Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୯୮ଲକ୍ଷ କରୋନା ସଂକ୍ରମିତ, ମୃତ୍ୟୁସଂଖ୍ୟା ୧ଲକ୍ଷ ୪୨ହଜାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ହଜାର ୫ ନୂଆ ଆକ୍ରାନ୍ତ । ଏହି ସମୟରେ ୧୦ଲକ୍ଷ ୬୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୨୬ହଜାର ୭୭୫କୁ ବୃଦ୍ଧି ପାଇଛି ।…

ସବୁ ଟୋଲ ପ୍ଲାଜା ଓ ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ତୁଟୁନି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି କୃଷକ ସଂଗଠନ । ଆଜି ସବୁ ଟୋଲ୍ ପ୍ଲାଜା ଘେରାଉକରୁଛନ୍ତି ଆନ୍ଦୋଳନକାରୀ ଚାଷୀ । ରିଲାଏନ୍ସ ଓ ଆଦାନୀର ଟୋଲ ପ୍ଲାଜାକୁ ଫ୍ରି କରୁଛନ୍ତି ।…

ଆମେରିକାରେ ୨୪ ଘଣ୍ଟା ଭିତରେ ଦିଆଯିବ Pfizer ଟିକା: ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ବ୍ରିଟେନ, ବାହାରିନ୍, କାନାଡ଼ା ପରେ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ ଦେଇଛି ଆମେରିକା । କିଛି ଦିନ ଭିତରେ ସବୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ତାପୂର୍ବରୁ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ପ୍ରଥମ …

ବଲିଉଡକୁ ପୁଣି ଏକ ଝଟକା; ନିଜ ଆପାର୍ଟମେଂଟରୁ ମୃତ ଅବସ୍ଥାରେ ମିଳିଲେ ଡର୍ଟି ପିକ୍ଚର୍ସର ଏହି ଅଭିନେତ୍ରୀ

କୋଲକାତା: ଚଳିତ ବର୍ଷ ବଲିଉଡ ପାଇଁ ଏକ କଳା ବର୍ଷ ସବ୍ୟସ୍ତ ହୋଇଛି। ଜଣଙ୍କ ପରେ ଜଣେ ଆଗଧାଡ଼ିର କଳାକାରଙ୍କ ଦେହାନ୍ତର ଖବର ସ୍ତବ୍ଧ କରିଦେଉଛି ବଲିଉଡ଼କୁ। ବଲିଉଡକୁ ମିଳିଛି ଆଉ ଏକ ଝଟକା। ସୁପରହିଟ୍ ଚଳଚିତ୍ର ଦ ଡର୍ଟି ପିକ୍ଚର୍ସର ଅଭିନେତ୍ରୀ ଆର୍ୟ୍ଯା ବାନାର୍ଜୀଙ୍କ ମୃତଦେହ ଦକ୍ଷିଣ…

ଗୃହ ମନ୍ତ୍ରାଳୟର ସମନ, ହେଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଦିଲ୍ଲୀ ପଠାଇବେ ନାହିଁ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମମତା ସରକାର ଓ କେନ୍ଦ୍ର ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ଦଳୀୟ ନେତାଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଓ ପୋଲିସ…

ମହାରାଷ୍ଟ୍ର ସରକାରଙ୍କ ନୂଆ ନିୟମ: ସରକାରୀ ଅଫିସରେ ଜିନ୍ସ ମନା

ମହାରାଷ୍ଟ୍ର: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ କରିଛନ୍ତି ମହାରାଷ୍ଟ୍ର ସରକାର । ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ କିମ୍ବା ଟିସାର୍ଟ ପିନ୍ଧି ଯାଇପାରିବେ ନାହିଁ । ସେକ୍ରେଟାରୀଏଟ୍ କିମ୍ବା ସରକାରୀ ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ଯିବାକୁ ବାରଣ କରାଯାଇଛି । ସରକାରୀ ଓ ଠିକା…

ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର

ମୁମ୍ବାଇ: ବଲିଉଡ ଲଭର୍ସଙ୍କ ପାଇଁ ଦୁଃଖ ଖବର । ଶାହରୁଖ ଖାନଙ୍କ ଫିଲ୍ମ ଫ୍ୟାନ୍‌ରେ ଅଭିନୟ କରିଥିବା ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ତାଙ୍କ ଶରୀରର ଦକ୍ଷିଣ ପାଶ୍ୱର୍ ଅକାମୀ ହୋଇପଡିଛି । ତେବେ…

ହୃଦଘାତର ଶିକାର ହେଲେ ରେମୋ ଡି’ ସୁଜା, ଆଇସିୟୁରେ ଭର୍ତ୍ତି !

ମୁମ୍ବାଇ: ହୃଦଘାତର ଶିକାର ହେଲେ କୋରିଓଗ୍ରାଫର୍ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି' ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ହାର୍ଟରେ ବ୍ଲକେଜ ହେବା ପରେ ରେମୋଙ୍କର ଆଂଜିଓଗ୍ରାଫୀ କରାଯାଇଛି ।…

ଅନ୍ତର୍ଜାତୀୟ ଭାରତୀ ମହୋତ୍ସବ; ସମ୍ବୋଧନ ବେଳେ ସୁବ୍ରମଣ୍ୟମ୍‌ଙ୍କୁ ସ୍ମରଣ କଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଶୁକ୍ରବାର ତାମିଲ କବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ୧୩୮ ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚଳିତ ବର୍ଷ ଆନ୍ତର୍ଜାତୀୟ ଭାରତୀ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି। ଭାନାଭିଲ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଉତ୍ସବକୁ…

ରାଜା ସୁହେଲଦେବ ଓ ଅକ୍ଷୟଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ ?

ମୁମ୍ବାଇ: ବଲିଉଡର ସବୁଠୁ ବ୍ୟସ୍ତ ସୁପରଷ୍ଟାର ଅକ୍ଷୟ କୁମାର । ପ୍ରତିବର୍ଷ ଏହି ଅଭିନେତାଙ୍କର ୪ରୁ ୫ଟି ଫିଲ୍ମ ରିଲିଜ ହୋଇଥାଏ । ନିକଟରେ ଫିଲ୍ମ ବେଲ୍ ବଟମ୍ ଓ ଅତରଙ୍ଗୀ ରେ ଫିଲ୍ମର ସୁଟିଂ ସାରିଥିଲେ । ତା ଛଡା ରାମ ସେତୁ, ରକ୍ଷାବନ୍ଧନ ଓ ପୃଥ୍ୱୀରାଜ ଭଳି ଫିଲ୍ମ ବି ତାଙ୍କ ହାତରେ ରହିଛି ।…