Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୧ଲକ୍ଷ ୫୫ହଜାର କରୋନା ଆକ୍ଟିଭ୍ କେସ୍, ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ ଖସିବାରେ ଲାଗିଛି । ତ୍ୱରାନ୍ୱିତ ହୋଇଛି ଟିକାଦାନ ଅଭିଯାନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୮୯୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭ଲକ୍ଷ ୯୦ହଜାର ୧୮୩କୁ ବୃଦ୍ଧି ପାଇଛି । ଏହି ସମୟରେ କରୋନାରୁ…

କୃଷି ଆଇନକୁ ନେଇ ଏମିତି କଥା କହିଲା ଆମେରିକା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଓ କୃଷକଙ୍କ ଆନ୍ଦୋଳନକୁ ନେଇ ଏବେ ମହା ବିତର୍କ ଚାଲିଛି । ଚାଷୀଙ୍କ ଆନ୍ଦୋଳନ ଅନ୍ତର୍ଜାତୀୟ ପ୍ରସଙ୍ଗ ବି ପାଲଟିଛି । ରାଜରାସ୍ତାକୁ ସଂସଦ ଯାଏ ତମ୍ବି ତଫାନ ଚାଲିଥିବା ବେଳେ ସାମନାକୁ ଆସିଛି ଆମେରିକାର ମତ । କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛି ଆମେରିକା ।…

ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୧-୨୨ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୫ହଜାର ୫୨୮ କୋଟି ଟଙ୍କା । ଏହା ଭିତରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି । ଚଳିତ ବଜେଟରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ୨୮୯ କିଲୋମିଟର ରେଳପଥ ନିର୍ମାଣ ପାଇଁ ହଜାରେ ୫୦ ଲକ୍ଷ ଅନୁଦାନ ମିଳିଛି ।…

ମହାପଞ୍ଚାୟତରେ ନିଷ୍ପତ୍ତି, ଜୋରଦାର ହେବ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ନୂଆଦିଲ୍ଲୀରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି କୃଷକ ସଙ୍ଗଠନ । ଅନ୍ୟପଟେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ହାତ ମୁଠା ଟାଣ କରିବାକୁ ମହାପଞ୍ଚାୟତରେ ପାରିତ ହୋଇଛି ୫ଟି…

ବିଦେଶୀଙ୍କ ଟ୍ବିଟ୍‌ର ଜବାବ ଦେଲେ ତେନ୍ଦୁଲକର, କହିଲେ ଦେଶର ସାର୍ବଭୌମତ୍ବରେ କରାଯିବନି ସାଲିସ

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଅନ୍ତର୍ଜାତୀୟ ସେଲିବ୍ରିଟି । କୃଷକ ଆନ୍ଦୋଳନକୁ ନେଇ ପପ୍‌ ଷ୍ଟାର ରିହାନା ଟ୍ବିଟ୍‌ କରିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ସମସ୍ତ ସେଲିବ୍ରିଟି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର…

ତାମିଲନାଡୁରେ ଶଶିକଳାଙ୍କ ପ୍ରତ୍ୟାବର୍ତ୍ତନ ଯୋଜନାକୁ ନେଇ ରାଜ୍ୟରେ ଆଲୋଡନ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଫେରୁଛନ୍ତି ଶଶିକଳା। ତାମିଲନାଡୁକୁ ଫେରିବା ପାଇଁ ଭି.କେ ଶଶିକଳାଙ୍କ ଯୋଜନା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶଶିକଳାଙ୍କ ଦଳ ଅନେକ ମାସ ପୂର୍ବରୁ ଏକ ବିଶାଳ ସମାବେଶ ସହିତ ଏକ ବିଶାଳ ସ୍ୱାଗତ ପାଇଁ ଯୋଜନା କରିଥିଲା। ସୂଚନାନୁସାରେ, ଶଶିକଳାଙ୍କ ଯୋଜନା…

ଦେଶରେ କରୋନା ନେଇଛି ୭୩୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଦେଶରେ କିଲର କରୋନା ନେଇଛି ୭୩୪ ଜଣ ଡାକ୍ତରଙ୍କ ଜୀବନ । ମହାମାରୀ କରୋନା ଯୋଗୁ ଦେଶରେ ୧୬୨ ଜଣ ଡାକ୍ତର ପ୍ରାଣ ହରାଇଥିବା ସରକାର ରାଜ୍ୟସଭାକୁ ଅବଗତ କରିଥିଲେ। ତେବେ କରୋନା ଯୋଗୁ ୧୬୨ ନୁହେଁ ବରଂ ୭୩୪ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।…

ଆସନ୍ତା ସପ୍ତାହରେ ଆରମ୍ଭ ହେବ ପୂର୍ବତନ ଆଇସିଆଇସିଆଇ ମୁଖ୍ୟ ଚନ୍ଦା କୋଚରଙ୍କ ବିରୋଧରେ ବିଚାର ପ୍ରକ୍ରିୟା

ନୂଆଦିଲ୍ଲୀ: ଆଇସିସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ଅନୁଯାୟୀ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଶୁଣାଣି ପାଇଁ ବାଟ ଖୋଲିଛନ୍ତି। କୋର୍ଟ କହିଛନ୍ତି, "PMLA ଅଧୀନରେ ଦାଖଲ ହୋଇଥିବା ଲିଖିତ…

ପ୍ରସବର ୬ ଘଣ୍ଟା ପରେ ନବଜାତକକୁ ଧରି ପରୀକ୍ଷା ଦେଲେ ମହିଳା

ଛପରା : ବିହାରର ସାରଣ ଜିଲ୍ଲାର ତରେୟା ରେଫରାଲ ହସ୍ପିଟାଲରେ ଜଣେ ମହିଳା ସକାଳ ୬ଟା ୨୨ ମିନିଟରେ ଶିଶୁକନ୍ୟା ଜନ୍ମ ଦେବାର ୬ ଘଣ୍ଟା ପରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି । ସୂଚନା ଅନୁସାରେ, ନାରାୟଣପୁର ଗାଁର ବାସିନ୍ଦା ମଲିକ ରାୟଙ୍କ ପତ୍ନୀ କୁସୁମ କୁମାରୀ ଇଣ୍ଟର…

ରାହୁଲଙ୍କ ଏମ ମନ୍ତବ୍ୟ ନେଇ ବିଜେପି ମୁହଁ ଖୋଲିଲା, ଏମରେ ମାହାତ୍ମା ଗାନ୍ଧୀ, ମୋତିଲାଲ ମଧ୍ୟ ଅଛନ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ମ୍ୟାନାମାର ବିବାଦ ପ୍ରସଙ୍ଗରେ ସେ କହିଥିଲେ ମୁଁ ବୁଝିପାରୁନି ସବୁ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରେ ଆରମ୍ଭ । ଏପରି କି ସେ କେତେକ ଶାସକଙ୍କ ନାମ ମଧ୍ୟ ଦେଇଥିଲେ…