ ତଥ୍ୟ ଯୋଗୁ ସିଙ୍ଗାପୁର ରାଗିଥିଲା ଏବଂ ଭାରତ ସରକାରଙ୍କୁ ଏ ନେଇ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ଏବେ ଗୁରୁବାର ସିଙ୍ଗାପୁର ସରକାର…

ଦେଶରେ ୪ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁସଂଖ୍ୟା, ୨ଲକ୍ଷ ୭୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟାରେ ସାମାନ୍ୟ ଆଶ୍ୱସ୍ତି । ସପ୍ତାହେ ପରେ ଚାରି ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶର ୩ହଜାର ୮୭୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ଏହି ସଂଖ୍ୟା ଚାରି ହଜାର ଉପରେ ରହୁଥିଲା । ଦେଶରେ କରୋନା ଜନିତ…

ଆଟାଂର୍କାଟିକାରେ ଭାଙ୍ଗିଲା ଦୁନିଆର ସବୁଠାରୁ ବଡ ହିମଖଣ୍ଡ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତନ ଏବଂ ଉତପ୍ତ ପରିବେଶ ନକରାତ୍ମକ ପ୍ରଭାବ ଧିରେ ଧିରେ ପଡିବା ଆରମ୍ଭ କରିଲାଣି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସର୍ବଦା ବରଫ ଚାଦରରେ ଢ଼ାଙ୍କିହୋଇ ରହିଥିବା ଆର୍ଟାକାଟିକାରେ ମଧ୍ୟ ଏହା ତରଳିବା ଆରମ୍ଭ କରିଛି । ନିକଟରେ ଏଠାରେ ଥିବା ବିଶ୍ୱର ସବୁଠାରୁ ବଡ ହିମଖଣ୍ଡ…

କରୋନାରେ ଆଖି ବୁଜିଲେ ରାଜସ୍ଥାନର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ଜୟପୁର: ପ୍ରାଣ ନେଉଛି କରୋନା । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପହାଡିଆ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଗତକାଲି ଗୁରୁଗାଁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ…

କୋଏମ୍ବାଟୁରରେ କରୋନା ଦେବୀ ପୂଜା

କୋଏମ୍ବାଟୁର : କରୋନା ସ୍ଥିତି ଅଣାୟତ୍ତ ହୋଇ ପଡୁଛି । କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହେବାରେ ଲାଗିଛି । ଲୋକଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ମିଳୁଥିବା ବେଳେ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ବିଭିନ୍ନ ସ୍ଥାନରେ କିଛି ଅନ୍ଧ ବିଶ୍ୱାସ…

କରୋନା ସଂକ୍ରମିତଙ୍କ ସାହା ଭରସା “ସିଲିଣ୍ଡର୍ ବିଟିଆ”

ଶାହାଜାହାନପୁର (ଉ.ପ୍ର): କିଛିଦିନ ତଳେ ଏକାଧିକ ନ୍ୟୁଜ୍ ଏଜେନ୍ସି ଉତ୍ତରପ୍ରଦେଶ ଶାହଜାହାନପୁର ଅଂଚଳର ସିଲିଣ୍ଡର ବିଟିଆକୁ ନେଇ ଚର୍ଚ୍ଚା ଉଠାଇଥିଲେ । ଅନେକ ଖୋଜାଖୋଜି ପରେ ଶେଷରେ ସିଲିଣ୍ଡର ବିଟିଆର ସମସ୍ତ ବିବରଣୀ ହସ୍ତଗତ ହୋଇଛି । ୨୬ ବର୍ଷୟା ଯୁବତୀ । ପରିଚୟ ଅର୍ସି ଅନସାରୀ । ଏହି…