Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ ସେନା ପିନ୍ଧୁଛନ୍ତି ଆଇରନ ସୁଟ !

ଲଦାଖ: ପୂର୍ବ ଲଦାଖରେ ଭାରତୀୟ ସେନାର କଡା ଜବାବ ପରେ ଚୀନ ବାରମ୍ବାର ସୀମାରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି । ଏଥିରେ ମୂଖ୍ୟ ଭୂମିକା ଗ୍ରହଣ କରୁଛି ଚୀନ ସରକାରର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ । ମିଛ ସତ ଲେଖି ଚୀନକୁ ଦୁନିଆ ଆଗରେ ବଳଶାଳୀ କରିବା ଏହାର ଲକ୍ଷ୍ୟ । ସଦ୍ୟ ରିପୋର୍ଟ…

ଗୋଟିଏ ମଣ୍ଡପରେ ବିବାହ କଲେ ମାଆ ଝିଅ !

ଲକ୍ଷ୍ନୌ: ଚକିତକର ତଥା ଅବିଶ୍ୱସନୀୟ, ତଥାପି ସତ । ଏକାଠି ଗୋଟିଏ ମଣ୍ଡପରେ ବିବାହ କଲେ ମାଆ ଓ ଝିଅ । ଗୁରୁବାର ଉତ୍ତରପ୍ରଦେଶ ଗୋରଖପୁରରେ ଏଭଳି ବିବାହ ଖୁବ ଚର୍ଚ୍ଚାରେ ରହିଛି । ପରସ୍ପରଙ୍କ ଜୀବସାଥୀ ସହ ଛନ୍ଦି ହୋଇଥିଲେ ୫୩ ବର୍ଷୀୟା ମାଆ ଓ ୨୭ ବର୍ଷୀୟା ଝିଅ । ଉଭୟ ମାଆ ଓ ଝିଅ ଏକାଠି…

FICCI ସମ୍ମିଳନୀ; କୃଷି ଆଇନକୁ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୯୩ ତମ ବାର୍ଷିକ ସାଧାରଣ ସଭା (ଏଜିଏମ୍) ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ସମୟରେ ସରକାର କୃଷି ଆଇନ…

ଟାଇମ ପତ୍ରିକାରେ ୨୦୨୦ ଖରାପ ବର୍ଷ ଭାବେ ଚିହ୍ନିତ

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ପତ୍ରିକା ଟାଇମ ୨୦୨୦କୁ ଖରାପ ବର୍ଷ ଭାବେ ଚିହ୍ନିତ କରିଛି । ପତ୍ରିକା ତାର ମୂଖ୍ୟ ପୃଷ୍ଠାରେ ୨୦୨୦ ଲେଖି ନାଲି ରଙ୍ଗର ଛକି ଚିହ୍ନ ମାରିଛି । ସେହିପରି ଆମେରିକା ସଭାପତି ଜୋ ବାଇଡେନ ଓ ଉପ ସଭାପତି କମଳା ହ୍ୟାରିସଙ୍କୁ ବର୍ଷର ଶ୍ରେଷ୍ଠ ବ୍ୟକ୍ତି ଭାବେ…

-୫୧ ଡିଗ୍ରୀ ସେଲ୍‌ସିୟସ୍‌ରେ ବି ଏଠାରେ ଖୋଲିଥାଏ ସ୍କୁଲ୍‌

ନୂଆଦିଲ୍ଲୀ: ସାଇବେରିଆ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ବିବେଚନା କରାଯାଏ ଏବଂ ଏଠାରେ ଦୁନିଆର ସବୁଠାରୁ ଶୀତଳ ବିଦ୍ୟାଳୟ ମଧ୍ୟ ଅବସ୍ଥିତ। ଯେଉଁଠାରେ ତାପମାତ୍ରା ପ୍ରାୟତ -୫୦ ଡିଗ୍ରୀ ସେଲସିୟସ୍ ରହିଥାଏ। ଏଠାରେ ଏତେ ଥଣ୍ଡା ପରେ ବି ଛୋଟ ପିଲାମାନେ ପାଠ ପଢିବା ପାଇଁ ଏହି ସ୍କୁଲରେ…

ନିର୍ବାଚନ ଫଳାଫଳକୁ ନେଇ ଟ୍ରମ୍ପ ସମର୍ଥକଙ୍କ ୱାଶିଂଟନରେ ପୁନର୍ବାର ରାଲି ପ୍ରଦର୍ଶନ

ୱାଶିଂଟନ୍: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବିଜୟ ହାସଲ କରିଥିଲେ ଏବଂ ଟ୍ରମ୍ପ୍‌ ଏହି ନିର୍ବାଚନୀ ଲଢେଇରେ ହାରିଯାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ​​ପରାଜୟ ପରେ ବି ଟ୍ରମ୍ପଙ୍କ ସମର୍ଥକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ୍ ଏବଂ ଫଳାଫଳ ପରିବର୍ତ୍ତନ କରିବାକୁ…

ପ୍ରଣବଙ୍କ ପୁସ୍ତକରେ କଂଗ୍ରେସ ଭିତିରି କଥା: ୨୦୧୪ ନିର୍ବାଚନ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଉଲ୍ଲେଖ ରହିଛି କଂଗ୍ରେସର ଗୁମର । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧି ଓ ପୂର୍ବତନ ପରଧାନମନ୍ତ୍ରୀ ମନମୋହନ ସିଂହ ଦାୟୀ । ଏକଥା ଲେଖିଛନ୍ତି ପ୍ରଣବ ମୁଖାର୍ଜୀ । ସେ ତାଙ୍କ ଅନୁଭୂତିର ପୁସ୍ତକ…

ଆଜି FICCIର ୯୩ ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ FICCI ର ୯୩ ତମ ବାର୍ଷିକ ସାଧାରଣ ସଭା ଏବଂ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ଚଳିତ ବର୍ଷର ବାର୍ଷିକ ସମ୍ମିଳନୀର ବିଷୟବସ୍ତୁ ହେଉଛି “ପ୍ରେରିତ ଭାରତ”। ପ୍ରଧାନମନ୍ତ୍ରୀ FICCI ର ବାର୍ଷିକ ଭର୍ଚୁଆଲ୍…

ଉତ୍ତରପ୍ରଦେଶ: ଟୋଲ ପ୍ଲାଜା ବନ୍ଦ କରିବାକୁ କୃଷକଙ୍କ ଧମକ; ସତର୍କ ସୂଚନା ଜାରି କଲା ୟୁପି ପ୍ରଶାସନ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଦାବି ପୂରଣ ନହେଲେ ଏହା ଆହୁରି ଉଗ୍ର ରୂପ ଧାରଣ କରିବ ବୋଲି କୃଷକ ସଂଘ ଚେତାବନୀ ଦେଇଛି। ହରିୟାଣାର ଉତ୍ତେଜିତ କୃଷକମାନେ ଟୋଲ ପ୍ଲାଜା ବନ୍ଦ କରିବାକୁ ଧମକ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପାଞ୍ଚଟି ଟୋଲ…

ବାଇଡେନ୍‌ଙ୍କ ଉପରେ ରିପବ୍ଲିକାନର ହମ୍‌ଲାକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜୋ ବାଇଡେନ୍‌ଙ୍କ ନିର୍ବାଚନକୁ ପରାସ୍ତ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦାୟର ହୋଇଥିବା ଏକ ମକଦ୍ଦମାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ରାଜ୍ୟ ତଥା କେନ୍ଦ୍ର ବିଚାରପତିଙ୍କ ଦ୍ୱାରା ଆଇନଗତ ପ୍ରସଙ୍ଗ ପାଇବାକୁ…