Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଆ ନା ପିଶାଚିନୀ ? ପୁଅକୁ ହତ୍ୟା କରି କର୍ପୂର ଓ ଘିଅରେ ଭାଜିଲା

କୋଲକାତା: କଥାରେ ଅଛି ମାଆ ହେଉଛି ପ୍ରଥମ ଭଗବାନ । ପୁତ୍ର କିମ୍ବା କନ୍ୟାସନ୍ତାନର ପ୍ରଥମ ରକ୍ଷକ । ହେଲେ ସେହି ରକ୍ଷକ ଯଦି ସାଜେ ଭକ୍ଷକ । ତେବେ କ'ଣ କରିବେ ଆପଣ ? ମାଆ ଭଳି ପବିତ୍ର ଶବ୍ଦକୁ ଅବିଶ୍ୱାସ କରିବେ ନା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତର୍ଜମା କରିବେ । କୋଲକାତାରେ ଏମିତି ଏକ…

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପଶ୍ଚିମବଙ୍ଗ ଗସ୍ତରୁ ଆସିବା ପରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ପାଇଥିଲେ । ଟେଷ୍ଟ କରାଇବା ପରେ ସେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି । ତାଙ୍କ…

କୃଷି ଆଇନକୁ ବିରୋଧ କରି ଇସ୍ତଫା ଦେଲେ ପଞ୍ଜାବ ଡିଆଇଜି

ଚଣ୍ଡୀଗଡ: କୃଷକ ବିଲକୁ ବିରୋଧ କରି ରବିବାର ପଞ୍ଜାବର ଡିଆଇଜି (ଜେଲ) ଲଖବିନ୍ଦର ସିଂ ଜାଖର ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟର ଗୃହ ସଚିବଙ୍କୁ ଦେଇଛନ୍ତି । ସମୟପୂର୍ବରୁ ଅବସର ଦେବା ପାଇଁ ମଧ୍ୟ ସେ ଏହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କୃଷକଙ୍କ ପ୍ରତି ମୋର…

ପରଦାକୁ ଆସୁଛି ଚେସ୍ କିଙ୍ଗ ବିଶ୍ୱନାଥନ ଆନନ୍ଦଙ୍କ ବାୟୋପିକ୍

ମୁମ୍ବାଇ: କିଛିଦିନ ପୂର୍ବରୁ ଚେସ୍ ଚାମ୍ପିୟନ୍ କ୍ୱିନ୍ ଗାମ୍ବିଟ ଉପରେ ଏକ ୱେବ୍ ସିରିଜ୍ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଏହି ୱେବ୍ ସିରିଜ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା । ହେଲେ ଏବେ ହିନ୍ଦୀ ଭର୍ସନରେ ଏହିପରି ଏକ ୱେବ୍ ସିରିଜ ନିର୍ମାଣ ହେବାକୁ ଯାଉଛି ।…

ରୋହିଙ୍ଗ୍ୟା ଜେହାଦୀ ସଂଗଠନ ଭାରତରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛି, ସତର୍କ କରାଇଲା ର’

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲମାନଙ୍କ ଜୋହାଦୀ ସଂଗଠନ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ବୋଲି ଗୋଇନ୍ଦା ଏଜେନ୍ସି ର’ ସତର୍କ କରାଇଛି । ଏଥିରେ ମାଲେସିଆରେ ରହୁଥିବା ଜାକିର ନାଇକ ସାମିଲ ଅଛନ୍ତି । ସେ ପାଣ୍ଠିଂ ସଂଗ୍ରହ କରି ଆତ୍ମଘାତୀ ଆକ୍ରମଣ କରାଇବା ପାଇଁ…

ପୁଣି ଆସୁଛନ୍ତି ମିର୍ଜାପୁରର ବବ୍‌ଲୁୁ ପଣ୍ଡିତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମାସେ । ୱେବ୍ ସିରିଜ୍ ମିର୍ଜାପୁର ପୂର୍ବରୁ ଏହି ଅଭିନେତା ବୋଧ ହୁଏ ଏକ ଅଜଣା ଚେହେରା ଥିଲେ । ହେଲେ ବବ୍‌ଲୁ ପଣ୍ଡିତ ଭଳି ଚରିତ୍ର ପାଇଁ ସେ ରାତାରାତି ଚର୍ଚ୍ଚାକୁ ଆସିପାରିଥିଲେ । ସେବେଠୁ ତାଙ୍କ ହାତକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅଫର୍ । ଆଗାମୀ…

୧୫ ଦିନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଗଚ୍ଛିତ ରଖିବାକୁ ୩ ସେନାଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୀମାରେ ଚୀନ ସହ ଉତେଜନା ପୂର୍ଣ୍ଣ ପରିସ୍ଥିତି ସମୟରେ ଭାରତ ସରକାର ରବିବାର କଡା ପଦକ୍ଷେପ ଗ୍ରହଣ କରିଛି । ୩ ସେନାଙ୍କୁ ୧୫ ଦିନ ପାଇଁ ଯୁଦ୍ଧ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଦାଖର ପୂର୍ବାଂଚଳରେ ଚୀନ ଉତେଜନା ସୃଷ୍ଟି…

ଆରପାରିରେ ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜି

କୋଲକାତା: ଆଉ ନାହାନ୍ତି ଅଭିନେତ୍ରୀ ଦେବଦତ୍ତା ଓରଫ ଆର୍ଯ୍ୟା ବାନାର୍ଜି । ୩୫ ବର୍ଷ ବୟସରେ ସେ ଶୁକ୍ରବାର କୋଲକାତାର ନିଜ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପୋଷ୍ଟମୋର୍ଟମରେ ଜଣାପଡିଛି ଲିଭର୍ ସମସ୍ୟା ଦେଇ ଗତି କରୁଥିବା ଆର୍ଯ୍ୟାଙ୍କ ପେଟରେ ମଦ ମିଳିଥିଲା । ସ୍ୱର୍ଗତ ସୀତାର…

କେବେ ରିଲିଜ ହେବ ଓମ୍ ପୁରୀଙ୍କ ଶେଷ ଫିଲ୍ମ ?

ମୁମ୍ବାଇ: ବରିଷ୍ଠ ତଥା ସ୍ୱର୍ଗତ ଅଭିନେତା ଓମ୍ ପୁରୀ । ପ୍ରାୟ ୪ ବର୍ଷ ପୂର୍ବେ ଏହି ମହାନ କଳାକାରଙ୍କର ଦେହାନ୍ତ ହୋଇଥିଲା । ହେଲେ ଏବେ ବି ତାଙ୍କ ଶେଷ ଫିଲ୍ମ ରିଲିଜ୍ ଅପେକ୍ଷାରେ । ଏପରିକି ଏହି ଫିଲ୍ମର ଟାଇଟଲକୁ ନେଇ ମଧ୍ୟ ଅନେକ କଥା ସାମ୍ନାକୁ ଆସିଥିଲା । ହେଲେ ଶେଷରେ ଓମ୍ ପୁରୀଙ୍କ…

ଟିଆରପି ସ୍କାମ୍: ରିପବ୍ଲିକ୍ ମିଡିଆ ନେଟୱାର୍କର ସିଇଓ ଗିରଫ

ମୁମ୍ବାଇ: ଟିଆରପି ସ୍କାମ୍ ମାମଲାରେ ରିପବ୍ଲିକ୍ ମିଡିଆ ନେଟୱାର୍କର ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ରବିବାର ଦିନ ମୁମ୍ବାଇ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ଏହି ମିଡିଆ ନେଟୱର୍କ ବିରୋଧରେ ଟିଆରପି ସ୍କାମ ମାମଲା ରୁଜୁ ହେବା ପରେ ଅନେକ ପୋଲିସ ରାଡାରକୁ ଆସୁଥିବା ନଜରକୁ ଆସୁଛି।…