Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମମତାଙ୍କ ସିକ୍ୟୁରିଟି ଡାଇରେକ୍ଟର, ମେଦିନିପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସସ୍‌ପେଣ୍ଡ କଲେ ନିର୍ବାଚନ କମିଶନ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ମମତାଙ୍କ ସିକ୍ୟୁରିଟି ନିର୍ଦ୍ଦେଶ, ମେଦିନିପୁର ଜିଲ୍ଲାପାଳ ଓ ଏସପିଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ । ଦାୟିତ୍ବରେ ଅବହେଳା କାରଣରୁ ଏମାନଙ୍କ ବିରୋଧରେ…

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରଖିଛି ବିଜେପି । ବିଜେପି ମହାସଚିବ ଅରୁଣ ସିଂହ ଆଜି ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ…

ଜୋମାଟୋ ଡେଲିଭରୀ ବଏଙ୍କୁ ନ୍ୟାୟ ଦେବାକୁ ପରିଣୀତି ଚୋପ୍ରାଙ୍କ ଅପିଲ : କହିଲେ ‘ଅମାନବୀୟ, ହୃଦୟ ବିଦାରକ’

ମୁମ୍ବାଇ: ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ମହିଳାଙ୍କ ନାକ ଫାଟି ରକ୍ତସ୍ରାବ ହେଉଥିଲା ଏବଂ ସେ ଫୁଡ୍ ସର୍ଭିସ୍ ଜୋମାଟୋ ଡେଲିଭରୀ ବଏ ବିରୋଧରେ ମାରପିଟ୍ ଅଭିଯୋଗ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଜୋମାଟୋ ଡେଲିଭରୀ ବଏଙ୍କୁ ଗିରଫ କରାଯାଇଛି । ଏବେ…

କରୋନାରେ ପଞ୍ଜାବ ପୋଲିସ ଡିଏସପି ବୀରେନ୍ଦ୍ରପାଲ ସିଂଙ୍କ ଦେହାନ୍ତ 

ଛଣ୍ଡୀଗଡ: ପଞ୍ଜାବ ଜଳନ୍ଧରର ଶାହକୋଟରେ ମୁତୟନ ଡିଏସପି ବୀରେନ୍ଦ୍ରପାଲ ସିଂଙ୍କ କରୋନାରେ ଆଜି ମୃତ୍ୟୁ ହୋଇଛି । କିଛିଦିନ ପୂର୍ବେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ଏହାପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା । ବୀରେନ୍ଦ୍ରପାଲଙ୍କର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଷ୍ଟାଚୁ ଅଫ୍ ଲିବର୍ଟିର ସତ୍ୟତା

ଭୁବନେଶ୍ୱର: କିଏ ନିର୍ମାଣ କରିଥିଲା ଷ୍ଟାଚୁ ଅଫ୍ ଲିବର୍ଟି ? କେବେ ହୋଇଥିଲା ଏହାର ନିର୍ମାଣ ? କ’ଣ ରହିଥିଲା ଏହି ଷ୍ଟାଚୁ ନିର୍ମାଣ ପଛର ଅସଲ କାରଣ ? ଷ୍ଟାଚୁ ଅଫ୍ ଲିବର୍ଟିକୁ ନେଇ କିଛି ଏପରି ପ୍ରଶ୍ନର ଉତ୍ତର ହୁଏ ତ ଆପଣଙ୍କ ମଧ୍ୟରୁ କିଛି ଲୋକ ଜାଣିଥିବେ । ହେଲେ ସୋସିଆଲ୍ ମିଡିଆରେ…

ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ପ୍ରମାଣ ନାହିଁ; ଇସି

ନୂଆଦିଲ୍ଲୀ: ରବିବାର ନିର୍ବାଚନ ଆୟୋଗ କହିଛନ୍ତି ଯେ ଗତ ସପ୍ତାହରେ ନନ୍ଦିଗ୍ରାମ ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ଉପଯୁକ୍ତ ପ୍ରମାଣ ନାହିଁ। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଏବଂ ଦୁଇଜଣ ସ୍ୱତନ୍ତ୍ର ପୋଲ୍‌…

ଇଣ୍ଟରନେଟ୍‌ ସେନ୍ସେସନ୍‌‌ ପାଲଟିଛି ଅଟୋ ଚାଳକଙ୍କ ‘ଲାବ୍‌ନୀ’ ନୃତ୍ୟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ଲୋକପ୍ରିୟ ନୃତ୍ୟଶୈଳୀ ହେଉଛି 'ଲାବ୍‌ନୀ'। ତେବେ ଲାବ୍‌ନୀ କରୁଥିବା ଜଣେ ଅଟୋ ଡ୍ରାଇଭରର ଭିଡିଓ ଏବେ ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ମହାରାଷ୍ଟ୍ର ସୂଚନା କେନ୍ଦ୍ରର ଡେପୁଟି ଡାଇରେକ୍ଟର ଦୟାନନ୍ଦ କାମ୍ବଲେ ଟ୍ୱିଟରରେ ସେୟାର କରିଛନ୍ତି।…

ଗୋଟିଏ ବର୍ଷରେ ଆମେରିକା ବିମାନବନ୍ଦରରେ ରେକର୍ଡ ସଂଖ୍ୟକ ଯାତ୍ରୀ

ୱାଶିଂଟନ୍: କରୋନା ମହାମାରୀ ସମୟରେ ସମସ୍ତ ଯାତ୍ରାକୁ ବନ୍ଦ ରଖାଯାଇଥିବା ବେଳେ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ରର ବିମାନବନ୍ଦରଗୁଡିକରେ ସର୍ବାଧିକ ସଂଖ୍ୟକ ଯାତ୍ରୀଙ୍କୁ ଦେଖିବାକୁ ମିଳିଛି। ପରିବହନ ସୁରକ୍ଷା ପ୍ରଶାସନ ଆକଳନ ଅନୁଯାୟୀ ଶୁକ୍ରବାର ଦିନ ଆମେରିକାର ବିମାନବନ୍ଦରରେ ମାତ୍ର ୧.୩୫…

MGNREGA ଅଧୀନରେ ନିଯୁକ୍ତି ଯୋଗାଇବାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଛତିଶଗଡ

ରାୟପୁର: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MGNREGA) ଅଧୀନରେ ନିଯୁକ୍ତି ଯୋଗାଇବାରେ ଛତିଶଗଡ ପୁନର୍ବାର ଦେଶର ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଉଭା ହୋଇଛି। ଏକ ନୂତନ ରେକର୍ଡ ସ୍ଥାପନ କରି, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ମଧ୍ୟରେ ରାଜ୍ୟ…

ସିଏମ୍‌ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ଦୁର୍ଘଟଣା ନା ଯୋଜନାବଦ୍ଧ ଆକ୍ରମଣ; ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ରବିବାର ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇପାରନ୍ତି। ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଘଟିଥିବା ଘଟଣା ସମ୍ପର୍କରେ ନିର୍ବାଚନ ଆୟୋଗ ଦୁଇଟି ରିପୋର୍ଟ ଗ୍ରହଣ କରିଛନ୍ତି - ଗୋଟିଏ ରାଜ୍ୟ ପ୍ରଶାସନ ଏବଂ…