Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତା କାଲି କଛ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଡିସେମ୍ବର ୧୫ ଅର୍ଥାତ୍‌ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କଛ୍‌ ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ସେ ରାଜ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ପିଏମ୍‌ଓ ଦ୍ୱାରା…

୨୦୨୦ ସର୍ଭେ: ମହାମାରୀ ସମୟରେ ସ୍ମାର୍ଟଫୋନର ବ୍ୟବହାରରେ ବିପୁଳ ବୃଦ୍ଧି

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀରେ ବ୍ୟବହାରକାରୀଙ୍କ ମଧ୍ୟରେ ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇଛି ଏବଂ ଏହା ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅଧିକାଂଶ ଉପଭୋକ୍ତା ସେମାନଙ୍କର ସ୍ମାର୍ଟଫୋନ୍ ନିଶା ପାଇଁ ଚିନ୍ତିତ ଥିବା ନେଇ ଭିଭୋ ଏବଂ…

କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଜାଭଡେକର; କହିଲେ ଅନଶନ ନାଁରେ ଛଳନା କରୁଛ

ନୂଆଦିଲ୍ଲୀ: କୃଷକମାନେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦେଳନ ଅନବରତ ଜାରି ରହିଛି। ପ୍ରଥମେ ଭାରତ ବନ୍ଦ ଆହ୍ୱାନ ଦେଇ ସରକାରଙ୍କୁ ଚେତାବନା ଦେଇଥିବା ‌ବେଳେ ବର୍ତ୍ତମାନ ଅନ୍ନଦାତାମାନେ ଅନ୍ନଶନ କରି ସରକାରଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ତେବେ ଏସବୁ ମଧ୍ୟରେ ରାଜନୈତିକ ଯୁଦ୍ଧ…

ଦେଶରେ ଖସୁଛି: ୨୪ଘଣ୍ଟାରେ ୨୭ହଜାର କରୋନା ପଜିଟିଭ୍, ୩୩୬ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମୁଛି । ଦିନକୁ ୧୦ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୩୦ ହଜାରରୁ କମ୍ ସଂକ୍ରମିତ । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ବାହାରିଛନ୍ତି ୨୭ହଜାର ୭୧ କରୋନା ପଜିଟିଭି । ମୋଟ୍ ଆକ୍ରନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୮୪ହଜାର ୧୦୦ରେ ପହଞ୍ଚିଛି…

ଟାର୍ଗେଟରେ ବର୍ଷା ! ସୋସିଆଲ୍ ମିଡିଆ ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଜାଗ୍ରତି

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ସହ ଏକ ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ ପରେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗ୍ରତି ଶୁକ୍ଳା । ଅନୁଭବ-ବର୍ଷା ପ୍ରସଙ୍ଗରେ ଚୁପ୍‌ ରହିଥିବା ଜାଗ୍ରତି ତାଙ୍କୁ ବିବାଦ ଭିତରକୁ ଟଣା ଯାଇଥିବାରୁ କ୍ଷୁବ୍ଧ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ…

ନୂଆ କୃଷି ଆଇନକୁ ବିରୋଧ: ଉପବାସରେ ଦେଶର ଅନ୍ନଦାତା

ନୂଆଦିଲ୍ଲୀ: ଜିଦରେ ଅଟଳ ଚାଷୀ । ବାହାରି ପାରୁନି ସମାଧାନର ବାଟ । ବଢୁଛି ମୋଦି ସରକାରଙ୍କ ଟେନସନ୍ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ଆଜି ଦିଲ୍ଲୀର ସିଂଘୁ, ଟିକରି, ଗାଜିପୁର, ପଲଓ୍ୱଲ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା…

ଆମେରିକାରେ ଆଜିଠୁ କରୋନା ଟିକାକରଣ

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଏହାକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର। ଆମେରିକାରେ ଆଜିଠୁ ଆରମ୍ଭ ହେଉଛି କୋଭିଡ ଟିକାକରଣ। କୋଭିଡ୍‌-୧୯ ଏପର୍ଯ୍ୟନ୍ତ ସାରା ବିଶ୍ବରେ ପାଖାପାଖି ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ପ୍ରାୟ…

୨୪ ଘଣ୍ଟା ମିଳିବ ବ୍ୟାଙ୍କିଂ ସୁବିଧା, ମଧ୍ୟରାତ୍ରରୁ ଆରମ୍ଭ ହେଉଛି ସେବା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଯାଉଛି ରିୟଲ ଟାଇମ୍ ଗ୍ରୋସ୍ ସେଟେଲମେଣ୍ଟ ସିଷ୍ଟମ ବା ଆରଟିଜିଏସ୍ ସୁବିଧା । ଆଜି ରାତି ୧୨ଟା ୩୦ରୁ ପ୍ରତିଦିନ ୨୪ ଘଣ୍ଟା ଏହା କାମ କରିବ । ଏହା ଦ୍ବାରା ଡିଜିଟାଲ ନେଣଦେଣ କରୁଥିବା ଲୋକଙ୍କୁ ଅନେକ ସୁବିଧା ହେବ । ଏହା ସହ ଦିନ ରାତି ଏହି ସୁବିଧା ପାଉଥିବା…

ଆନ୍ଦୋଳନରୁ ଓହରିଲେ ୟୁପି କୃଷକ, ନୋଏଡା-ଦିଲ୍ଲୀ ବର୍ଡର ଖୋଲିଲା

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ବିରୋଧ ଜାରି ରହିଛି । ତେବେ ଇତି ମଧ୍ୟରେ ସରକାର କେତେକ ରାଜ୍ୟର କୃଷକଙ୍କୁ ମନାଇବାରେ ଓ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି । ଉତରପ୍ରଦେଶର କୃଷକମାନେ ନୋଏଡା ସେକ୍ଟର-୧୪ଏ ଚିଲ୍ଲା ବର୍ଡରକୁ ବନ୍ଦ କରି ରଖିଥିଲେ । ବୁଝାମଣା ହେବା ପରେ…

କାଲି ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ କୃଷକଙ୍କ ଅନଶନ, ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଆସନ୍ତାକାଲି ଚାଷୀ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବେ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଷୀ ନେତାମାନେ ଅନଶନରେ ବସିବେ । ସବୁ ସୀମାରେ ଚାଷୀମାନେ ଅନଶନରେ ବସିବେ ବୋଲି ସ୍ଥିର ହୋଇଛି । ସିଂଘୁ,…