Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂସଦ ଆକ୍ରମଣ ଘଟଣାକୁ ୧୯ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୧୯ ବର୍ଷ ପୁରିଛି । ୨୦୦୧ ମସିହା ଆଜିର ଦିନରେ ଗଣତନ୍ତ୍ର ମନ୍ଦିର ଉପରେ ହୋଇଥିଲା ହମଲା । ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ସଂସଦ ଭବନରେ ପ୍ରବେଶ କରିଥିଲେ । ସେତେବେଳେ ଲୋକସଭା ଅଧିବେଶନ…

ଦେଶରେ ୨୪ ଘଣ୍ଟାରେ ୧୦ଲକ୍ଷ କୋଭିଡ୍ ଟେଷ୍ଟ, ୩୦ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୦ଲକ୍ଷ କୋଭିଡ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୦ହଜାର ୨୫୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୦.୮% ଅଧିକ ସଂକ୍ରମିତ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ…

ଚିତୋରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ଅନେକ ଆହତ

ଚିତୋରଗଡ଼: ରାଜସ୍ଥାନର ଚିତୋରଗଡ଼ରେ ଶନିବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ,ଚିତୋରଗଡ଼ ଜିଲ୍ଲାର ନିକୁମ୍ଭ ଥାନା ଅଞ୍ଚଳରେ ଏକ ଟ୍ରଲର ଏବଂ କ୍ରୃଜର ଗାଡ଼ି…

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ; ଜାଣନ୍ତୁ ଭାରତରେ କେତେବେଳେ ହେବ ଦୃଶ୍ୟମାନ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୪ ତାରିଖରେ ହେବାକୁ ଯାଉଛି ବର୍ଷର ଶେଷ ସୂର୍ଯ୍ୟୋପରାଗ। ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ପରାଗ ଅଧିକାଂଶ ଅଂଚଳ ସମୁଦ୍ର ମଧ୍ୟ ଦେଇ ଯିବ ବୋଲି ଜଣାପଡିଛି। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ…

୧୪ରେ ଆମରଣ ଅନଶନ କରିବେ କୃଷକ ନେତା, ରବିବାର ୧୧ଟାରୁ ଦିଲ୍ଲୀ ଚଲୋ ଅଭିଯାନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି । ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । କୃଷକ ନେତାମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୃଷକ ୟୁନିୟନ୍ ନେତା ଆସନ୍ତା ୧୪ ତାରିଖରେ ଆମରଣ ଅନଶନରେ ବସିବେ । ସରକାର ଆଲୋଚନା କରିବାକୁ…

ଲାଲୁ ପ୍ରସାଦଙ୍କ କିଡନୀ ୨୫ ପ୍ରତିଶତ କାର୍ଯ କରୁଛି, ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଡାକ୍ତର ଉମେଶ ପ୍ରସାଦଙ୍କ ରିପୋର୍ଟ ଅନୁସାରେ ଲାଲୁଙ୍କ କିଡନୀ ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରୁଛି । ଅବସ୍ଥା ଉଦବେଗଜନକ ବୋଲି ସେ କହିଛନ୍ତି । ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ଏବେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ…

ଟୀକାକରଣ ପାଇଁ କେନ୍ଦ୍ର ଜାରି କଲା ଏସଓପି: ଗୋଟିଏ ସେସନରେ ୧୦୦ ଜଣଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାରିବା ପାଇଁ ବିଭିନ୍ନ ଦେଶରେ ଟୀକାକରଣ ଆରମ୍ଭ ହୋଇଗଲାଣି । ଭାରତରେ କେବେ ଆସିବ ଟିକା ? କେମିତି ଟିକା ଦିଆଯିବ ? ଏନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି । ଏହାରି ଭିତରେ କରୋନା ଭ୍ୟାକସିନକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏସ୍ଓପି…

ନଡ୍ଡାଙ୍କ କାରକେଡକୁ ଆକ୍ରମଣ ପରେ ଆକ୍ସନରେ କେନ୍ଦ୍ର: ପଶ୍ଚିମବଙ୍ଗର ୩ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ

ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗର ମମତା ସରକାର ମଧ୍ୟରେ ଚାଲିଥିବା ବିବାଦ ଆହୁରି ଜଟିଳ ହେଉଛି । ଜେପି ନଡ୍ଡାଙ୍କ କାରକେଡ୍ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍…

ବିଷ ବିକାଳୀ, ଘରେ ରଖିଛନ୍ତି ୮୦,୦୦୦ ସାପ, ବିଛା

କାଇରୋ:ବ୍ୟବସାୟ କରିବାରେ ଅନେକ ମାଧ୍ୟମ ରହିଛି । ମାତ୍ର ଇଜିପ୍ଟର ୨୫ ବର୍ଷୀୟ ମହମ୍ମଦ ହମିଦ ବିଷ ବିକାଳୀ ସାଜିଛନ୍ତି । ସେ ୮୦,୦୦୦ ସାପ, ବିଛା ପାଳିବା ସହ ନମ ନାମକ କମ୍ପାନୀ ଗଠନ କରିଛନ୍ତି । ଇଜିପ୍ଟର ମରୁଭୂମିରେ ବୁଲି ବୁଲି ସେ ବିଷାକ୍ତ ଜନ୍ତୁ ସଂଗ୍ରହ କରିଥାନ୍ତି । ଶୁଣିଲେ ଆପଣମାନେ…

ଆଫ୍ରିକାରେ ଘର, ମୁମ୍ବାଇକୁ ବନାଇଥିଲେ ଡ୍ରଗ୍ସର ଗନ୍ତାଘର

ମୁମ୍ବାଇ: ଘର ପୂର୍ବ ଆଫ୍ରିକା । ହେଲେ ରହୁଥିଲେ ମୁମ୍ବାଇରେ । ଏପରିକି ହିନ୍ଦୀ ଭାଷା ବି ଶିଖିଥିଲେ । ବିବାହ ବି ଭାରତୀୟଙ୍କୁ କରିଥିଲେ । ହେଲେ ତାଙ୍କ କାରନାମା କିନ୍ତୁ ମୁମ୍ବାଇ ପୋଲିସକୁ ଚକିତ କରିଥିଲା । ଖାସ ତାଙ୍କ ବ୍ୟବସାୟ ମୁମ୍ବାଇ କ୍ରାଇମବ୍ରାଂଚର ଦୃଷ୍ଟି ଆକର୍ଷଣ କରିଥିଲା ।…