Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାର୍ଚ୍ଚ ୧୫ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଉଷ୍ମ ହେଉଛି ରାଜନୀତି । ଶାସକ ଟିଏମସି ଓ ବିଜେପି ମଧ୍ୟରେ ହେବ କଡ଼ା ମୁକାବିଲା । ଏସବୁ ଭିତରେ ମମତା ବାନାର୍ଜୀ ହସପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ବେଳେ, ଆସନ୍ତା ୧୫ ତାରିଖରୁ କରିବେ ପ୍ରଚାର । ନନ୍ଦିଗ୍ରାମରେ ହାଇଭୋଲଟେଜ…

ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ଘୋଷଣା ହେଲା ତାରିଖ । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ, ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଯାହାକି ଅଗଷ୍ଟ ୨୨ ତାରିଖରେ ଶେଷ ହେବ । କରୋନା ସଂକ୍ରମଣ ପାଇଁ ଗତବର୍ଷ ଅମରନାଥ…

ଜମ୍ମୁ-କଶ୍ମୀର ପୋଲିସ ଜାରି କଲା ୯ ମୋଷ୍ଟ ୱାଟେଂଡ ଆତଙ୍କବାଦୀଙ୍କ ସୂଚୀ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୋଲିସ ଶନିବାର ୯ ମୋଷ୍ଟ ୱାଟେଂଡ ଆତଙ୍କବାଦୀଙ୍କ ତାଲିକା ଜାରି କରିଛି । ଏମାନେ ଘାଟିରେ ଲୁଚି ଛପି ରହିବା ସହ ପୋଲିସ, ସେନା ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ପୋଲିସ ଏଥିନେଇ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ମଧ୍ୟ ମାଗିଛି । ଫଟୋ ଏବଂ ସେମାନଙ୍କ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବାପୁଙ୍କ ପାଇଁ ବିବାଦରେ ରାହୁଲ୍ ଗାନ୍ଧୀ !

ଭୁବନେଶ୍ୱର: ଜାତିର ପିତା ବାପୁ ତଥା ମହାତ୍ମା ଗାନ୍ଧୀଙ୍କୁ ନେଇ ଅଡୁଆରେ କଂଗ୍ରେସ୍ ନେତା ରାହୁଳ ଗାନ୍ଧୀ । ବାପୁ କୁଆଡେ ଇସଲାମ୍‌ରୁ ଅହିଂସା ଧର୍ମ ଆପଣାଇଥିଲେ । ହେଲେ ଏହି କଥା ଆମେ ନୁହେଁ ବରଂ ଏକ ଭିଡିଓ ବାରମ୍ବାର ଏହାକୁ ସତ ବୋଲି କହୁଛି ।

ବିନା ମାସ୍କରେ ବିମାନକୁ ପ୍ରବେଶ ମନା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ପୁଣି ଥରେ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ଅନୁଯାୟୀ, ଯଦି ଆପଣ ମାସ୍କ ନ ପିନ୍ଧି…

ଶ୍ରୀଲଙ୍କାର ନୂଆ ନିୟମ; ବୁର୍ଖା ପିନ୍ଧିବେନି ମହିଳା, ବନ୍ଦ କରାଯିବ ଇସଲାମିକ ବିଦ୍ୟାଳୟ

କଲମ୍ବୋ: ବର୍ତ୍ତମାନ ଶ୍ରୀଲଙ୍କାରେ ମୁସଲମାନ ମହିଳାମାନେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ୧ ହଜାରରୁ ଅଧିକ ଇସଲାମ ବିଦ୍ୟାଳୟ ବନ୍ଦ ରହିବ। ଶନିବାର ଦିନ ଜଣେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଏଠାରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟକୁ…

ଶତାଦ୍ଦୀ ଏକ୍ସପ୍ରେସର କୋଚ୍‌ରେ ନିଆଁ

ଉତ୍ତରାଖଣ୍ଡ: ଦିଲ୍ଲୀରୁ ଡେରାଡୁନ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ । ସର୍ଟ ସର୍କିଟ ପାଇଁ ଟ୍ରେନରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ କେହି ମୃତାହତ ହୋଇ ନ ଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଶତାଦ୍ଦୀ ଏକ୍ସପ୍ରେସର ସି-୪ କୋଚରେ ଏହି…

ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ

ନୂଆଦିଲ୍ଲୀ: ୨୦ ଲକ୍ଷରୁ ଅଧିକ କରୋନା ଟିକା ଡୋଜ ସହିତ ଶୁକ୍ରବାର ଦିନ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟିକାକରଣ ରେକର୍ଡ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛି। ୩୦,୫୬୧ ଅଧିବେଶନ ମାଧ୍ୟମରେ ଟିକାକରଣ ଅଭିଯାନର ୫୬ ଦିନରେ ପ୍ରାୟ ୨୦,୫୩,୫୩୭ ଟିକା…

କଂଗ୍ରେସ ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଳ; ଯୋଜନାର ଲାଭ ପାଇବାକୁ ବିଜେପିକୁ ଭୋଟ୍ ଦିଅ: ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ଦିନ କଂଗ୍ରେସକୁ ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଳ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବିଭିନ୍ନ କେନ୍ଦ୍ରୀୟ ତଥା ରାଜ୍ୟ ଯୋଜନାର ଲାଭ ପାଇବାକୁ ବିଜେପିକୁ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଆସାମରେ ନିଜର ପ୍ରଥମ ନିର୍ବାଚନ…

ଟିଏମସିରେ ମିଶିଲେ ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ପୂର୍ବତନ ନେତା ଯଶବନ୍ତ ସିହ୍ନା ଟିଏମସିରେ ଯୋଗ ଦେଇଛନ୍ତି। ଅଟଳ ବିହାରୀ ବାଜପେୟୀ ସରକାରରେ ଅର୍ଥ ‌ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସିହ୍ନା ନରେନ୍ଦ୍ର ମୋଦୀଙ୍କ ବିତରଣ ନୀତି ତଥା କାର୍ଯ୍ୟ ଶୈଳୀକୁ…