Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଠାଣକୋଟରେ ପାକିସ୍ତାନୀ ଡ୍ରୋନ୍, ବିଏସଏଫର ଗୁଳିମାଡ଼ ପରେ ଫେରିଗଲା

ପଠାଣକୋଟ: ପଠାଣକୋଟର ୱାମିୟାଲ୍ ସେକ୍ଟରରେ ପାକିସ୍ତାନ ଡୋନ୍ ଦେଖିବାକୁ ମିଳିଛି । ଏହି ଡ୍ରୋନ୍ ୱାମିୟାଲ୍ ସେକ୍ଟରର ଡିଣ୍ଡା ପୋଷ୍ଟରେ ସକାଳ ୬ଟା ୧୦ରେ ଦେଖିବାକୁ ମିଳିଥିଲା । ବିଏସଏଫ ଯବାନ ଫାୟାରିଂ କରିବା ପରେ ସନ୍ଦିଗ୍ଧ ଡ୍ରୋନକୁ ଫେରାଇ ନେଇଛି । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ…

କଲେଜ କ୍ୟାମ୍ପସ୍‌ରେ ପ୍ରେମ ନିବେଦନ କରିବା ପ୍ରେମୀ ଯୁଗଳଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ଏକ ବିଶ୍ୱବିଦ୍ୟାଳୟ ପରିସରରେ ପରସ୍ପରକୁ ଆଲିଙ୍ଗନ କରି ପ୍ରେମ ନିବଦେନ କରିବା ଜଣେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲାହୋର ବିଶ୍ୱବିଦ୍ୟାଳୟ ପ୍ରେମୀ ଯୁଗଳଙ୍କୁ ବହିଷ୍କାର କରିଛି। ଶୁକ୍ରବାର ଦିନ ଲାହୋର…

ସୋପିଆନରେ ଏନକାଉଣ୍ଟର, ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଯାବତ୍ ତାଙ୍କର ପରିଚୟ ମିଳିପାରିନାହିଁ।…

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାର ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ ଡିସେମ୍ବର ଶେଷ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୩୨୦ ଜଣ ନୂଆ…

ମଗାଇଥିଲ ଭେଜ୍ ମିଳିଲା ନନ-ଭେଜ୍ ପିଜା, ୧ କୋଟି ଟଙ୍କା କ୍ଷତିପୂରଣ ଦାବି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ରହୁଥିବା ଜଣେ ଶାକାହାରୀ ମହିଳାଙ୍କୁ ନନ-ଭେଜ୍ ପିଜା ଡେଲିଭରୀ ହୋଇଛି । ଯାହାକୁ ନେଇ ମହିଳା ଜଣଙ୍କ ରେସ୍ତୋରାଁ ବିରୋଧରେ ଖାଉଟି ଅଦଲାତର ଦ୍ୱାରସ୍ତ ହେବା ସହ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ନନ୍-ଭେଜ୍ ପିଜା ଯୋଗୁଁ ଧାର୍ମିକ ବିଶ୍ୱାସ…

ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣା, ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟ ସ୍ପେସାଲିଷ୍ଟ ଅଫିସର…

ମୁମ୍ୱାଇ: ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ବାସଭବନ ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନ । ମୁହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ବାନ୍ଧିଛି…

ବାରଣାସୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କାଶୀ ବିଶ୍ବନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

ଲକ୍ଷ୍ନୌ : ତିନି ଦିନିଆ ବାରଣଶସୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସପରିବାର ସହିତ ବାରଣାସୀରେ ପହଞ୍ଚିବା ରାଷ୍ଟ୍ରପତି କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ କରିଛନ୍ତି । ବାବା ବିଶ୍ବନାଥଙ୍କୁ ପୂଜାର୍ଚ୍ଚନା କରିବା ନିର୍ମାଣାଧୀନ ବିଶ୍ବନାଥ କରିଡର ଯାଞ୍ଚ କରିଛନ୍ତି ରାଷ୍ଟ୍ରପତି ରାମନାଥ…

କରୋନା ଟିକାର ପ୍ରଥମ ଡୋଜ ନେଲେ ରତନ ଟାଟା

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ସଂକ୍ରମଣ ଜାରି ରହିଛି । ମୁକାବିଲା ପାଇଁ ସରକାର ବି ପ୍ରସ୍ତୁତ । ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଜାରି ରହିଥିବା ବେଳେ, ଏବେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଏନେଇ ସୂଚନା…

ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ମମତାଙ୍କ ଉପରେ ଆକ୍ରମଣ ନେଇ ସୃଷ୍ଟି ହେଲା ସନ୍ଦେହ !

କୋଲକାତା: ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଏବେ ନୂଆ ମୋଡ ନେଇଛି । ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ମମତା ଆଘାତପ୍ରାପ୍ତ ହୋଇଥିଲେ । ତେବେ ୪/୫ଜଣ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସେ ଗୁରୁତ୍ୱପୂର୍ଣ୍ଣ…

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ : କରୋନା ପାଇଁ କଠୋର ହେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରା ସମୟରେ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଡିଜିସିଏ । ବିମାନ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ବା କୋରୋନା ଗାଇଡଲାଇନ୍ ଉଲ୍ଲଂଘନ କଲେ ଉଡିବାକୁ…