Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସନ୍ନି ଲିଓନଙ୍କୁ ଜେରା କଲା କ୍ରାଇମ୍ ବ୍ରାଞ୍ଚ !

କୋଚି(କେରଳ): କେରଳ ଯାଇ ଫସିଗଲେ ଅଭିନେତ୍ରୀ ସନ୍ନି ଲିଓନ । ନିକଟରେ ତାଙ୍କୁ କେରଳ କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ତାଙ୍କ ବିରୋଧରେ ଆସିଛି ଠକେଇ ଭଳି ସଙ୍ଗୀନ ଅଭିଯୋଗ । ପୋଲିସ ରିପୋର୍ଟ ଅନୁଯାୟୀ ସନ୍ନିଙ୍କ ବିରୋଧରେ ୨୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ ତାଙ୍କୁ କେରଳ…

ଜୋମାଟୋ ସହ ହାତ ମିଶାଇଲେ ସରକାର

ନୂଆଦିଲ୍ଲୀ : ରୋଡ୍ ସାଇଡ୍ ଭେଣ୍ଡର୍ସଙ୍କୁ ସାହାଯ୍ୟ କରିବାକୁ ମୋଦି ସରକାରଙ୍କ ବଡ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଅର୍ଥାତ ପିଏମ୍ ସ୍ୱନିଧି ସ୍କିମ୍ ଅନୁସାରେ ସହରୀ ବିକାଶ ମନ୍ତ୍ରାଳୟ ଅନଲାଇନ ଫୁଡ୍ ଅର୍ଡର୍ ଓ ହୋମ୍ ଡେଲିଭରୀ କମ୍ପାନୀ ଜୋମାଟୋ ସହ…

ମହାମାରୀ ମୁକାବିଲାରେ ରୁଷ୍‌ର‌ ‘ସ୍ପୁଟ୍‌ନିକ୍‌ ‌ଭି’ ଟିକା ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଏହି ସପ୍ତାହରେ ଲାନସେଟ୍ ମେଡିକାଲ୍ ଜର୍ଣ୍ଣାଲରେ ପ୍ରକାଶିତ ସମୀକ୍ଷା ଫଳାଫଳ ପରେ ଦେଶଗୁଡିକ ସ୍ପୁଟ୍‌ନିକ୍‌ ଭି ଯୋଗାଣ ପାଇଁ ଧାଡିରେ ବାନ୍ଧିଛନ୍ତି। ଋଷର ଏହି ଟିକା ମାରାତ୍ମକ ଭୂତାଣୁ ପାଇଁ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଏହାଛଡା ଚୀନ୍…

ନ୍ୟାୟପାଳିକା ସର୍ବଦା ସମ୍ବିଧାନକୁ ସକରାତ୍ମକ ଭାବରେ ବ୍ୟାଖ୍ୟା କରିଛି; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କରୋନାଭାଇରସ ମହାମାରୀ ସମୟରେ ମଧ୍ୟ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁଜୁରାଟ ହାଇକୋର୍ଟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭିଡିଓ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୭୧ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ର ନୂଆ ମାମଲା ଜାରି ରହିଛି। ତେବେ କେତେକ ଦେଶରେ ନୂଆ ମାମଲା ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୭୧ ହଜାର ୦୮୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୫୮ ଲକ୍ଷ ୮୧ ହଜାର…

ଭାରତୀୟ-ଆମେରିକୀୟ ଓକିଲ ବିଜୟ ଶଙ୍କରଙ୍କ ନାମାଙ୍କନ ପ୍ରତ୍ୟାହାର କଲେ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ କଲମ୍ବିଆ କୋର୍ଟ ଅଫ୍ ଅପିଲ୍ କୋର୍ଟର ଆସୋସିଏଟ୍ ଜଜ୍ ଭାବରେ ଭାରତୀୟ-ଆମେରିକୀୟ ଓକିଲ ବିଜୟ ଶଙ୍କରଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଟ୍ରମ୍ପ୍‌ ପ୍ରାଥମିକ ନିର୍ବାଚନରେ ​​ହାରିବାର ଦୁଇ ମାସ ପରେ ଏବଂ ଜାନୁଆରୀ ୨୦ ରେ…

ଆମେରିକୀୟ ର‌୍ୟାପର ମଥାରେ ୧୭୫ କୋଟିର ହୀରା ଲଗାଇ ଚର୍ଚ୍ଚାରେ

ମୁମ୍ବାଇ: ଆମେରିକୀୟ ର‌୍ୟାପର ଏବଂ ଗୀତିକାର ଲିଲ୍‌ଉଜି ଭର୍ଟ କରିଥିବା କାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେ ମଥାରେ ୧୧ କ୍ୟାରେଟ୍‌ର ଏକ ଗୋଲାପୀ ରଙ୍ଗର ହୀରା ଲଗାଇଛନ୍ତି । ତା’ର ଦାମ୍‌ ୨୪ ନିୟୁତ ଡଲାର । ଅର୍ଥାତ୍ ‌ଭାରତୀୟ ମୁଦ୍ରାରେ ପାଖାପାଖି ୧୭୫ କୋଟି ଟଙ୍କା । ସୋସିଆଲ…

୨୪୦ ନିୟୁତ ଡୋଜ୍‌ ନିମୋନିଆ ଟିକା ଯୋଗାଣ ପାଇଁ ସେରମ୍‌କୁ କେନ୍ଦ୍ରର ଆଦେଶ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ (PCV) ଟିକାର ୨୪୦ ନିୟୁତ ଡୋଜ୍ ଯୋଗାଣ ପାଇଁ ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଇଁ ସରକାର କ୍ରୟ ଆଦେଶ ଦେଇଛନ୍ତି। ଏଥିପାଇଁ ସରକାରଙ୍କୁ ଜିଏସଟି ସହିତ ଗୋଟିଏ ଡୋଜ ପାଇଁ ୧୧୮.୫୩ ଟଙ୍କା ଦେବାକୁ ପଡିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

୨୫ ଦିନ ହେଲା ଥାନା ହାଜତରେ ୨ କୁକୁଡ଼ା ବନ୍ଦୀ

ହାଇଦ୍ରାବାଦ: ତେଲଙ୍ଗାନାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଦୀର୍ଘ ୨୫ ଦିନ ହେଲା ଥାନା ହାଜତରେ ବନ୍ଦୀ ଅଛନ୍ତି ୨ଟି କୁକୁଡ଼ା । ଏବେ ସେମାନେ ହାଜତରୁ ମୁକ୍ତି ଅପେକ୍ଷାରେ ଅଛନ୍ତି । ଜୁଆ ଆଡ୍ଡାରେ ରେଡ୍ ବେଳେ ଜୁଆଡ଼ିଙ୍କୁ ଗିରଫ କରିବା ସହ କୁକୁଡ଼ାଙ୍କୁ ବି ଧରିଥିଲା ।…

ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ, ୫୦ହଜାର ସୁରକ୍ଷାକର୍ମୀ ନିୟୋଜିତ

ନୂଆଦିଲ୍ଲୀ: ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକଙ୍କ ଚକାଜାମ । ଦିନ ୧୨ଟାରୁ ଅପରାହ୍‌ଣ ୩ ଯାଏ ୩ ଘଣ୍ଟିଆ ଚକାଜାମ କରିବେ ଚାଷୀ । ଏଥିପାଇଁ ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ୫୦ ହଜାର ପୋଲିସ,…