Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୀତିଶ ସରକାରଙ୍କ ବଡ଼ ଘୋଷଣା; ଏଣିକି ଚାଷୀଙ୍କ ଚାଉଳ କ୍ରୟର ସର୍ବାଧିକ ସୀମା ରହିବ ୨୦୦ରୁ ୨୫୦ କ୍ୱିଣ୍ଟାଲ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଆଜି ଏହା ୧୬ ତମ ଦିନରେ ପହଞ୍ଚିଛି। ଗତ ଦୁଇ ସପ୍ତାହ ଧରି କୃଷକମାନେ ଦିଲ୍ଲୀ ସୀମାରେ ଛାଉଣି କରିଥିଲେ। କୃଷି ଆଇନରେ କେନ୍ଦ୍ର ସରକାରଙ୍କ ନୂତନ ନିୟମ ପ୍ରଣୟନକୁ କୃଷକମାନେ ଦୃଢ ବିରୋଧ କରୁଛନ୍ତି। କେନ୍ଦ୍ର…

ସମ୍ବିଧାନ ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ; ଜଗଦୀପ ଧନଖଡ

ନୂଆଦିଲ୍ଲୀ: ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିଗିଡିବାରେ ଲାଗିଛି। ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ସମୟରେ ରାଜ୍ୟପାଳ ଜଗଦୀପ ଧନଖଡ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଏକ ସାମ୍ବାଦିକ…

ଅଷ୍ଟ୍ରେଲିଆ; ଏଚ୍ଆଇଭି ଆଣ୍ଟିବଡି ପଜିଟିଭ୍ ଯୋଗୁ ବନ୍ଦ ହେଲା କରୋନା ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ସୂଚନାଯୋଗ୍ୟ ଅଷ୍ଟ୍ରେଲିଆରେ ବିକଶିତ କରୋନାଭାଇରସ୍ ଟିକା ଉପରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣକୁ ଅଚାନକ ବନ୍ଦ କରିଦିଆଯାଇଛି। ପ୍ରକୃତରେ, ପରୀକ୍ଷାର ଅଂଶଗ୍ରହଣକାରୀମାନେ ଏଚ୍‌ଆଇଭି ପଜିଟିଭ୍‌ ବୋଲି ଜାଣିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା। କୁଇନ୍ସଲ୍ୟାଣ୍ଡ…

ପୁଣି ଫେଲ୍ ମାରିଲେ ରିସଭ ପନ୍ତ !

ଭୁବନେଶ୍ୱର: ତାଜା ସ୍ଥିତିରେ ୱିକେଟ୍ କିପର୍ ରିସଭ ପନ୍ତଙ୍କ ଭାଗ୍ୟ ପିଙ୍କ୍ ବଲ୍ ଟେଷ୍ଟ ସିରିଜ ଉପରେ ନିର୍ଭର କରୁଛି । ତେବେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ସେ ସ୍କୋର କରିବାରେ ବିଫଳ ହୋଇଛନ୍ତି । ପୂର୍ବରୁ ରିସଭ ଭାରତର ଦିନିକିଆ ଓ ଟି-୨୦ ଦଳରୁ ବାଦ୍ ପଡିଥିଲେ । ଏବେ ଅଭ୍ୟାସ୍ ମ୍ୟାଚରେ ୧୧ଟି…

ଆମେରିକାରେ ଆରମ୍ଭ ହେବ ଫାଇଜର୍‌ ଟିକାର ଜରୁରୀକାଳୀନ ବ୍ୟବହାର!

ୱାଶିଂଟନ୍: ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟା ସର୍ବାଧିକ ସ୍ତରରେ ରହିଥିବା ବେଳେ ମୃତ୍ୟୁ ସଂଖା ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଛି। ଆମେରିକାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାର ଜରୁରୀକାଳୀନ ବ୍ୟବହାର ଶୀଘ୍ର ଆରମ୍ଭ କରାଯାଇପାରେ ବୋଲି ସୂଚନା ମିଳିଛି।…

କୃଷି ବିଲ୍‌କୁ ନେଇ ବିଜେପିର ନୂଆ ଯୋଜନା; ଚାଷୀଙ୍କୁ ବୁଝାଇବ କୃଷି ନିୟମ; ଆଗାମୀ ଦିନରେ ହେବ ୭୦୦ ସାମ୍ବାଦିକ…

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ କୃଷି ନିୟମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ଶୁକ୍ରବାର ଯାତ୍ରୀଙ୍କ ଯାତାୟାତ ନିମନ୍ତେ ମାର୍ଗଗୁଡିକୁ ସୀମିତ ରଖାଯାଇଥିଲା। ତେବେ ଏହି ପ୍ରଦର୍ଶନ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଲାଗି ରହିଛି। ଆଜି କୃଷକଙ୍କ ଆନ୍ଦୋଳନର…

କରୋନା ଯୋଗୁ ଏଥର ଦେଶ ଗସ୍ତ ସମ୍ଭବ ନୁହେଁ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଶବକତ ମିର୍ଜିୟୋଏଭଙ୍କ ମଧ୍ୟରେ ଭର୍ଚୁଆଲ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତ ଏବଂ ଉଜବେକିସ୍ତାନ ଏକାଠି ଛିଡା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।…

ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକୀରେ ଜାଣନ୍ତୁ, ତାଙ୍କ ରାଜନୈତିକ ଜୀବନ ସମ୍ପର୍କରେ

ଭୁବନେଶ୍ୱର: ଆଜି ହେଉଛି ଭାରତର ୧୩ ତମ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ଦିନ। ସ୍ବର୍ଗତ ପ୍ରଣବ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାରରେ ସମ୍ଭାଳିଥିଲେ । ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ…

ଜୋ ବାଇଡେନ୍ ଓ କମଲା ହାରିସ ବର୍ଷ ୨୦୨୦ ପାଇଁ ଟାଇମ୍ସ ମାଗାଜିନର ‘ପର୍ସନ୍ ଅଫ୍ ଦି ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ବଡ଼ ସମ୍ମାନ । ଟାଇମ୍ସ ମାଗାଜିନ୍ ପକ୍ଷରୁ ବର୍ଷ ୨୦୨୦ ପାଇଁ ସେମାନଙ୍କୁ ପର୍ସନ୍ ଅଫ ଦି ଇୟର ଭାବରେ ମନୋନୀତ କରାଯାଇଛି । ଚଳିତବର୍ଷ ନଭେମ୍ବର ୭ ତାରିଖରେ ଆମେରିକାର ରାଷ୍ଟ୍ରପତି…

ସିଘୁଂ ବର୍ଡରରେ କୃଷକଙ୍କ ଆନ୍ଦୋଳନ ମଧ୍ୟର‌େ ୨ ପ‌ୋଲିସ ଅଧିକାରୀ କର‌ୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ନୂତନ କୃଷି ଆଇନ ପ୍ରତ୍ୟାହାର ଜିଦରେ ଅଡିବସିଛନ୍ତି କୃଷକମାନେ। ପଞ୍ଜାବ ସମେତ ଅନେକ ରାଜ୍ୟରୁ ହଜାର ହଜାର କୃଷକ ସିଘୁଂ, ଟିକ୍ରି, ଚିଲା ଏବଂ ଗାଜିପୁର ସୀମାରେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛନ୍ତି।…